ବିବାହିତ ଝିଅଙ୍କୁ ଦିଆଯାଇପାରିବ ସଂପତି !

0

ସୁପ୍ରିମକୋର୍ଟର ଏକ ଗୁରୁତ୍ୱପୂର୍ଣ ରାୟ ସାମ୍ନାକୁ ଆସିଛି, ଯେ ବାପା ଚାହିଁଲେ ନିଜ ଇଚ୍ଚାରେ ଝିଅକୁ ସଂପତି ଦେଇପାରିବେ , ପୁଅ ଏବଂ ଝିଅଙ୍କୁ ସମାନ ଅଧିକାର ଦିଆଯିବ । ସମାଜରେ ଏହା ଏଭଳି ଏକ ପରଂପରା ସୃଷ୍ଟି କରିବ ଯାହାକୁ ନେଇ ଅତୀତ ରେ ବିବାଦ ମଧ୍ୟ ଦେଖାଦେଇଛି । ଏ ସଂପର୍କରେ ସବୁବେଳେ ବିତର୍କ ହୋଇଛି ଏବଂ ବିଭିନ୍ନ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ହୋଇଛି । ଏହାକୁ ନେଇ ଦେଖନ୍ତୁ  କନକ ନ୍ୟୁଜ ର  ବିଗ୍ ଡିବେଟ୍ :-

Comments are closed.