କନକ ନ୍ୟୁଜର ମହାବିତର୍କ – ପୁରୀକୁ ଜଗନ୍ନାଥ ଭରସା

63

ଏବେ ସମୁଦ୍ର ଜଳ କୂଳ ଲଂଘିବା ଆରମ୍ଭ କରିଛି। ଯାହା ମାଡି ଆସିଲାଣି ଏହି ସ୍ୱର୍ଗଦ୍ୱାର ଯାଏ। ପୁରୀର ସମୁଦ୍ର ବେଳାଭୂମି ନିକଟରେ ସ୍ୱର୍ଗଦ୍ୱାର ରହିଛି। ସବୁଠୁ ପବିତ୍ର ସ୍ଥାନ ବୋଲି ଜଣାଯାଏ । ଏହି ଜାଗାରେ ମଣିଷର ଶବଦାହ ହେଲେ ସ୍ୱର୍ଗ ପ୍ରାପ୍ତି ମିଳେ ବୋଲି ବିଶ୍ୱାସ ରହିଛି।

ଆଶଙ୍କା ରହୁଛି ଆଉ କିଛି ଦିନ ପରେ ଏ ସ୍ୱର୍ଗ ଦ୍ୱାର ରହିବକି ନାହିଁ। ସମୁଦ୍ରର କଳାର ଜିହ୍ୱାରେ ଏହି ପୁରୀ ଲୀନ ହୋଇଯିବନିତ ? ଏହି ପ୍ରସଙ୍ଗକୁ ନେଇ ଦେଖିବା କନକ ନ୍ୟୁଜର ମହାବିତର୍କ – ପୁରୀକୁ ଜଗନ୍ନାଥ ଭରସା