୪ଶହ ମିଟର ହଡର୍ଲସ କ୍ୱାଲିଫାଏ କଲେ ଜଉନା ମୁର୍ମୁ !

30

କନକ ବ୍ୟୁରୋ : ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ମହିଳା ୪୦୦ମିଟର ହଡର୍ଲସରେ ଫାଇନାଲରେ ଆଉ ଜଣେ ଓଡ଼ିଆ । ମହିଳା ୪ଶହ ମିଟର ହଡର୍ଲସ ହୀଟ୍ ୨ରେ ଜଉନା ମୁର୍ମୁ ଫାଇନାଲରେ ପହଂଚିଛନ୍ତି ।