ଚର୍ଚ୍ଚାରେ ସରକାରୀ ବାବୁଙ୍କ ଶୀତଳ ଯୁଦ୍ଧ! ଚ୍ୟାମ୍ବର ଖୋଲା ନ ହେବାରୁ ବାହାରେ ଛିଡା ହେଲେ ଅତିରିକ୍ତ ଜିଲ୍ଲାପାଳ
କନକ ବ୍ୟୁରୋ : ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟରେ ଶୀତଳ ଯୁଦ୍ଧ । ଚାମ୍ବରରେ ତାଲା, ବାହାରେ ଠିଆ ହେଲେ ଅତିରିକ୍ତ ଜିଲ୍ଲାପାଳ । ମାଲକାନଗିରିରେ ଦୁଇ ବଡ ଅଧିକାରୀଙ୍କ ଭିତରେ ଲାଗିଥିବା ବିବାଦ ଚର୍ଚାରେ ରହିଛି । ତେବେ ବିବାଦର କାରଣ କଣ? କାହିଁକି ବଡ ଅଧିକାରୀଙ୍କ ଭିତରେ ଚାଲିଛି…