କନ୍ଧମାଳ ଗୁମୁଡୁମାହା ଏନକାଂଉଟର ପ୍ରତିବାଦ : ନବୀନ ନିବାସ ଘେରିବାକୁ ଛାତ୍ର କଂଗ୍ରେସର ଉଦ୍ୟମ

29

କନ୍ଧମାଳ : କନ୍ଧମାଳ ଏନକାଉଂଟର ପ୍ରତିବାଦରେ ଶିଶୁ ଭବନ ଛକରେ ଛାତ୍ର କଂଗ୍ରେସ କର୍ମୀ, ଓ ପୁଲିସ ମୁହାଁମୁହିଁ । ନବୀନ ନିବାସ ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ, ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ ।