ଗୋପ ବ୍ଳକ୍ ଅଫିସରେ ଅଭାବନୀୟ ଘଟଣା : ରାତି ୧୨ଟାରେ ଖୋଲିଲା ବ୍ଳକ୍ କାର୍ଯ୍ୟାଳୟ

36

କନକ ବ୍ୟୁରୋ : ବ୍ଲକ୍ ଅଫିସରେ ରାତି ଅଧିଆ ଫାଇଲ ଚାଷ । ପୁରୀ ଜିଲ୍ଲାରେ ବ୍ୟାପକ ପିସି କାରବାର ନେଇ ବିଭିନ୍ନ ବ୍ଲକ୍ରେ ଚଢାଉ କରୁଛି ଭିଜିଲାନ୍ସ । ତେଣୁ ଗୋପ ବ୍ଲକରେ ହୋଇଥିବା ଦୁର୍ନୀତିକୁ ଚପେଇ ଦେବାକୁ ରାତି ଅଧିଆ ସଜବାଜ ଚାଲିଛି ।

ଗତକାଲି ବିଳମ୍ବିତ ରାତିରେ ଜେନେରେଟର ଲଗାଇ ବ୍ଲକର ଉଚ୍ଚ ଅଧିକାରୀ ଦୁର୍ନୀତିର ଚିଠା ଥିବା ଫାଇଲ ଗୁଡିକୁ ରାତି ତମାମ ସଜାଡିଛନ୍ତି । ଦେଖନ୍ତୁ କନକ ନ୍ୟୁଜର ମିଡ୍ ନାଇଟ ଅପରେସନ ରିପୋର୍ଟ –