Daily Archives

December 30, 2018

ସାନିଟାରୀ ନାପକିନ ଜରିଆରେ ସ୍ୱଚ୍ଛତାର ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ : ଓଡିଶାରେ ୧୦୦ଟି ଉଜ୍ୱଳା ନାପକିନ୍ ଯୋଗାଣ…

କନକ ବ୍ୟୁରୋ : ସାନିଟାରୀ ନାପକିନ୍ ଜରିଆରେ ସ୍ୱଚ୍ଛତାର ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ । ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ସାନିଟାରୀ ନାପକିନ୍ ଯୋଗାଣ । ଭୁବନେଶ୍ୱରରେ ଉଜ୍ୱଳା ସାନିଟାରୀ ନାପକିନ ପ୍ରସ୍ତୁତି ଓ ଯୋଗାଣ କେନ୍ଦ୍ରର ଉଦଘାଟନ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଯୋଗ…

ଏହି ଦିନ ଦେଖିବାକୁ ଜନ୍ମ କରିଥିଲା ମା’ ! ୯୦ ବର୍ଷର ମାନସିକ ବିକୃତ ମା’କୁ ଶୀତ କାକରରେ ବାନ୍ଧି ବାହାରେ ଠିଆ କରାଇଲେ…

ଉତ୍ତରପ୍ରଦେଶର ଉନ୍ନାଓରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୯୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଇଜଣ ଜନ୍ମକଲା ପୁଅ ହାଡଭଙ୍ଗା ଶୀତରେ ହାତ ବାନ୍ଧି ବାରଣ୍ଡାରେ ବାନ୍ଧି ଦେଇଥିଲେ । ଶୀତରେ ଥୁରୁଥୁରୁ ହେଉଥିବା ବୃଦ୍ଧାଙ୍କ ଆଡକୁ ଯେତେବେଳେ ଏସଡିଏମ୍ ଙ୍କ ନଜର ପଡିଲା ସେ…

କାଳିଆ ଯୋଜନାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ! ନିରଜଂନଙ୍କ ପ୍ରତିକ୍ରିୟାର ଜବାବ ଦେଲେ ଶଶୀଭୂଷଣ

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା କାଳିଆ ଯୋଜନାକୁ ନେଇ କାଳିଆ ଯୋଜନାକୁ ନେଇ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।  ନିରଞ୍ଜନ କହିଛନ୍ତି ଯେ , ଅଂଟିରେ ନାହିଁ ଧନ ପୁଅ ବାହା କରିବାକୁ ମନ ।  କାଳିଆକୁ ଉପାସ ରଖି  ତାଙ୍କ ନାଁରେ ଚାଷୀଙ୍କୁ ପ୍ରତାରଣା…

ରେଲୱେ ପ୍ଲାଟଫର୍ମରୁ ମିିଳିଲା ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ : ରେଳପଥ ଅବରୋଧ କଲେ ଗ୍ରାମବାସୀ

କନକ ବ୍ୟୁରୋ : ଶନିବାର ବିଳମ୍ବିତ ରାତ୍ରୀରୁ କଣାସ ରେଳବାଇ ଷ୍ଟେସନ ପ୍ଲାଟଫର୍ମରେ ଜଣେ ଯୁବକଙ୍କର ଖଣ୍ଡବିଖଣ୍ଡିତ ଶବ ସକାଳ ଯାଏଁ ପଡ଼ି ରହିଥିବା ଯୋଗୁଁ ସ୍ଥାନୀୟ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରେଳ ରୋକ କରିଥିଲେ। ଶବଟି ହେଉଛି ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ୨୭ ବର୍ଷୀୟ ଧୀରେନ…

କାଳିଆ ଯୋଜନାକୁ ନେଇ ତେଜିଲା ରାଜନୀତି : ଧର୍ମେନ୍ଦ୍ର କହିଲେ ଭୋଟ ହାତେଇବାକୁ ପ୍ରୟାସ, ଅତିରିକ୍ତ ବଜେଟରେ କାହିଁକି…

କନକ ବ୍ୟୁରୋ : ଚାଷୀଙ୍କ ପାଇଁ କାଳିଆ ଯୋଜନା ଘୋଷଣା ହେବା ପରେ ରାଜନୀତି ଜୋର ଧରିଛି । ଆଜି ଏ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଜନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ବିଧାନସଭା ବସାଇ ସରକାର ଅତିରିକ୍ତ ବଜେଟରେ ଏହାକୁ…

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ ଓ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତି ! ସୁରକ୍ଷାକୁ ନଜରରେ…

କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଂଟଡାଉନ ଆରମ୍ଭ । ବିଭିନ୍ନ କ୍ଲବ ଓ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତି ଜୋରଦାର ହୋଇଛି ।ରାଜଧାନୀ ଭୁବନେଶ୍ୱରର ବଡ ବଡ ତାରକା ହୋଟେଲ ଏବଂ କ୍ଲବରେ ଜମିବ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ । ଓଲିଉଡ ଏବଂ ବଲିଉଡ ତାରକାଙ୍କ ଗହଣରେ…