୧୦କୋଟିର ଠକ ଗିରଫ । ଓଡ଼ିଶା ହୋମ୍ସ ପ୍ରାଇଭେଟ ଲିମିଟେଡ ଏମଡି ଜଗଜୀବନ ନାୟକକୁ ଗିରଫ କଲା ଇଓଡବ୍ଲୁ ।

23

କନକ ବ୍ୟୁରୋ :୧୦କୋଟିର ଠକ ଗିରଫ । ଓଡିଶା ହୋମ୍ସ ପ୍ରାଇଭେଟ ଲିମିଟେଡର ଏମଡି ଜଗଜ୍ଜୀବନ ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା । ଲୋକଙ୍କୁ ଫ୍ଲାଟ ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ଗିରଫ କରିଛି ଇଓଡବ୍ଲ୍ୟୁ । ଜଗଜ୍ଜୀବନ ଲୋକଙ୍କୁ ଫ୍ଲାଟ ଦେବାକୁ କହି କୋଟି କୋଟି ଟଙ୍କା ଠକି ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ଇଓଡବ୍ଲ୍ୟୁ ଛାନଭିନ କରି ପ୍ରମାଣ ପାଇବା ପରେ ଆଜି ତାଙ୍କୁ ଗିରଫ କରିଛି ।