ଜଗତସିଂହପୁର: ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଗାଡି ଉପରକୁ ଅଣ୍ଡାମାଡ

58

କନକ ବ୍ୟୁରୋ : ଜଗତସିଂହପୁରରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଗାଡି ଉପରକୁ ଅଣ୍ଡାମାଡ । ବାଲିକୁଦା ମେଡିକାଲ ଗୃହ ଉଦଘାଟନ ପାଇଁ ଯାଉଥିବା ବେଳେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ ବିରୋଧ କରିବା ସହ ତାଙ୍କୁ ଅଣ୍ଡାମାଡ କରିଛନ୍ତି । ୧୫ରୁ ଅଧିକ ବିଜେପି କର୍ମୀଙ୍କୁ ବାଲିକୁଦା ଥାନାରେ ଅଟକ ରଖାଯାଇଛି ।