କନକ ବ୍ୟୁରୋ : ଓଡିଶାର କନ୍ଧମାଳରୁ ଦିଲ୍ଲୀ ଏମ୍ସରେ ପହଁଚିଛନ୍ତି ଯୋଡାମୁଣ୍ଡ ଜାଆଁଳା ଶିଶୁ ଜଗା–ବଳିଆ । ସୋମବାରରୁ ଡାକ୍ତର ଓ ବିଶେଷଜ୍ଞ ଦଳ ଶିଶୁଙ୍କ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ । ତାପରେ ସେମାନଙ୍କ ଅପରେସନ କରାଯିବ କି ନାହିଁ ତାହା ସ୍ପଷ୍ଟ ହେବ । ଏହାରି ଭିତରେ ଶିଶୁଙ୍କ ଅପରେସନ୍ କରିବାକୁ ଥିବା ଦିଲ୍ଲୀ ଏମ୍ସ ନ୍ୟୁରୋସର୍ଜରୀ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି ଚିକିତ୍ସା ବିଜ୍ଞାନରେ ଅସମ୍ଭବ ନୁହେଁ ଏଭଳି ଅପରେସନ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
ଦେଖନ୍ତୁ ଏହି ଭିଡ଼ିଓ –