Browsing Category

ନ୍ୟୁଜ୍

ବଦଳିଯିବ କି ଦେଶର ନାଁ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଂଟ ଅଫ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବାକୁ…

କନକ ବ୍ୟୁରୋ : ଭାରତୀୟ ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ଲେଖା ଯାଇଛି ‘ଇଣ୍ଡିଆ ଦ୍ୟାଟ୍ ଇଜ ଭାରତ ସାଲ ବି ଏ ୟୁନିୟନ ଅଫ ଷ୍ଟେଟ୍ସ’ । ଅର୍ଥାତ ଇଣ୍ଡିଆ ଯାହାକି ଭାରତ, ରାଜ୍ୟଗୁଡି଼କର ଏକ ସଂଘ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଦେଶର ନାଁ ହଟାଇ କେବଳ ଭାରତ କରିବାକୁ ଯୋଜନା…
Read More...

ଗୋଡରେ କଳା ଜୋତା ସହ ମୁଣ୍ଡରେ କଳା ହେଲମେଟ୍ ଦେଇ ସୁଟ୍ ବୁଟ୍ ହୋଇ ଆସୁଛନ୍ତି ଲୁଟେରା । ଚେନ୍ ଝାମ୍ପି ସ୍ପିଡ୍ ବାଇକରେ…

କନକ ବ୍ୟୁରୋ: ମୁହଁରେ କଳା ମାକ୍ସ, ଦେହରେ କଳା ପ୍ୟାଣ୍ଟ, ଜ୍ୟାକେଟ୍ । ଗୋଡରେ କଳା ଜୋତା ସହ ମୁଣ୍ଡରେ କଳା ହେଲମେଟ । ସବୁକିଛି କଳା ପିନ୍ଧି ସ୍ପିଡ୍ ବାଇକରେ ଆଖି ପିଛୁଳାକେ ଗାଏବ ହେଇଯାଉଥିବା ଏହି ରୋଡ ରୋମିଓଙ୍କ ବାବଦରେ ଜାଣିଲେ ଆପଣଙ୍କ ଛାତିରେ ଛନକା ପଶିଯିବ । ଏହି ସୁଟ୍ବୁଟ୍ ପିନ୍ଧା…
Read More...

୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ଥମୁନି ବିବାଦ । ମନ୍ତ୍ରୀ ଟୁକୁନି ସାହୁ ଓ ପରିବହନ ବିଭାଗର ତଥ୍ୟ…

କନକ ବ୍ୟୁରୋ: ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ପରେ, ଜବାବ ରଖିଥିଲେ ପରିବହନ ମନ୍ତ୍ରୀ । ହିସାବ ଦେଇ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଥିଲେ । ଏପରିକି ବିଧାନସଭାରେ ତଥ୍ୟ…
Read More...

ନିଜ ଜିଲ୍ଲାରେ ହଟହଟା ହେଲେ ବିଜେଡି ବିଧାୟକ । ନର୍ଲାରେ ଶାସକ ଦଳର ତିନି ବିଧାୟକଙ୍କୁ କଳପତାକା ଦେଖାଇବା ସହ ଅଣ୍ଡାମାଡ଼…

କନକ ବ୍ୟୁରୋ: କଳାହାଣ୍ଡିରେ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ ହୋଇଛି । ନର୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲାବେଳେ କଂଗ୍ରେସ କର୍ମୀ ମମିତା ମେହେର ପ୍ରସଙ୍ଗ ଉଠାଇ କଳାପତାକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ କରିଥିଲେ ଓ ଗୋ-ବ୍ୟାକ ନାରା ଦେଇଥିଲେ ।…
Read More...

ଅଧାରେ ଅଟକିଲା ଆଗୁଆ ନିର୍ବାଚନ ଚର୍ଚ୍ଚା । ପର୍ଯ୍ୟବେକ୍ଷକଙ୍କ ବୈଠକରେ ବିଜେଡି ସୁପ୍ରିମୋ କୌଣସି ସଙ୍କେତ ଦେଇନଥିବା…

କନକ ବ୍ୟୁରୋ: ଅଧାରେ ରହିଗଲା କି ଆଗୁଆ ନିର୍ବାଚନ ଯୋଜନା? ଗତକାଲି ନବୀନ ନିବାସରେ ତିନିଘଣ୍ଟାର ମାରାଥନ ବୈଠକ ବସିଥିଲା । ଆଉ ଆଗୁଆ ନିର୍ବାଚନ ନେଇ ନେତାଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କୌଣସି ସଙ୍କେତ ନ ଦେବା ପରେ ଏଭଳି ଆଲୋଚନା ଆରମ୍ଭ ହୋଇଛି । କୁହାଯାଉଛି, ଜିଲ୍ଲା ପର୍ଯ୍ୟବେକ୍ଷକ…
Read More...

