ସିଏମସି ବୈଠକରେ ବିଜେଡି କର୍ପୋରେଟରଙ୍କ ଗୁଣ୍ଡାଗିରି ଘଟଣା : ୪ ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଅଭିଯୋଗ

25

କନକ ବ୍ୟୁରୋ : ସିଏମସି ବୈଠକରେ ବିଜେଡି କର୍ପୋରେଟରଙ୍କ ଗୁଣ୍ଡାଗିରି ଘଟଣା । ୪ ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଅଭିଯୋଗ । ପୁରୀଘାଟ ଥାନାରେ କଂଗ୍ରେସ ପକ୍ଷରୁ ଅଭିଯୋଗ । ମନମୁଣ୍ଡା ଥାନାରେ ବିଜେପି ପକ୍ଷରୁ ଏତଲା ଦାୟାର । ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ,ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ସଂଜୟ ଦାସବର୍ମାଙ୍କ ନାଁରେ ଏତଲା । ଭୁବନେଶ୍ୱର କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ମାମଲା । ଉପସଭାପତି ବିଜୟ ନାୟକଙ୍କ ନାଁରେ ମଧ୍ୟ ଏତଲା ଦାୟାର ।