Daily Archives

December 25, 2018

ଦାନ୍ତ ଘଷିବା ସମୟରେ ରୁହନ୍ତୁ ସତର୍କ : ଏହି ଉପାୟରେ କରନ୍ତୁ ବ୍ରଶ ଓ ଦାନ୍ତକୁ ରଖନ୍ତୁ ସୁରକ୍ଷିତ

ସାଧାରଣତଃ ପ୍ରତ୍ୟେକ ଦିନ ଆମେ ଦାନ୍ତ ଘଷିବା ସମୟରେ କିଛି ଭୁଲ୍ କରିବସୁ ଓ ଏହା ଯୋଗୁଁ ଆମ ଦାନ୍ତୁକୁ ବହୁତ କିଛି କ୍ଷତି ସହିବାକୁ ପଡ଼ିଥାଏ। ତେବେ ଏହିସବୁ ଉପାୟରୁ ଜାଣନ୍ତୁ, କେମିତି ସାବଧାନ ରହି ବ୍ରଶ କରିବେ ଓ ଦାନ୍ତୁ ମଜବୁତ୍ ଓ ସୁସ୍ଥ ରଖିବେ... ଜୋରରେ ଚାପ…

ଏହି ବ୍ୟକ୍ତିଙ୍କ ଅଦ୍ଭୁତ ସଉକ : ନିର୍ମାଣ କଲେ ଲୁଣ-ଲଙ୍କା ଡବାର ସଂଗ୍ରହାଳୟ, ଜାଣନ୍ତୁ କ’ଣ ରହିଛି ଏହି ମ୍ୟୁଜିୟମର…

ଇସ୍ରାଏଲର ହଦେରା ସହରରେ ରହୁଥିବା ଇତନ ବାର ଅନ୍ ନାମକ ଜଣେ ବ୍ୟକ୍ତି ନିଜ ଘରର ପଛ ପାଶ୍ୱର୍ରେ ଏକ ଅଦ୍ଭୁତ ମ୍ରୁଜିୟମ ନିର୍ମାଣ କରିଛନ୍ତି  । ଏଥିରେ ଲୁଣ-ଲଙ୍କା ରଖାଯାଉଥିବା ଡବାର ୩୭ହଜାର ଯୋଡି ରଖିଛନ୍ତି । ଇତନ ତାଙ୍କ ମ୍ୟୁଜିୟମର ନାମ ସଲ୍ଟ ଆଣ୍ଡ ପେପର ମ୍ୟୁଜିୟମ ରଖିଛନ୍ତି ।…

ରଣଜୀ ମ୍ୟାଚରେ ଜମ୍ମୁ-କାଶ୍ମୀରକୁ ମାତ୍ ଦେଲା ଓଡିଶା । ଦମଦାର ବ୍ୟାଟିଂ ବଳରେ ୮ ୱିକେଟରେ ଜିତିଲା ବିପ୍ଲବ ବ୍ରିଗେଡ

କନକ ବ୍ୟୁରୋ : ଚଳିତ ରଣଜୀ ସିଜନରେ ନିଜର ତୃତୀୟ ବିଜୟ ହାସଲ କରିଛି ଓଡିଶା । ଘରୋଇ ଜମ୍ମୁ-କାଶ୍ମୀରକୁ ୮ ୱିକେଟରେ ମାତ୍ ଦେଇ ଏକ ସହଜ ବିଜୟ ହାସଲ କରିଛି ଟିମ୍ ଓଡିଶା ।  ଦ୍ୱିତୀୟ ଇନିଂସରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ବିପ୍ଲବ ବ୍ରିଗେଡ । ଆଉ ଏହି ବିଜୟ ସହ ୭…

ହୀରାକୁଦରେ ଶୁଭୁଛି ବିଦେଶାଗତ ଅତିଥିଙ୍କ କଳରବ : ସୁଦୁର ମାଳଦ୍ୱୀପ, ଅଷ୍ଟ୍ରେଲିଆ, ୟୁରୋପ ଓ ଆଫ୍ରିକାରୁ ଉଡି ଆସିଛନ୍ତି…

କନକ ବ୍ୟୁରୋ : ହୀରାକୁଦ ନଦୀ ବନ୍ଧରେ ଅତିଥିଙ୍କ ଗହଳି । ବିସ୍ତିର୍ଣ୍ଣ ଜଳ ରାଶିକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି ।  ଜଳଭଣ୍ଡାର ଓ ଏହାର ଆଖାପାଖ ଅଂଚଳକୁ ପକ୍ଷୀମାନେ ଆସିଲେଣି । ଅନ୍ୟପଟେ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ହୀରାକୁଦ ନଦୀ ବନ୍ଧକୁ ବାର୍ଡ ସେଂଚୁରୀ ଘୋଷଣା କରିବାକୁ…

‘ସନ୍ଧ୍ୟା’ଙ୍କ ଆଗମନରେ ଝୁମିଲା ଲାଲଗଡ : ଓଏଏସ ପାଇଥିବା ସନ୍ଧ୍ୟା ସମରଥ ଜନ୍ମମାଟିକୁ ଫେରିବା ପରେ ଫୁଲମାଳ ଦେଇ ସ୍ୱାଗତ…

କନକ ବ୍ୟୁରୋ : ଲାଲଗଡର ସନ୍ଧ୍ୟା । ସେଇ ଉଜ୍ୱଳ ସନ୍ଧ୍ୟା ଏବେ ଲାଲଗଡରେ ଆଲୋକର ବାର୍ତ୍ତା ଦେଉଛି । ମାଲକାନଗିରି ଜିଲ୍ଲା ସାଲିମି ଗାଁର ଆଦିବାସୀ ଝିଅ ସନ୍ଧ୍ୟା ସମରଥ । ଯିଏ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାଓ ଗଡରେ ଶିକ୍ଷାର ମଶାଳ ଧରି ଛିଡା ହୋଇ ପାରିଛନ୍ତି ।…

ବିଜେପି ପ୍ରତି ବଦଳୁଛି କି ବୈଜୟନ୍ତଙ୍କର ଆଭିମୁଖ୍ୟ? ମୋଦିଙ୍କ ଗସ୍ତର ୨୪ ଘଂଟା ଭିତରେ ଟ୍ୱିଟ ବଢାଇଲା ଚର୍ଚ୍ଚା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବେଶ ସକରାତ୍ମକ ବାତାବରଣ ସୃଷ୍ଟି କରାଯାଇଥିଲା । ହେଲେ ଶେଷ ମୁହୁର୍ତ୍ତରେ ବୈଜୟନ୍ତ ବିଜେପିରେ ସାମିଲ…