ବଲାଙ୍ଗିର : ଘରୋଇ କଳହକୁ କେନ୍ଦ୍ର କରି ବାପା ଓ ବଡ ଭାଇଙ୍କୁ ହତ୍ୟା କଲା ସାନ ଭାଇ

42

ବଲାଙ୍ଗିର : ବଲାଙ୍ଗିରରେ ଡବଲ ମର୍ଡର । ଘରୋଇ କଳହକୁ କେନ୍ଦ୍ର କରି ବାପା ଓ ବଡ ଭାଇଙ୍କୁ ହତ୍ୟା କଲା ସାନ ଭାଇ। ବଲାଙ୍ଗିର ଢୁଲୁସର ଗାଁରେ ଏହି ଅଘଟଣ ଘଟିଛି । ବାପ ସାମନ୍ତ ଦଳେଇ ଓ ବଡଭାଇ ଗୋପି ଦଳେଇଙ୍କ ମୃତ୍ୟୁ ହୋଇଛି । ଏନେଇ ସଦର ଥାନାରେ ମାମଲା ରୁଜୁ ହୋଇଛି ।  ଅଭିଯୁକ୍ତ ସନ୍ତୋଷ ଦଳେଇଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।