ରୂପା ଝିଅଙ୍କ ସୁନେଲି ଜୀବନ : କେମିତି ଥିଲେ ପିଲାଦିନେ ସିନ୍ଧୁ

23

childhood of p.v sindhuଫଟୋରେ ଦେଖୁଥିବା ଏ ଛୋଟ ପତଳା ଝିଅଟି ଆଜି ଦେଶର ଗୈାରବ। ଘରେ ଘରେ ଆଜି ପ୍ରିୟର ସିନ୍ଧୁ। ରିଓ ଅଲିମ୍ପିକ୍ସରେ ରୈାପ୍ୟ ପଦକ ଜିତି ଭାରତକୁ ଗୈାରବାନ୍ୱିତ କରିଥିବା ସୁନା ଝିଅ ପି.ଭି ସିନ୍ଧୁଙ୍କୁ ସଲାମ କରିଛି ସାରା ଭାରତ। ସର୍ବ କନିଷ୍ଠ ଭାବେ ସିନ୍ଧୁ ଅର୍ଜନ କରିଛନ୍ତି ଏହି ସଫଳତା।

sindhu

ନିଜ ପ୍ରଥମ ଅଲିମ୍ପିକ୍ସରେ ଲଗାତାର ୫ଟି ମ୍ୟାଚ ଜିତିବା ପରେ ଫାଇନାଲରେ ହାରି ବି ଜିତିଛନ୍ତି ଦେଶବାସୀଙ୍କ ହୃଦୟ। ରିଓରେ ରୌପ୍ୟ ପାଇବାରେ ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ପି.ଭି ସିନ୍ଧୁ।

childhood of p.v sindhuସିନ୍ଧୁ ମାତ୍ର ୮ବର୍ଷ ବୟସରେ ବ୍ୟାଡମିଂଟନ ଖେଳିବା ଆରମ୍ଭ କରିଥିଲେ । ୨୦୦୧ରେ ପୁଲେଲା ଗୋପିଚାନ୍ଦଙ୍କ ଅଲ ଇଂଲଣ୍ଡ ଓପେନ ବ୍ୟାଡମିଂଟନ ଚମ୍ପିୟାନଶିପର ବିଜୟ ତାଙ୍କୁ ଏହି ଖେଳ ଖେଳିବାକୁ ପ୍ରେରଣା ଦେଇଥିଲା।