Browsing Category

ଦେଶ ବିଦେଶ

ଲଗାତାର ବଢୁଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ପୁଣି ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୪୦ ପ୍ରତିଶତ ବଢିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩ ହଜାର ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକାନ୍ତଙ୍କ ସଂଖ୍ୟ ମଧ୍ୟ ୧୩ ହଜାର ୫୦୯ ଛୁଇଁଛି । ଲଗାତାର କିଛି ଦିନ ହେଲା ଦୈନିକ…
Read More...

‘ସରକାର କ’ଣ ନପୁଂସକ ହୋଇଯାଇଛନ୍ତି’? ହେଟ୍ ସ୍ପିଚ୍କୁ ନେଇ କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ହେଟ୍ ସ୍ପିଚ୍ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ କେନ୍ଦ୍ର ଉପରେ ବର୍ଷିଛନ୍ତି କୋର୍ଟ । ଯଥା ସମ୍ଭବ ଧର୍ମଠାରୁ ରାଜନୀତିକୁ ଅଲଗା ରଖିବାକୁ…
Read More...

ରାହୁଲ ଗାନ୍ଧୀଙ୍କ ପାଇଁ ସମର୍ଥକଙ୍କ ନିଆରା ପ୍ରତିବାଦ । କଂଗ୍ରେସ ଆରମ୍ଭ କଲା ‘ମେରା ଘର ଆପକା ଘର’ ଅଭିଯାନ ।

କନକ ବ୍ୟୁରୋ: ସାଂସଦ ପଦ ଯିବାପରେ ସୋମବାର ରାହୁଲ ଗାନ୍ଧିଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯିବାର ଦିନକ ପରେ କଂଗ୍ରେସ ଦଳ ପକ୍ଷରୁ ଆରମ୍ଭ କରାଯାଇଛି ‘ମେରା ଘର ଆପକା ଘର’ ଅଭିଯାନ। ଦଳ ପକ୍ଷରୁ ମଙ୍ଗଳବାର ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ…
Read More...

ପେନ୍ କିଲର୍, ଜ୍ୱର ହେଉ କି ହାର୍ଟ ସମସ୍ୟା… ଏପ୍ରିଲ ୧ରୁ ମହଙ୍ଗା ହେବ ୮୦୦ରୁ ଅଧିକ ଔଷଧ ଦର ।

କନକ ବ୍ୟୁରୋ: ଆର ମାସ ତଥା ଏପ୍ରିଲ ୧ ତାରିଖରୁ ମହଙ୍ଗା ହୋଇଯିବ ଅନେକ ମେଡିସିନ୍ ଦର । ପାଖାପାଖି ୮୦୦ ପ୍ରକାରର ମେଡିସିନ ଦର ୧୨ ପ୍ରତିଶତ ଲେଖାଏଁ ବଢିବ । ପେନ୍ କିଲର, ଆଣ୍ଟିବାୟୋଟିକ୍, ଆଣ୍ଟି ଇନଫେକ୍ଟିଭ୍ ଓ ହୃଦରୋଗ ସମ୍ପର୍କୀତ ଔଷଧ ଗୁଡିକର ମୂଲ୍ୟ ଏପ୍ରିଲ ୧ ତାରିଖରୁ ମହଙ୍ଗା ହୋଇଯିବ…
Read More...

କୁନୋ ପାର୍କରେ ଚାରି ଚିତା ଶାବକ ଜନ୍ମ : ମାଆ ହିଲା ଚିତା ସିୟାୟା, ନିକଟରେ ନାମ୍ବିବିଆରୁ ଆସିଥିବା ୮ ଚିତାରୁ ଜଣଙ୍କର…

କନକ ବ୍ୟୁରୋ : ସାରା ଦେଶ ପାଇଁ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ଗତବର୍ଷ ଦକ୍ଷିଣଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ସିୟାୟା ନାମକ ଚିତାବାଘ ୪ ଶାବକକୁ ଜନ୍ମ ଦେଇଛି । ନିକଟରେ ଶାଶା ନାମକ ଚିତାର ମୃତ୍ୟୁ ହୋଇଥିଲା । କୀଡନି ରୋଗ କାରଣରୁ ଶାଶା ଆଖି ମୁଜିଥିଲା । ଏହାପରେ…
Read More...

