Daily Archives

December 30, 2018

ୟୁପି ପଥରମାଡରେ ପ୍ରାଣ ହରାଇଥିବା କନେଷ୍ଟବଳଙ୍କ ପୁଅ ଉଠାଇଲେ ପ୍ରଶ୍ନ : କହିଲେ, ପୁଲିସ ଯଦି ନିଜର ସୁରକ୍ଷା କରିବାରେ…

ଉତ୍ତର ପ୍ରଦେଶର ଗାଜିପୁରରେ ପିଏମ୍ ନରେନ୍ଦ୍ର ମୋଦିଙ୍କ ରାଲି ପରେ ହିଂସ୍ର ଭିଡ ପୁଲିସ ଟିମ୍ ଉପରେ ପଥର ମାଡରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଯାଇଛି । ଯେବେକି ଦୁଇ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏହି ମାମଲାରେ ପୁଲିସ ଏବେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସ କନେଷ୍ଟବଳଙ୍କ…

ସାମ୍ନାକୁ ଆସିଲା ନେହା-ହିମାନ୍ସଙ୍କ ପ୍ରେମ ବିଚ୍ଛେଦର କାରଣ ! ଦୁହିଁଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତିଙ୍କ ଉପସ୍ଥିତି ହେଲା…

କିଛି ଦିନ ତଳେ ବଲିଉଡ୍ର ଆଗଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ଏବଂ ଅଭିନେତା ହିମାନ୍ସ କୋହଲୀ ପରସ୍ପରଠାରୁ ଅଲଗା ହୋଇ ଯାଇଥିବାର ଖବର ମିଳିଥିଲା । ଦୁହେଁ ସୋସିଆଲ ସାଇଟରୁ ନିଜ ନିଜର ଫଟୋ ହଟାଇଦେବା ସହ ପରସ୍ପରକୁ ଅନଫଲୋ କରିଥିଲେ । ଏହା ସହ ନେହା ନିଜ ଇନଷ୍ଟା ଷ୍ଟାଟସରେ ଦୁଃଖଭରା ଷ୍ଟାଟସ…

ମନ କି ବାତ୍ କାର୍ଯ୍ୟକ୍ରମରେ ତିନି ବାହିନୀକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା : କହିଲେ ୨୦୧୮ବର୍ଷରେ ଜଳ, ସ୍ଥଳ ଓ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡ଼ିଓରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ମନ କି ବାତର ୫୧ ତମ ସଂସ୍କରଣରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ତିନି ବାହିନୀର ଉଚ୍ଚପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତ୍ କାର୍ଯ୍ୟକ୍ରମର ମୋଦି…

ଧାରଣାରେ ଚାଷୀ ! ଧାନ ଉଠା ବିଳମ୍ବକୁ ନେଇ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ କୃଷକ

କନକ ବ୍ୟୁରୋ : ମାଲକାନଗିରିରେ ରାସ୍ତାରୋକ କଲେ ଚାଷୀ । ଧାନ ଉଠା ବିଳମ୍ବକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ୪ଟି ପଂଚାୟତର ଶତାଧିକ ଗ୍ରାମବାସୀ ।  ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ବିକ୍ଷୋଭ କରୁଛନ୍ତି । ପଦ୍ମପୁର ଛକ ନିକଟରେ ଏହି ରାସ୍ତା ଅବରୋଧ କରିଛନ୍ତି ଚାଷୀ…

ଆଣ୍ଡାମାନ ଗସ୍ତରେ ମୋଦି ! ସୁନାମୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦେଲେ ଶ୍ରଦ୍ଧାଞ୍ଜଳି

କନକ ବ୍ୟୁରୋ : ଆଣ୍ଡାମାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆଣ୍ଡାମାନରେ ପହଁଚି ମୋଦି ୨୦୦୪ ସୁନାମୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଗସ୍ତ ସମୟରେ ସେ ଏହି ତିନୋଟି କେନ୍ଦ୍ରଶାସିତ ଦ୍ୱୀପ ନାଁ ବଦଳାଇବାର ଘୋଷଣା କରିପାରନ୍ତି । ନାଁ…

ମେଘାଳୟରେ କୋଇଲା ଖଣି ତଳେ ଫସିରହିଥିବା ୧୫ ଜଣଙ୍କ ମିଳୁନି ପତ୍ତା : ମେଗା ଅପରେସନରେ ଓଡିଶା ଅଗ୍ନିଶମ ଟିମ

କନକ ବ୍ୟୁରୋ : ମେଘାଳୟରେ କୋଇଲା ଖଣି ତଳେ ଫସିରହିଥିବା ୧୫ ଜଣଙ୍କ ପତ୍ତା ମିଳୁନ । ମେଗା ଅପରେସନରେ ସାମିଲ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଓଡିଶା ଅଗ୍ନିଶମ ଟିମ୍ । ଅତ୍ୟାଧୁନିକ ପମ୍ପ ଜରିଆରେ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି । ତେବେ ଖଣି ଭିତରେ ଫଶିଥିବା ଶ୍ରମିକଙ୍କ କୌଣସି…