Browsing Category

ନ୍ୟୁଜ୍

ଦେଶର ଶହେଟି ସହରରେ ଚାଲିବ ଦଶହଜାର ଇ-ବସ୍। ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

କନକ ବ୍ୟୁରୋ: ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଯେଉଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ, ସେହି ଘୋଷଣାର ଠିକ୍ ପରଦିନ, ବିଶ୍ୱକର୍ମା ଯୋଜନାକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଂଜୁରୀ । କୌଳିକ ବୃତିଗତ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଳ୍ପସୁଧରେ ମିଳିବ ଋଣ ।…
Read More...

ସାରଙ୍କୁ ମାର୍କ ଦେଲେ ଛାତ୍ରଛାତ୍ରୀ। କହିଲେ, ମଦ ଖାଇ ପଢାଇବାକୁ ଆସନ୍ତି ସାର୍

କନକ ବ୍ୟୁରୋ: ବଡ଼ ବଡ଼ ଶିକ୍ଷାନୁଷ୍ଠାନ, ହେଲେ ପାଠପଢ଼ା ହେଉନାହିଁ । ଶୈକ୍ଷିକ ବାତାବରଣ ନାହିଁ । ଏସବୁ ଅଭିଯୋଗ ବଢ଼ିଚାଲିଥିବା ବେଳେ ଅନଲାଇନରେ ଛାତ୍ରଛାତ୍ରୀଙ୍କ ଫିଡ୍ ବ୍ୟାକ୍ ନେଇଛି ଉଚ୍ଚଶିକ୍ଷା ବିଭାଗ । ଫିଡ୍ ବ୍ୟାକରେ ଯେଉଁସବୁ ତଥ୍ୟ ସାମନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
Read More...

ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପରେ ପୋଡ଼ି ଦିଆଯାଇଥିବା ଅଭିଯୋଗ। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ

କନକ ବ୍ୟୁରୋ: ଜୁଲାଇ ୧୮ । ମାହାଙ୍ଗାର ଶୁଖୁଆପଡା ଗାଁ । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ସ୍ୱର୍ଣ୍ଣଲତା ଦାସଙ୍କର ଅଚାନକ ମୃତ୍ୟୁ ହୋଇଯାଇଥିଲା । ଆଉ ମୃତ୍ୟୁ ପରେ ଏହି ଖବରକୁ ଚାପିଦେବା ପାଇଁ ଭରପୁର ଉଦ୍ୟମ କରିଥିଲେ ତାଙ୍କ ପରିବାର ଓ ସ୍ଥାନୀୟ ପୋଲିସ ପ୍ରଶାସନ । ଏମିତିକି ମୃତ…
Read More...

ଶ୍ରାବଣରେ ଶୁଖିଲା ପଡିଛି ଚାଷ ଜମି: ଅନେକ ଜିଲ୍ଲାରେ ମରୁଡି ପରିସ୍ଥିତି 

କନକ ବ୍ୟୁରୋ: ଶ୍ରାବଣ ସରିବାକୁ ବସିଲାଣି କିନ୍ତୁ. ଚାଷ ଜମିରେ ପାଣି ବୁନ୍ଦେ ନାହିଁ । ନିଅଂଟିଆ ବର୍ଷା ପାଇଁ ଚାଷ ଜମି ଶୁଖିଲା ପଡିଛି । ଜମିରେ ପାଣି ନାହିଁ କେନାଲରେ ଖୁବ୍ କମ୍ ପାଣି ଆସୁଛି । ତାହା ତଳମୁଣ୍ଡ ଯାଏଁ ପହଂଚି ପାରୁନାହିଁ । ଯାଜପୁର ଜିଲ୍ଲାର ବିଂଝାରପୁରରେ ଜଳସଂପଦ ବିଭାଗ…
Read More...

ଆଗପଛ ହୋଇ ଚାଲିଗଲେ ବାପା-ମାଆ: ଅନାଥ ହୋଇଗଲେ ୩ କୁନି କୁନି ପିଲା

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପଣ୍ଡି ଗାଁର ତ୍ରିନାଥ ମାଝୀ । ବୟସ ତାଙ୍କର ୭୫ରୁ ଉଦ୍ଧ୍ବ । ନିଜ ପ୍ରତିପୋଷଣ କଷ୍ଟକର ହୋଇପଡୁଥିବା ବେଳେ ବୋଝ ଉପରେ ନଳିତା ବିଡାଭଳି ୩ ବାପା, ମାଆ ଛେଉଣ୍ଡ ଶୁଶୁଙ୍କ ବୋଝ ଏବେ ତାଙ୍କ କାନ୍ଧରେ । ଜେଜେ, ତୁମେ ଆମ ଦୁନିଆ । ତୁମରି ପାଖରେ…
Read More...

ନାଗାବଳୀ ଉପରେ ସରୁନି ବିଜୁ ସେତୁ ନିର୍ମାଣ: ୨୦୧୯ରୁ ଆରମ୍ଭ ହୋଇଥିବା କାମ ଏବେ ବି ଅଧାରେ 

କନକ ବ୍ୟୁରୋ: ସଂଯୋଗ ହୋଇପାରୁନି ବିଜୁ ସେତୁ । ସମୟ ସୀମା ଶେଷ ପରେ ବି ଅଧାପନ୍ତରିଆ ହୋଇ ପଡିରହଛି ପୋଲ କାମ । ଫଳରେ ନାଗାବଳୀ ନଦୀର ଆରପଟେ ଥିବା ଦୁଇଟି ପଚାଂୟତର ପ୍ରାୟ ୩୦ ଖଣ୍ଡ ଗ୍ରାମବାସୀ ଲୋକ ବହୁ ଦୁର୍ଦ୍ଧଶାର ସମ୍ମୁଖିନ ହଉଛନ୍ତି । ଜୀବନକୁ ବାଜି ଲଗାଇ ବେକେ ପାଣିରେ ପଶି ଯା’ଆସ…
Read More...

ବସରେ ଘରକୁ ଫେରୁଥିବା ବେଳେ ବାଟରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ: ବସରୁ ଓହ୍ଲାଇ ବାଇକରେ ଗାଁକୁ ଗଲା ଶବ

କନକ ବ୍ୟୁରୋ: ଦାଦନ ଖଟିବାକୁ ଯାଇ ଅସୁସ୍ଥ ହୋଇପଡିଥିଲେ ଦାଦନ ଶ୍ରମିକ । ସାଥୀ ଶ୍ରମିକଙ୍କ ସହ ବସ ଯୋଗେ ଘରକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ବସ୍ ଭିତରେ ଚାଲିଗଲା ଜୀବନ । ବାଇକ୍ରେ ବୁହା ହୋଇ ଘରକୁ ଗଲା ଦାଦନ ଶ୍ରମିକଙ୍କ ଶବ । ହାଇଦ୍ରାବାଦରୁ କଳାହାଣ୍ଡି ଜୟପାଟଣା ବ୍ଲକ କାଦୋପଦର…
Read More...

ବଲାଙ୍ଗୀରରେ ସରକାରୀ ଡାକ୍ତରଙ୍କ ବେସରକାରୀ ଚିକିତ୍ସା: ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ପଠାଉଛନ୍ତି ଘରୋଇ…

କନକ ବ୍ୟୁରୋ: ସରକାରୀ ଡାକ୍ତରଙ୍କ ବେସରକାରୀ ଚିକିତ୍ସା । ଘରୋଇ ଡାକ୍ତରଖାନା ପାଇଁ ସାଜିଛନ୍ତି ସରକାରୀ ଦଲାଲ । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ ଦେଉଛନ୍ତି ଡାକ୍ତର । ଯେଉଁ ଅପରେସନ୍ ସରକାରୀ ଡାକ୍ତରଖାନାରେ ମାଗଣାରେ ହୋଇପାରିବ ସେହି ଅପରେସନ୍ ପାଇଁ…
Read More...

ଏକତରଫା ପ୍ରେମକୁ ନେଇ କଲେଜ ଛାତ୍ରୀଙ୍କୁ ଆକ୍ରମଣ: ପ୍ରେମରେ ବିଫଳ ହେବାରୁ ଛାତ୍ରୀଙ୍କୁ ବ୍ଲେଡରେ କାଟିଦେଲା ଯୁବକ

କନକ ବ୍ୟୁରୋ: ଏକତରଫା ପ୍ରେମକୁ ନେଇ କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କୁ ବ୍ଲେଡ୍ରେ କାଟିଦେଲା ଯୁବକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଜୟପୁର ସହରରୁ । ବିକ୍ରମଦେବ କଲେଜରେ ଯୁକ୍ତ ଦୁଇ ସାଇନ୍ସ ପଢୁଥିବା ଜଣେ…
Read More...

ମାର୍କେଟ ବିଲ୍ଡିଂରେ ମହାଭାରତ। ମୁହାଁମୁହିଁ ହେଲେ ଉଠାଦୋକାନୀ, ସ୍ଥାୟୀ ବ୍ୟବସାୟୀ ସଂଘ

କନକ ବ୍ୟୁରୋ: ମାର୍କେଟ ବିଲ୍ଡିଂରେ ମୁହାଁମୁହିଁ । ଉଠାଦୋକାନୀଙ୍କୁ ହଟାଇଲା ସ୍ଥାୟୀ ବ୍ୟବସାୟୀ ସଂଘ । ଜିନିଷପତ୍ର ଫିଙ୍ଗାଫୋପଡା ଅଭିଯୋଗ । ରାଜଧାନୀର ମାର୍କେଟ ବିଲ୍ଡିଂରେ ଉତ୍ତେଜନା ଦେଖାଦେଇଛି ।
Read More...