ଟିଏମସିର ନିଆରା ପ୍ରତିବାଦ : ମଞ୍ଚ ଉପରେ ୱାଶିଂ ମେସିନ ରଖି କଲେ ପ୍ରତିବାଦ

କନକ ବ୍ୟୁରୋ : ବିଜେପିରେ ସାମିଲ ହେଲେ ଦୋଷୀ ନିର୍ଦ୍ଦୋଷ ହୋଇଯାଏ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କୋଲକାତାରେ ଆୟୋଜିତ ଏକ ଧର୍ମଘଟରେ ସାମିଲ ହୋଇ ମଞ୍ଚ ଉପରେ “ବିଜେପି ୱାଶିଂ ମେସିନ୍” ପ୍ରଦର୍ଶନ କରିଥିଲେ । ପରେ ଏହି…
Read More...

ସାହାରା ଜମାକାରୀଙ୍କ ପାଇଁ ଖୁସି ଖବର। ଟଙ୍କା ଫେରସ୍ତ ପାଇଁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ।

କନକ ବ୍ୟୁରୋ: ସାହାରାର ଲକ୍ଷାଧିକ ନିବେଶକଙ୍କ ପାଇଁ ଖୁସି ଖବର । ସାହାରାର ଜମାକାରୀ ଫେରିଫାଇବେ ନିଜର ଫସିରହିଥିବା ଟଙ୍କା । ସୁପ୍ରିମକୋର୍ଟ ସାଧାରଣ ଜନସାଧାରଣ ଯେଉଁମାନେ ନିଜର ସଞ୍ଚିତ ତଥା ଉପାର୍ଜିତ ଧନକୁ ସାହାରା କମ୍ପାନୀରେ ନିବେଶ କରିଥିଲେ ସେମାନେ ଏବେ ଟଙ୍କା ଫେରିପାଇବାର ଆଶା…
Read More...

ଖଲିସ୍ଥାନୀ ସମର୍ଥକ ଅମ୍ରିତ ପାଲ ସିଂ ରିଲିଜ୍ କଲା ଭିଡିଓ, ସାମ୍ନାରେ ରଖିଲା ୩ ସର୍ତ୍ତ ।

କନକ ବ୍ୟୁରୋ: ଖଲିସ୍ଥାନୀ ସମର୍ଥକ ଅମ୍ରିତ ପାଲ ସିଂ ଏକ ଭିଡିଓ ରିଲିଜ୍ କରିଛନ୍ତି । ଗତ ମାର୍ଚ ୧୮ ତାରିଖରେ ପୋଲିସ୍ ଦ୍ୱାରା ଅମ୍ରିତ ପାଲ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଏହା ଅମ୍ରିତ ପାଲ ସିଂ ଙ୍କ ପ୍ରଥମ ଭିଡିଓ । ସେହିପରି ଆତ୍ମସମର୍ପଣ କରବା ନେଇ ରାଜି ଥିବା କହିଛି…
Read More...

ଏସସିଓ ବୈଠକରେ ପାକିସ୍ତାନ ଓ ଚୀନକୁ ଟାର୍ଗେଟ୍ କଲେ ଅଜିତ ଡୋଭାଲ । କହିଲେ, ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ଆତଙ୍କବାଦୀ…

କନକ ବ୍ୟୁରୋ: ନାଁ ନନେଇ ଚୀନ୍ ଓ ପାକିସ୍ତାନକୁ ଟାର୍ଗେଟ୍ କଲେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତର ଅଧ୍ୟକ୍ଷତାରେ ଦିଲ୍ଲୀରେ ଆୟୋଜିତ ସାଂଘାଇ କୋ-ଅପରେସନ୍ ଅର୍ଗାନାଇଜେସନ୍ ବା ଏସସିଓ ସଦସ୍ୟ ଦେଶର ବୈଠକରେ ଆତଙ୍କବାଦୀ ଓ ସୀମା ପ୍ରସଙ୍ଗ କଥା ଉଠାଇଛନ୍ତି ଡୋଭାଲ…
Read More...

ସଦସ୍ୟତା ରଦ୍ଦ ପରେ ସଂସଦରେ ରାହୁଲ ଗାନ୍ଧୀ। ଦଳୀୟ ନେତାଙ୍କ ବୈଠକରେ ସାମିଲ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ରାଜନୀତି ସରଗରମ ରହିଛି । ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ଉପରକୁ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି । ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମଥର ସଂସଦରେ ପହଞ୍ଚିନ୍ତି । ରାହୁଲ ଗାନ୍ଧୀ ସିପିପି କାର୍ଯ୍ୟାଳୟରେ…
Read More...