ବିମାନରେ ଜନ୍ମିତ ଶିଶୁକୁ ବିମାନ ଟିକେଟ୍ ଫ୍ରି : ଆଜୀବନ ଉଡିବେ ମାଗଣାରେ

37

କନକ ବ୍ୟୁରୋ : ମିଳିଲା ଜଣେ ଶିଶୁକୁ ଆଜୀବନ ମାଗଣା ପ୍ଲେନ୍ ଟିକେଟ୍ । ଲିବିଆରୁ ନାଇଜେରିଆ ଯାଉଥିଲା ବୁରାକ୍ ବିମାନ। ହଠାତ୍ ବିମାନରେ ଜଣେ ପ୍ରସୂତି ଗର୍ଭଯନ୍ତ୍ରଣାରେ ଛଟପଟ୍ ହେଲେ । ବିମାନ କର୍ମଚାରୀ ଓ ଅନ୍ୟଯାତ୍ରୀମାନଙ୍କ ସହାୟତାରେ ପ୍ରସୂତି ମା ହେଲେ । ଏହାପରେ ବିମାନ କର୍ତ୍ତୃପକ୍ଷ ଘୋଷଣା କଲେ ବିମାନ ଶିଶୁ ପାଇଁ ବିରାଟ ଅଫର୍ । ଶିଶୁଟି ଜୀବନବ୍ୟାପି ବିମାନଯାତ୍ରା ମାଗଣାରେ କରିବ ।