Browsing Category

ନ୍ୟୁଜ୍

କଳା ପତାକା ପ୍ରଦର୍ଶନକୁ ସ୍ଥଗିତ ରଖିଲା ଭାଷା ଆନ୍ଦୋଳନ ସଂଗଠନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: କଳା ପତାକା ପ୍ରଦର୍ଶନକୁ ସାମୟିକ ଭାବେ ସ୍ଥଗିତ ରଖିଛି ଭାଷା ଆନ୍ଦୋଳନ । ଓଡିଆ ଭାଷାକୁ ସରକାରୀ କ୍ଷେତ୍ରରେ କାର୍ଯ୍ୟକାରୀତା ନେଇ କରାଯାଉଥିବା ପ୍ରତିବାଦକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରଖଯାଇଥିବା ଭାଷା ଆନ୍ଦୋଳନ ସଂଗଠନ ତାର ପ୍ରେସ…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ୨୪ ରୁ ୩୧ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ୩୧ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ଜୁନ୍ ୧ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ପରେ ୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର…
Read More...

ପୁରୀରେ କାଳବୈଶାଖୀର ତାଣ୍ଡବ : ଛିଣ୍ଡିଲା ପତିତପାବନ ବାନା

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ କାଳବୈଶାଖୀର ତାଣ୍ଡବ । ଗତକାଲିର ବର୍ଷା ପବନରେ ଛିଡି ଯାଇଛି ପତିତପାବନ ବାନା । ଏହାସହ ନୀଳଚକ୍ରରେ ପତିତପାବନ ବାନା ବାନ୍ଧିବା ପାଇଁ ଥିବା ବାଉଁଶ ମଧ୍ୟ ଭାଙ୍ଗି ଯାଇଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀ ଚିନ୍ତାରେ ପଡିଛନ୍ତି । ୧୯୯୯ ମହାବାତ୍ୟା…
Read More...

ଲୋୟର ପିଏମଜିରେ ଏସସିବି ନର୍ସିଂ ଛାତ୍ରୀଙ୍କ ଧାରଣା : ନ୍ୟାୟ ନମିଳିଲେ ଅନଶନ ଚେତାବନୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଲୋୟର ପିଏମଜିରେ ଏସସିିବି ନର୍ସିଂ ଛାତ୍ରୀଙ୍କ ଧାରଣା । ସ୍କୁଲ ଅଧ୍ୟକ୍ଷାଙ୍କ ବଦଳି ଓ ସାଇନ-ଏ-ଡାଏ ପ୍ରତ୍ୟାହାର ଦାବିରେ ଅଟଳ ଛାତ୍ରୀ । ଅଧ୍ୟକ୍ଷାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସରକାରଙ୍କୁ ଦ୍ୱିତୀୟ ଥର ପାଇଁ ସ୍ମାରକ ପତ୍ର ଦେଇଛନ୍ତି ।…
Read More...

ଭିନିଲ୍ କ୍ରିଷ୍ଣା ଅପହରଣ ମାମଲାରେ ମାଲକାନଗିରି ଏଡିଜେଙ୍କ ରାୟ

ମାଲକାନଗିରି : ମାଲକାନଗିରି ତତକାଳୀନ ଜିଲ୍ଲାପାଳ ଭିନିଲ୍ କ୍ରିଷ୍ଣା ଅପହରଣ ମାମଲାରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଏହି ଦଣ୍ଡାଦେଶ ଦେଇଛନ୍ତି । ହାର୍ଡକୋର ମହିଳା ମାଓ ନେତ୍ରୀ ଏମ୍…
Read More...

ରାଜ୍ୟସଭା ରେସ୍ : ସରଗରମ ହେବ ଶାସକ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜିଠାରୁ ବେଶ ସରଗରମ ହେବ ଶାସକ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି । ରାଜ୍ୟସଭା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଏ ଯିବ ରାଜ୍ୟସଭା, କାହା ମୁଣ୍ଡରେ ପୁଣି ସିରପା ବାନ୍ଧିବେ ନବୀନ । ଏନେଇ ଚାଲିଥିବା ଆଲୋଚନା ଅଧିକ ଜୋର ଧରିବ । ରାଜ୍ୟର ୩ଟି ଆସନ…
Read More...

ଏନଇଇଟି ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍: ଏନଇଇଟି ଅଧ୍ୟାଦେଶକୁ  ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି। ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନାଡ୍ଡା । ଏହାପରେ ଆଜି ଅଧ୍ୟାଦେଶରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ପ୍ରଣବ…
Read More...

ବୋଲଗଡ଼ରେ ପୂଜକଙ୍କ ହତ୍ୟାକାଣ୍ଡ ଘଟଣାରେ ଗ୍ରାମବାସୀଙ୍କ ରାସ୍ତାରୋକ

ବୋଲଗଡ଼: ବୋଲଗଡ଼ରେ ପୂଜକଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ  ବାଘମାରି-କଳାପଥର ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ସାଇଟିଂଫିକ ଟିମ ଘଟଣା ସ୍ଥଳରେ ପହଚିଂ ଅନୁସନ୍ଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସାଲତରା ମନ୍ଦିର ପୂଜକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ରାସ୍ତାକଡ଼ରୁ ତାଙ୍କ ମୃତଦେହ…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଜାରି ହେବ ବିଜ୍ଞପ୍ତି

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍: ଆଜି ରାଜ୍ୟସଭାର ୫୭ ଆସନ ପାଇଁ ବିଜ୍ଞପ୍ତି ଜାରି କରିବେ ନିର୍ବାଚନ କମିଶନ । ଏଥିପାଇଁ ଜୁନ ୧୧ରେ ଭୋଟ ଗ୍ରହଣ ହେବ । ୧୫ଟି ରାଜ୍ୟରୁ ଏହି ସବୁ ଆସନ ଖାଲି ହେଉଛି । ଏଥିରେ ବିଜେପିର ୧୪ଟି, କଂଗ୍ରେସର ୧୪ଟି, ବିଏସପିର ୬ଟି ଆସନ ଖାଲି ହେଉଛି । ସେହିପରି…
Read More...

ବୋଲଗଡ଼ରେ ପୂଜକଙ୍କୁ ନୃଶଂସ ହତ୍ୟା

ବୋଲଗଡ଼: ବୋଲଗଡ଼ରେ ଚାଂଚଲ୍ୟକର ହତ୍ୟାକାଣ୍ଡ । ସାଲତରା ମନ୍ଦିର ପୂଜକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡିଛି । ରାସ୍ତାକଡ଼ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ହତ୍ୟାକାଣ୍ଡ ଗେଡିଆ ପଲ୍ଲୀ ଅଂଚଳରେ ହଇଚଇ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୁଲିସ ପହଁଚି ତନାଘନା ଆରମ୍ଭ କରିଛି ।
Read More...