Browsing Category

ନ୍ୟୁଜ୍

ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା

କନକ ବ୍ୟୁରୋ: ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା । ସେହିପରି ନୀରଜ ଚୋପ୍ରାଙ୍କୁ ଟକ୍କର ଦେବେ ପାକିସ୍ତାନର ଅର୍ସଦ ନଦୀମ । ଇତିହାସ ରଚିଲେ ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସରେ…
Read More...

ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ପ୍ରଫେସରଙ୍କ ବିରୋଧରେ ଆଣିଥିଲେ…

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ପରେ ନିଲମ୍ବିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ରଜତ କୁଜର । ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟିର ୯ ଜଣିଆ ଟିମକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏଁ…
Read More...

ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ ।…

କନକ ବ୍ୟୁରୋ: ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ସେ ମାମଲାରେ ବିଧାୟକଙ୍କ ସମେତ ପୋଲିସ କମିଶନର, ଡିସିପି ଓ ମହିଳା ଥାନା ଆଇଆଇସି, ରାଜ୍ୟ ସରକାରଙ୍କୁ କରିଛନ୍ତି ପକ୍ଷଭୁକ୍ତ । ପୋଲିସ କାର୍ଯ୍ୟାନୁଷ୍ଠାନ…
Read More...

ବଲିଉଡ ଫିଲ୍ମ ‘ଡ୍ରିମ ଗାର୍ଲ-୨’ରେ ଓଡ଼ିଆ ଯୁବକ ରାଜକିଶୋରଙ୍କ ନିର୍ଦ୍ଦେଶନା । କନକ ନ୍ୟୁଜ୍ ଆଗରେ କହିଲେ ନିଜ ସଂଘର୍ଷ…

କନକ ବ୍ୟୁରୋ: ବଲିଉଡ ଫିଲ୍ମ ଡ୍ରିମ ଗାର୍ଲ-୨ରେ ଓଡ଼ିଆ ଯୁବକଙ୍କ ନିର୍ଦ୍ଦେଶନା । ସୋନପୁରର ରାଜକିଶୋର ହୋତା ନିକଟରେ ରିଲିଜ ହୋଇଥିବା ଡ୍ରିମ ଗାର୍ଲ-୨ରେ ସହକାରୀ ନିର୍ଦ୍ଦେଶ ଭାବେ କାମ କରିଛନ୍ତି । ମଧ୍ୟବିତ ପରିବାରରୁ ଯାଇ ବମ୍ବେରେ ଫିଲ୍ମ ଦୁନିଆରେ କାମ କରିବାର ଯାତ୍ରା ଏତେ ସହଜ ନଥିବା…
Read More...

ଆଉ ଏକ ବଡ଼ ଦୁର୍ଘଟଣାରୁୁ ବର୍ତ୍ତିଲା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ । ବିଳାସପୁର ଷ୍ଟେସନ ନିକଟରେ ଉତ୍କଳ ସହ ମୁହାଁମୁହିଁ…

କନକ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ଋଷକେଷ କଳିଙ୍ଗ ଉତ୍କଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଛି । କଳିଙ୍ଗ ଏକ୍ସପ୍ରେସ ସହ ମୁହାଁମୁହିଁ ହୋଇଥାନ୍ତି ଆଉ ଏକ ଯାତ୍ରୀବାହୀ ଟ୍ରେନ । ତେବେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି…
Read More...

ବଜାରରେ ବୁଲୁଛି ନକଲି ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ । ନୀଳଗିରି ଅଞ୍ଚଳରୁ ୩୨ ହଜାର ନକଲି ନୋଟ ଜବତ

କନକ ବ୍ୟୁରୋ: ବଜାରରେ ବୁଲୁଛି ନକଲି ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ । ବାଲେଶ୍ୱର ନୀଳଗିରି ଅଂଚଳରୁ ଏଭଳି ୩୨ ହଜାର ୭୦୦ ଟଙ୍କା ନକଲି ନୋଟ ଜବତ କରିଛି ପୁଲିସ । ଏହି କାରବାରରେ ସମ୍ପୃକ୍ତ ଥିବା ନିଳଗିରି ସନ୍ତ୍ରାଗଡିଆ ଅଂଚଳର ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତ ମଦ…
Read More...

ଚନ୍ଦ୍ରଯାନର ସଫଳତା ପରେ ଲଞ୍ଚ ହେବ ଗଗନଯାନ । ଆସନ୍ତା ମାସ ପ୍ରଥମ ସପ୍ତାହରେ ଯିବ ଆଦିତ୍ୟ-ଏଲ୧ । ଏନେଇ ସୂଚନା ଦେଲେ…

କନକ ବ୍ୟୁରୋ: ଚନ୍ଦ୍ରଯାନର ସଫଳତା ପରେ ଲଞ୍ଚ ହେବ ଗଗନଯାନ । ସୂର୍ଯ୍ୟ ଉପରେ ଅଧିକ ଗବେଷଣା ପାଇଁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହେବ ଆଦିତ୍ୟ-ଏଲ-୧ । ଏନେଇ ଶନିବାର ଇସ୍ରୋ ମୁଖ୍ୟ ଏସ ମୋସନାଥ ସୂଚନା ଦେଇଛନ୍ତି । ଆଦିତ୍ୟ-ଏଲ୧ ସାଟେଲାଇଟର ପୁରା ପ୍ରସ୍ତୁତି ସରିଥିବା ବେଳେ…
Read More...

ଅଳ୍ପକେ ବର୍ତିଲା ବଡ଼ ଟ୍ରେନ୍ ଦୁର୍ଘଟଣା। ବିଳାସପୁର ଜଙ୍କସନର କିଛି ଦୂରରେ ଗୋଟିଏ ଟ୍ରାକରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ…

କନକ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ଋଷକେଶ କଳିଙ୍ଗ ଉକ୍ରଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଛି । କଳିଙ୍ଗ ଉତ୍କଳ ଏକ୍ସପ୍ରେସ ସହ ମୁହାଁମୁହିଁ ହୋଇଥାନ୍ତି ଆଉ ଏକ ଯାତ୍ରୀବାହୀ ଟ୍ରେନା ତେବେ ଲୋକ ପାଇଲଟଙ୍କ ଉପସ୍ଥିତ…
Read More...

ଜୀ-ସାର୍ଥକରେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଯୋଡ଼ିଙ୍କ ଶୁଭବିବାହ, ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଅମ୍ବର ଓ ଧାରାଙ୍କ…

କନକ ବ୍ୟୁରୋ: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,'ଆମ ଝିଲୀ','ମୁ ଵି ବିଜୟିନୀ 'ଏବଂ ‘ଖୁସିର…
Read More...

ପ୍ରଶଂସା ଆଳରେ ଡୋନାଲ୍ଟ୍ର ଟ୍ରମ୍ପଙ୍କୁ କଟାକ୍ଷ କଲେ ଆମେରିକା ରାଷ୍ଟ୍ରପତି । ଜେଲ ମଗସୁଟ ଫଟୋକୁ ଦେଖି ପୂର୍ବ…

କନକ ବ୍ୟୁରୋ : ପ୍ରଶଂସା ଆଳରେ କଟାକ୍ଷ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୟାଣ୍ଡସମ କହି କଟାକ୍ଷ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଟ୍ରମ୍ପଙ୍କ ମଗସୁଟ ଫଟୋକୁ ଦେଖି ବାଇଡେନ କହିଛନ୍ତି ଟ୍ରମ୍ପ ଜଣେ ହ୍ୟାଣ୍ଡସମ ବ୍ୟକ୍ତି । ଏହି ଫଟୋରେ ଟ୍ରମ୍ପ କୋଟ, ଟାଏ…
Read More...