ଯାଜପୁର : ମତଦାନ କେନ୍ଦ୍ର ଭିତରକୁ ପ୍ରବେଶକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ,ପରିସ୍ଥିତିକୁ ଆୟତ କରିବା ପାଇଁ ପୁଲିସର ମୃଦୁ ଲାଠି ଚାଳନା

70

କନକ ବ୍ୟୁରୋ : ଯାଜପୁର ଜିଲ୍ଲା କୋରଇ ବ୍ଲକ ପଛିକୋଟ ପଂଚାୟତରେ ଉତେଜନା । ମତଦାନ କେନ୍ଦ୍ର ଭିତରକୁ ପ୍ରବେଶକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ପରିସ୍ଥିତି ଅଣାୟତ ହୋଇପଛି । ଫଳରେ ପରିସ୍ଥିତିକୁ ଆୟତ କରିବା ପାଇଁ ପୁଲିସ ମୃଦୁ ଲାଠି ଚାଳନା କରଛି ।