Browsing Category

ନ୍ୟୁଜ୍

ହିରୋଇନଙ୍କୁ ସିନେମା ଦେବାକୁ କହି ପ୍ରଡ୍ୟୁସର ବନିଥିଲା ମିଛ ପ୍ରଯୋଜକ । ପ୍ରତିଷ୍ଠିତ ପ୍ରଯୋଜକଙ୍କ ଫଟୋ ଲଗାଇ ବର୍ଷ…

କନକ ବ୍ୟୁରୋ : ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ଯେତେବେଳେ ସଂଘର୍ଷ କରୁଛି । କୌଣସି ଫିଲ୍ମରେ ଅଭିନୟ କରିବା ପାଇଁ ନୂଆ ନୂଆ କଳାକାର ସୁଯୋଗ ଖୋଜୁଛନ୍ତି । ସେତିକି ବେଳେ କିଛି ଠକ ନିଜକୁ ବଡ ପ୍ରଯୋଜକର ପରିଚୟ ଦେଇ ନବାଗତ ଅଭିନେତ୍ରୀଙ୍କୁ ଅଭିନୟ କରିବାର ସୁଯୋଗ ଦେବାକୁ କହି ଠକୁଛନ୍ତି ।…
Read More...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ ପରେ ରାଜ୍ୟ ରାଜନୀତିରେ ବୟାନବାଜି । କଂଗ୍ରେସ କହିଲା, ନିଜ ସୀମା ଭିତରେ…

କନକ ବ୍ୟୁରୋ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଗତକାଲି ଯାହା ଘଟିଲା ତାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଦୁଇ ଭାଗ ହୋଇ ଯାଇଛନ୍ତି । ଗୋଟିଏ ପଟେ ନିର୍ବାଚିତ ଜନପ୍ରତିନିଧି ଗୋପାଳପୁର ବିଧାୟକଙ୍କ ସମର୍ଥନରେ ବିରୋଧୀ କଂଗ୍ରେସ ଓ ବିଜେପି ବାହାରିଥିବାବେଳେ, ଅନ୍ୟପଟେ ସଚିବଙ୍କ…
Read More...

ଜି-୨୦ ବୈଠକ ପାଇଁ ଦିଲ୍ଲୀରେ କଡାକଡି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷାରେ ନିୟୋଜିତ ୧ହଜାର ସୁରକ୍ଷା କର୍ମୀ, ୩୦୦…

କନକ ବ୍ୟୁରୋ : ଦିଲ୍ଲୀଠାରେ ସେପ୍ଟେମ୍ବର ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜି-୨୦ ବୈଠକ ପାଇଁ ଗୃହମନ୍ତ୍ରଣାଳୟ ତରଫରୁ ଏକ ବୈଠକ ହୋଇସାରିଛି । ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ମୁଖ୍ୟ ଭାବେ ନୋଡାଲ ଏଜେନ୍ସି ସହ ସମସ୍ତ ଅର୍ଦ୍ଧସାମରିକ ବଳର ଯବାନମାନଙ୍କୁ ନିୟୋଜିତ କରାଯାଇଛି ।…
Read More...

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ଅଶୋକ ଗେହଲଟଙ୍କ ବିସ୍ଫୋରକ ବୟାନ । କହିଲେ, ସୁଯୋଗ ମିଳିଲେ କଂଗ୍ରେସର…

କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ବେଳେ ପଦବୀର ଅଧିକାର ପାଇଁ ସବୁଠାରୁ ଆଗରେ ଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ । ହେଲେ କିଛି ରାଜନୈତିକ ଘଟଣା କ୍ରମରେ ଅଶୋକ ଗେହଲଟଙ୍କ ବଦଳରେ ମଲ୍ଲିକାର୍ଜୁନ ଖଡଗେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…
Read More...

ଇନ୍ଦୋର ପୁଣି ଦେଶର ନମ୍ବର ୱାନ୍ ସ୍ମାର୍ଟସିଟି । ସୁରଟ ଦ୍ୱିତୀୟ, ଆଗ୍ରା ତୃତୀୟ ।

କନକ ବ୍ୟୁରୋ: ଇଣ୍ଡିଆ ସ୍ମାର୍ଟସିଟି ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଶୁକ୍ରବାର ଘୋଷଣା କରାଯାଇଥିବା ଏହି ପୁରସ୍କାରରେ ଇନ୍ଦୋର ପୁଣିଥରେ ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟି ହେବାର ଗୌରବ ଅର୍ଜନ କରିଛି । ସେହିପରି ଏଥର ଏହି ଲିଷ୍ଟରେ ସୁରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ, ଆଗ୍ରା…
Read More...

