ସୁରୋଜିଲ ଲିଜିସ୍ତୁ ହେବେ ନାଗାଲାଣ୍ଡର ନୂଆ ମୁଖ୍ୟମନ୍ତ୍ରୀ !

27

କନକ ବ୍ୟୁରୋ : ସୁରୋଜିଲ ଲିଜିସ୍ତୁ ହେବେ ନାଗାଲାଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଲିଜିସ୍ତୁ । ଆସନ୍ତାକାଲି ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି ।