Browsing Category

ନ୍ୟୁଜ୍

ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ, କେଜ୍ରିୱାଲଙ୍କୁ ନୋଟିସ ପଠାଇଲା…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିବା ପରେ ଏବେ ଜେରା ପାଇଁ ସିବିଆଇ ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ କରାଯାଇଛି । ଏହି ନୋଟିସରେ…
Read More...

ଓଡ଼ିଶାରେ ବଙ୍ଗଳା ରାଜ୍: ଗାଡ଼ିଠୁ ଗୋଦାମ ସବୁଠି ବଙ୍ଗଳା ବୋର୍ଡ, ଓଡିଆର ନାହିଁ ନା ଗନ୍ଧ

କନକ ବ୍ୟୁରୋ: ଓଡ଼ିଶାରେ ବଙ୍ଗଳା ରାଜ୍ । ଏ ଚିତ୍ର ଦେଖି ଆପଣ ଭାବୁଥିବେ ଏହା ପଶ୍ଚିବଙ୍ଗର କୌଣସି ସ୍ଥାନ । କାରଣ ଚାରିଆଡେ ଖାଲି ବଙ୍ଗଳାର ନାମ ଫଳକ । କିନ୍ତୁ ଏହି ସ୍ଥାନ ହେଉଛି ଆମ ଓଡିଶା ଉପକୂଳ କେନ୍ଦ୍ରାପଡ଼ା ଅଞ୍ଚଳର । ଏ ଚିତ୍ର ଦେଖିଲେ ଲାଗୁଛି କେନ୍ଦ୍ରାପଡାର ଉପକୂଳକୁ କାବୁ କରିନେଇଛି…
Read More...

ତାତିରୁ ମିଳୁନି ତ୍ରାହି: ଦିନ ସାଢେ ୨ଟା ସୁଦ୍ଧା ୫ଟି ସହରରେ ୪୦ ଡିଗ୍ରୀ ଉପରେ ତାପାମତ୍ରା

କନକ ବ୍ୟୁରୋ: ତାତିରୁ ମିଳୁନି ତ୍ରାହି । ଦିନ ସାଢେ ୨ ଟା ସୁଦ୍ଧା ରାଜ୍ୟରେ ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଝାରସୁଗୁଡାରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୧.୮ ଡିଗ୍ରୀ ତାପମାତ୍ରା ଥିବାବେଳେ ଭୁବନେଶ୍ୱରର ୪୦.୨ ଡିଗ୍ରୀ ତାପମାତ୍ରା…
Read More...

ଇଫକୋ ପାରାଦୀପ ଆରମ୍ଭ କଲା ଜିପସମ୍ ରପ୍ତାନୀ, ପ୍ରଥମ ପର୍ଯ୍ୟାୟରେ ଗୁଜରାଟ ବନ୍ଦରକୁ ଗଲା ଜିପସମ୍

କନକ ବ୍ୟୁରୋ : ଦେଶର ପ୍ରମୁଖ ଷ୍ଟିଭେଡୋରିଂ କମ୍ପାନୀ ଓଡ଼ିଶା ଷ୍ଟିଭେଡୋର୍ସ ଲିମଟେଡ୍ (ଓଏସ୍‌ଏଲ୍‌) ପକ୍ଷରୁ ପାରାଦୀପ ବନ୍ଦରରୁ ଜିପସମର ସର୍ବପ୍ରଥମ ଘରୋଇ ରପ୍ତାନିର ପରିଚାଳନା କରାଯାଇଛି । ଅଲ୍ଟ୍ରାଟେକ ସିମେଣ୍ଟ ଏହି ରପ୍ତାନି କରାଯାଇଥିବା ଜିପସମକୁ ଗୁଜରାଟର ପିପଭବ ବନ୍ଦରରେ ଗ୍ରହଣ କରିବ…
Read More...

‘ହଁ ମୁଁ ଜେଲରୁ ବସି ରଚିଥିଲି ଷଡଯନ୍ତ୍ର’ ଉମେଶ ପାଲ ହତ୍ୟା ମାମଲାରେ ଅତିକର ଦୋଷ ସ୍ୱୀକାର

କନକ ବ୍ୟୁରୋ: ଅତିକ ମହମ୍ମଦ ନିଜ ପୁଅ ଅସଦ ଏବଂ ସୁଟର ଗୁଲାମର ମୃତ୍ୟୁ ପରେ ଭାଙ୍ଗିପଡିଛି । ଅତିକ ନିଜର ଭୁଲ ମାନିନେଇଥିବା ବେଳେ ସେ ହତ୍ୟାକାଣ୍ଡର ପୂରା ପ୍ରସ୍ତୁତି କରିଥିବା କହିଛି । ରିମାଣ୍ଡ କପି ଅନୁସାରେ, ଅଭିଯୁକ୍ତ ଅତିକ ଅହମ୍ମଦ ୨୦୨୩ ଅପ୍ରେଲ ୧୨ ତାରିଖରେ ନିଜ ବୟାନରେ କହିଛି ଯେ,…
Read More...

ପ୍ରଚଣ୍ଡ ଗରମରୁ ଏବେ ନାହିଁ ଆଶ୍ୱସ୍ତି, ଉତ୍ତର ଭାରତରେ ଏବେ ଜାରିରହିବ ତାତି।

କନକ ବ୍ୟୁରୋ: ଅପ୍ରେଲ ମାସରେ ପ୍ରବଳ ଗରମ ଯୋଗୁ ଲୋକଙ୍କ ଅବସ୍ଥା ସାଂଘାତିକ ହେବାରେ ଲାଗିଛି । ତେବେ ଏଥିରୁ କୌଣସି ପ୍ରକାର ଆଶ୍ୱସ୍ତି ଦେଖିବାକୁ ମିଳିନାହିଁ । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ପାଇଁ ଏଭଳି ସ୍ଥିତି ଲାଗିରହିବା ନେଇ ଅନୁମାନ ଲଗାଯାଇଛି । ବିଶେଷ କରି ପୂର୍ବ-ଉପକୂଳ…
Read More...

୪୬ଲକ୍ଷ ପରିବାରକୁ ଝଟକା, ରିହାତି ବିଜୁଳି ଯୋଜନାର ଫାଇଲ ଅଟକାଇଲେ ଦିଲ୍ଲୀ ଉପ ରାଜ୍ୟପାଳ

କନକ ବ୍ୟୁରୋ : ଦିଲ୍ଲୀର ୪୬ଲକ୍ଷ ପରିବାରକୁ ବଡ ଝଟକା ଲାଗିଛି । ଦୀର୍ଘ ୧୦ ବର୍ଷ ହେବ ଦିଲ୍ଲୀର ଏହି ୪୬ଲକ୍ଷ ପରିବାର ବିଜୁଳି ବିଲ୍ ଉପରେ ଯେଉଁ ରହହାତି ପାଉଥିଲେ ତାହା ଆସନ୍ତାକାଲି ଠାରୁ ବନ୍ଦ ହେବାକୁ ଯାଉଛି । ଏନେଇ ଦିଲ୍ଲୀ ସରକାରଙ୍କ ବିଜୁଳିମନ୍ତ୍ରୀ ଆତିଶି ମାରିଲିନା କହିଛନ୍ତି କି ,…
Read More...

ପାଟଣାଗଡ଼ ହନୁମାନ ଜୟନ୍ତୀ ରାଲିରେ ରାଜା, ରାଣୀ । ବିଶାଳ ଶୋଭାଯାତ୍ରାରେ ଯୋଗଦେଲେ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ…

କନକ ବ୍ୟୁରୋ: ପାଟଣାଗଡ଼ ହନୁମାନ ଜୟନ୍ତୀ ରାଲିରେ ଯୋଗଦେଲେ ପାଟଣାଗଡ ରାଜା-ରାଣୀ । ହନୁମାନ ଜୟନ୍ତୀ ଉପଲକ୍ଷେ ପାଟଣାଗଡରେ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ଯୋଗଦେଲେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ । ପାଟଣାଗଡ ବ୍ରହ୍ମପୁରା…
Read More...

ଝାରସୁଗୁଡା ଉପ ନିର୍ବାଚନ ପୂର୍ବରୁ ଦୀପାଳିଙ୍କୁ ଘାରିଲା ସୁରକ୍ଷା ଚିନ୍ତା । ବାହାରୁ ଭଡାରେ ସୁରକ୍ଷାକର୍ମୀ ମଗାଇଲେ…

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ସମୟରେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ସୁରକ୍ଷା ଦେଉଛନ୍ତି ଭଡ଼ାରେ ଆସିଥିବା ପ୍ରାଇଭେଟ୍ ଗାର୍ଡ । ବାହାରର ଗୋଟିଏ ଏଜେନ୍ସି ଦ୍ୱାରା କିଛି ପ୍ରାଇଭେଟ୍ ଗାର୍ଡ ଦିପାଳିଙ୍କ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ରାଜ୍ୟ ବାହାରୁ ଆସିଥିବା ମୋଟ୍ ୫ଜଣ ସୁରକ୍ଷାକର୍ମୀ…
Read More...

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କଲା ଟାଇମ୍ସ ମାଗାଜିନ୍ । ତାଲିକାରେ ସ୍ଥାନ ପାଇଲେ ଶାହାରୁଖ ଓ…

କନକ ବ୍ୟୁରୋ: ପ୍ରକାଶ ପାଇଛି ଟାଇମ୍ସ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା । ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ବିଶ୍ୱର ୧୦୦ ଜଣ ବ୍ୟକ୍ତିତ୍ୱଙ୍କୁ ଏହି ତାଲିକାରେ ସ୍ଥାନ ମିଳିିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ ଓ ଫିଲ୍ମ…
Read More...