ଶୁଭମନ୍ ଗିଲଙ୍କଠୁ ହାରିଲେ ବିରାଟ କୋହଲି । ୟୋ ୟୋ ଟେଷ୍ଟରେ ଗିଲ୍ ଆଗରେ ।

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ନିଜ ଦଳ ଘୋଷଣା କରିସାରିଥିବାବେଳେ, ଖେଳାଳିଙ୍କ ୟୋ ୟୋ ଟେଷ୍ଟ ମଧ୍ୟ ଶେଷ ହେଲାଣି । ହେଲେ ଟିମ୍ ଇଣ୍ଡିଆର ୟୋ ୟୋ ଟେଷ୍ଟ ଏବେ ଅନେକଙ୍କୁ ଆଶ୍ଚଯ୍ୟ କରିଛି । କାହିଁକି…
Read More...

ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କୋର୍ଟ କହିଲେ, ମୃତ୍ୟୁଶଯ୍ୟାରେ ବି ମିଛ କହିପାରେ ଜଣେ…

କନକ ବ୍ୟୁରୋ : ଆମ ଭିତରେ ଧାରଣା ରହିଛି, ଜଣେ ଲୋକ ମୃତ୍ୟୁ ପୂର୍ବରୁ ମିଛ କହି ନଥାଏ । କୁହାଯାଏ, ଯିଏ ମରିବାକୁ ଯାଉଛି, ଶେଷ ସମୟରେ ସେ ମିଛ କହିବ ବା କାହିଁକି । ଆଉ ସେ ଦେଉଥିବା ବୟାନ ବା ମୃତ୍ୟୁ କାଳୀନ ଜମାନବନ୍ଦୀ ମିଛ ହୋଇନଥାଏ । ଅର୍ଥାତ ସତ କହିଥାଏ । ଆଉ ସେହି ମୃତ୍ୟୁକାଳୀନ…
Read More...

ଜଣେ ମା’ର କଷ୍ଟ : ଝିଅ ପଢିବ ବୋଲି… ମା’ ଚାଲୁଛି ୧୦ କିମି ବାଟ

କନକ ବ୍ୟୁରୋ: ଭାଗ୍ୟରେ ଯାହା ହେବାରେ ଥିଲା ହୋଇଗଲା । ତାକୁ ଭାବି ଆଉ ଲାଭ କ’ଣ । ଏଣିକି ଆଗକୁ କ’ଣ ହୋଇପାରିବ ତାକୁ ଆଖି ଆଗରେ ରଖି ବାଟ ଚାଲିବା କଥା । ବାସ୍ ଏଇତକ କଥା ମନରେ ଆଣ୍ଟ କରି ଅଣ୍ଟା ଭିଡିଛନ୍ତି ଏହି ମା’ଜଣକ । ପାରାଲିସିସ୍ ଝିଅକୁ ଶିକ୍ଷାଦୀକ୍ଷା ଦେଇ ମଣିଷ କରିବାକୁ ଆଗଭର…
Read More...

ମୁମ୍ବାଇକୁ ଡରାଇଲା ଜୀକା ଭାଇରସ୍ । ଚିହ୍ନଟ ହେଲେ ସଂକ୍ରମିତ ହେଇଥିବା ବ୍ୟକ୍ତି । ଆଲର୍ଟରେ ଅନ୍ୟ ସବୁ ରାଜ୍ୟ ।

କନକ ବ୍ୟୁରୋ: ମୁମ୍ବାଇକୁ ଡରାଇଲେ ଜୀକା ଭାଇରସ୍ । ଦେଶରେ କରୋନା ଭାଇରସ୍ ପ୍ରଭାବ ସାମାନ୍ୟ କମିଥିବାବେଳେ, ଏବେ ମୁମ୍ବାଇରେ ଜୀକା ଭାଇରସର ଭୟ ଦେଖିବାକୁ ମିଳିଛି । କାହିଁକି ନା, ମୁମ୍ବାଇର ଜଣେ ବ୍ୟକ୍ତି ଜୀକା ଭାଇରସ୍ ପଜିଟିଭ୍ ଥିବା ଚିହ୍ନଟ ହେଇଛନ୍ତି । ଖାଲି ସେତିକି ନୁହେଁ,…
Read More...

ପ୍ରିଗୋଜିନଙ୍କ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ରୁଷ

ଅଗଷ୍ଟ 23ରେ ରୁଷରେ ପୁଟିନଙ୍କ ବିଦ୍ରୋହୀ ୱାଗନର୍ ମୁଖ୍ୟଙ୍କ ମୃତ୍ୟୁ ଏବେ ସୁଦ୍ଧା ରହସ୍ୟ ହୋଇରହିଛି। ମସ୍କୋ ନିକଟରେ ତାଙ୍କ ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା , ଏହା ପଛରେ ରହସ୍ୟ କଣ ସେ ସବୁର ସମାଧାନ ପାଇଁ ବିମାନର ରେକର୍ଡର ଯାଞ୍ଚ କରାଯିବ । ବିବିସି ରିପୋର୍ଟ ଅନୁଯାୟୀ…
Read More...