ସନ୍ନି ଲିଓନି ନିଜ ସିନେମାର ନାୟକଙ୍କର କରାଇଥିଲେ ଏଚଆଇଭି ଟେଷ୍ଟ ! ଜାଣନ୍ତୁ ବେବିଡଲଙ୍କ ସଂପର୍କରେ ୫ଟି କଥା

34

ଅଭିନେତ୍ରୀ ସନ୍ନି ଲିଓନି ଯିଏ କି ଅତୀତକୁ ପଛରେ ପକାଇ ବଲିଉଡ୍ ଜଗତରେ ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଆଜି ସନ୍ନି ୩୭ ବର୍ଷରେ ପାଦ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସନ୍ନିଙ୍କ ସଂପର୍କରେ କିଛି ଅଜଣା କଥା ।

• ନିଜର ପକେଟ୍ ଖର୍ଚ୍ଚ ଉଠାଇବା ପାଇଁ ସନ୍ନି ଲିଓନି ମାତ୍ର ୧୯ ବର୍ଷ ବୟସରେ ଏକ ବେକରୀ ସପରେ କାମ କରିଥିଲେ ।

• ସନ୍ନି ଲିଓନିଙ୍କୁ ମଧ୍ୟ ଜଣେ ଫେମସ୍ ପର୍ଣ୍ଣ ଷ୍ଟାର ବୋଲି କୁହନ୍ତି । କିନ୍ତୁ ତାଙ୍କର ଇଚ୍ଛା ଥିଲା, ସେ ଜଣେ ନର୍ସ ହୋଇ ଗରିବ ଲୋକଙ୍କର ସାହାର୍ଯ୍ୟ କରିବା ପାଇଁ ।

• ସନ୍ନି ଲିଓନି ହେଉଛନ୍ତି ବଲିଉଡର ପ୍ରଥମ ଅଭିନେତ୍ରୀ ଯିଏ କି ନିଜ କୋ-ଷ୍ଟାରଙ୍କର ଏଚଆଇଭି ଟେଷ୍ଟ କରିବାକୁ ଦାବି କରିଥିଲେ ।

• ସନ୍ନି ଯେତେବେଳେ ବଲିଉଡରେ ପ୍ରବେଶ କରିଥିଲେ ସେତେବେଳେ ସେ ନିଜ ସିନେମା ପାଇଁ ନିର୍ଦ୍ଦେଶକ ମୋହିତ ସୁରିଙ୍କ ନିକଟରେ ୬ କୋଟି ଟଙ୍କା ଦାବି କରିଥିଲେ ।

• ସନ୍ନି ଲିଓନି ମଧ୍ୟ ତାମିଲ ସିନେମା ‘ବଡାକରୀ’ରେ କାମ କରିସାରିଛନ୍ତି । ଯେଉଁଥିରେ କି ସେ ଜଣେ ଗେଷ୍ଟ ରୂପେ ନଜର ଆସିଥିଲେ ।