ଓଲିଉଡରେ କାଷ୍ଟିଂ କାଉଚ ପ୍ରସଙ୍ଗ : ମହିଳା ଥାନାରେ ଏତଲା ଦେଲେ ଅଭିନେତ୍ରୀ ଶର୍ମିଷ୍ଠା

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂ କାଉଚ ପ୍ରସଙ୍ଗ । ମହିଳା ଥାନାରେ ଏତଲା ଦେଲେ ଅଭିନେତ୍ରୀ ଶର୍ମିଷ୍ଠା । ୬ ଜଣଙ୍କ ନାଁରେ ଅଭିନେତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି । ପ୍ରଯୋଜକ ସୁବ୍ରତ ନାୟକ, ନିର୍ଦେଶକ ତାପସ ସରଗରିଆ , ଚଣ୍ଡି ପରିଜା, ନିହାର ସାମଲ, ବିନି ସାମଲ ଓ ଇଭେଂଟ ମ୍ୟାନେଜର ବାପି ଜେନାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ।ଦେଖନ୍ତୁ ଏହି ଭିଡିଓ :

ଏହା ସହ ସମ୍ଭୋଗ ସମ୍ରାଟଙ୍କ କଳା କାହାଣୀ : ପପୁଙ୍କ ପାପରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