ସିଡ଼ିଏ ଜମି ଦୁର୍ନୀତି ମାମଲା : ଜୋର ଧରିଲା ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି

34

କନକ ବ୍ୟୁରୋ : ସିଡ଼ିଏ ଜମି ଦୁର୍ନୀତି ମାମଲାରେ ଆଇନ୍ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ । ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା ଯୁବ ଓ ଛାତ୍ର କଂଗ୍ରେସ । ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପ୍ରତାପ ଜେନା ପତ୍ନୀଙ୍କ ନାଁରେ ବେଆଇନ ଜମି ହାତେଇଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ କରାଯାଇଛି ।

ଦେଖନ୍ତୁ ଏହି ଭିଡ଼ିଓ –