ରେଲୱେ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ପୁରୀ ଡାକ୍ତରଖାନାରେ ଉତେଜନା

54

ପୁରୀ : ପୁରୀରେ ଉତେଜନା। ରେଲୱେ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଦେଖାଦେଇଛି ଉତେଜନା। ପୁରୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁଁ  କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି । ରେଳବାଇ ଡିପୋରେ ମୃତଦେହ ରଖି ଧାରଣା ଦେଇଛନ୍ତି କର୍ମଚାରୀ। ମୃତ କର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ସହ ରେଲୱ ଡାକ୍ତରଖାନା ପାଇଁ ଦାବି ହୋଇଛି।