ଦଶମ ପାସ ପ୍ରାର୍ଥୀଙ୍କ ପାଇଁ ରକ୍ଷା ମନ୍ତ୍ରଣାଳୟରେ ବାହାରିଲା ନିଯୁକ୍ତି : ଜାଣନ୍ତୁ ଆବେଦନ ପ୍ରକ୍ରିୟା

31

ଯଦି ଆପଣ ଦଶମ ପାସ କରିଛନ୍ତି ଏବଂ କୈାଣସି ସରକାରୀ ବିଭାଗରେ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ରକ୍ଷା ମନ୍ତ୍ରଣାଳୟର ହେଡକ୍ୱାର୍ଟର ଦକ୍ଷିଣ ଭାରତ, ଚେନ୍ନାଇ ମେସେଞ୍ଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆଶାୟୀ ପ୍ରାର୍ଥୀ ୩୦ ଜୁନ୍, ୨୦୧୮ ପୂର୍ବରୁ ଆବେଦନ କରିପାରିବେ ।

ପଦବୀ ସଂଖ୍ୟା :

ପଦବୀ ନାମ : ମେସେଞ୍ଜର

ଶିକ୍ଷାଗତ ଯୋଗ୍ୟତା : କୈାଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଦଶମ ପାସ୍ କରିଥିବା ଜରୁରୀ ।

ବୟସ ସୀମା : ଜେନେରାଲ(ପୁରୁଷ/ମହିଳା ଦୁହିଁଙ୍କ ପାଇଁ) – ୧୮-୨୫ ବର୍ଷ

ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଆଧାରରେ କରାଯିବ ।

ଏମିତି କରନ୍ତୁ ଆବେଦନ : ଆଶାୟୀ ପ୍ରାର୍ଥୀ ଅଫିସର ସି/ ଓ ଅଫିସର କମାଣ୍ଡିଙ୍ଗ ଅଫିସର, ହେଡକ୍ୱାର୍ଟର ଦକ୍ଷିଣ ଭାରତ ଏରିଆ, ଆଇଜଲେଣ୍ଡ ଗ୍ରାଉଣ୍ଡ, ଚେନ୍ନାଇ-୬୦୦ ୦୦ ୯ ଠିକଣାରେ ଆବେଦନ କରିପାରିବେ ।

ଆବେଦନର ଶେଷ ତାରିଖ : ୩୦ ଜୁନ୍, ୨୦୧୮