ରଜକୁ ଆସିବ ଅଗସ୍ତ୍ୟ

101

ରଜକୁ ଆସିବ ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ ଫିଲ୍ମ ଅଗସ୍ତ୍ୟ । ଫିଲ୍ମର ସୁଟିଂ ଏବେ ଜୋର୍ ସୋର୍ରେ ଆଗେଇ ଚାଲିଛି । ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ସିନେମାରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ଝିଲିକ୍ । ତେବେ କିଛି ଦିନ ପୁର୍ବରୁ ଅଗସ୍ତ୍ୟର ସୁଟିଂ ସେଟରେ ଆହତ ହୋଇଥିଲେ ଅନୁଭବ । କିନ୍ତୁ ଏବେ ସୁସ୍ଥ ଅଛନ୍ତି ସୁପରଷ୍ଟାର୍ ଅନୁଭବ  ।