ହଟିବ ଇଣ୍ଡିଆ, ଦେଶର ନାଁ କେବଳ ରହିବ ଭାରତ । ସମ୍ବିଧାନ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା…

କନକ ବ୍ୟୁରୋ: ଦେଶର ନାଁ ଇଣ୍ଡିଆ ହଟାଇ କେବଳ ଭାରତ କରିବାକୁ ଯୋଜନା କରୁଛନ୍ତି ମୋଦୀ ସରକାର । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏ ସଂପର୍କୀତ ପ୍ରସ୍ତାବ ଆଣିପାରନ୍ତି ମୋଦୀ ସରକାର । ଜି-୨୦ ଅବସରରେ ରାତ୍ରିଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା…
Read More...

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ…

କନକ ବ୍ୟୁରୋ: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ…
Read More...

ଗୁରୁ ଦିବସରେ ନିଆରା ଗୁରୁଙ୍କ କାହାଣୀ । ବସ୍ତାରେ ଶିକ୍ଷାଦାନ କରୁଛନ୍ତି ୮୦ ବର୍ଷିୟ ବୃଦ୍ଧା

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ୮୦ ବର୍ଷ ବୟସରେ ପିଲାମାନଙ୍କୁ ପାଠ ପଢାଉଛନ୍ତି ବାଲେଶ୍ୱର ବସ୍ତା ବ୍ଲକ ମାଛରଙ୍କା ଗାଁର ବାସନ୍ତୀ ମିଶ୍ର ଓରଫ ବାସନ୍ତୀ ଜେଠେଇ ମା’ । ନିଜ ଶିକ୍ଷାଗତ ଯୋଗ୍ୟତା ଠାରୁ ଅଧିକ ଶ୍ରେଣୀର ପିଲାଙ୍କୁ ଅତି ସହଜରେ ପଢାଇ ପାରୁଛନ୍ତି । ପରିଣତ…
Read More...

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଓଡିଶାର ମହିଳା ଚାଷୀ । ମାଣ୍ଡିଆ ସଂପର୍କରେ ଜାଣିବେ ବିଶ୍ୱବାସୀ

କନକ ବ୍ୟୁରୋ : ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ କୋରାପୁଟର ରାଇମତି । ବିଶ୍ୱ ବାସୀଙ୍କୁ କୋରାପୁଟ ମାଣ୍ଡିଆର ଜ୍ଞାନ ଦେବା ସହ ମାଣ୍ଡିଆ ଖାଦ୍ୟକୁ ଚଖାଇବେ କୁନ୍ଦ୍ରା ବ୍ଳକର ରାଇମତି ଘିଉରିଆ । ଏଥିପାଇଁ ତାଙ୍କୁ ନିମନ୍ତ୍ରଣ ଆସିଛି । ଆଗାମି ୯ ଓ ୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଟିତ ହେବାକୁ…
Read More...

ପିଲା ଚାଲିଗଲା, ମାଆର କୋଳ ଖାଲି ହୋଇଗଲା । ଝିଅ ନାଁରେ ଥିବା ୫ ଲକ୍ଷ ଟଙ୍କା ରେଡକ୍ରସ ପାଣ୍ଠିକୁ ଦାନ କରିଦେଲେ ମାଆ

କନକ ବ୍ୟୁରୋ : ମୃତ ଝିଅର ସ୍କଲାରସିପ୍ ଓ ଏଲଆଇସିର ୫ ଲକ୍ଷ ଟଙ୍କାକୁ ରେଡ଼ କ୍ରସକୁ ଦାନ କଲେ ମା । ସନ୍ତାନ ପାଇଁ ସେ ମା ହୋଇଥିବା ବେଳେ ମା ପାଇଁ ସନ୍ତାନ ତା ଦୁନିଆ । ମା ର ବାତ୍ସଲ୍ୟ ମମତା ଦୁନିଆ ରେ ସମସ୍ତ ସ୍ନେହ ଠାରୁ ଉର୍ଦ୍ଧ ରେ । ଆଉ ଯେବେ ମା ଆଖି ଆଗରେ ଛୋଟ ଛୁଆ ର ମୃତ୍ୟୁ ହୋଇଯାଏ…
Read More...