Browsing Category

ଦେଶ ବିଦେଶ

ବାଜିଲା କର୍ଣ୍ଣାଟକ ବିଧାନସଭା ବିଗୁଲ। ମେ’ ୧୦ରେ ନିର୍ବାଚନ. ୧୩ରେ ଗଣତି।

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ମେ ୧୦ ତାରିଖରେ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ । ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଏହି ଘୋଷଣା କରିଛନ୍ତି ।…
Read More...

ସଦସ୍ୟତା ଯିବା ପରେ ସଂସଦରେ ରାହୁଲ: କଂଗ୍ରେସ ବୈଠକରେ ହେଲେ ସାମିଲ, ସେପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷବ କଲେ କଟାକ୍ଷ

କନକ ବ୍ୟୁରୋ: ସଦସ୍ୟତା ପଦ ରଦ୍ଦ ହେବା ପରେ ବୁଧବାର ପ୍ରଥମ ଥର ପାଇଁ ସଂସଦରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସଂସଦରେ କଂଗ୍ରେସ ସାଂସଦଙ୍କ ବୈଠକରେ ଯୋଗ ଦେଇଛନ୍ତି ରାହୁଲ । ତେବେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ନେଇ ବୁଧବାର ବି ଗୃହରେ ହଙ୍ଗାମା କରିଛି କଂଗ୍ରେସ । କଳା ପୋଷାକ…
Read More...

ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା, ଏଣିକି ତାଲିମପ୍ରାପ୍ତ ବେରୋଜଗାରୀଙ୍କୁ ମାସିକ ମିଳିବ ୮ହଜାର ଟଙ୍କା

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୟୁଥ୍ ମହାପଞ୍ଚାୟତ କ୍ରମରେ ଯୁବାନୀତିକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ବେରୋଜଗାରୀମାନଙ୍କୁ ମାସିକ ୮ହଜାର ଟଙ୍କାର ଷ୍ଟାଇପେଣ୍ଟ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ । ଏହି ଅର୍ଥ…
Read More...

ଆଇପିଏଲରେ ନେଟ୍ ବୋଲର୍ସଙ୍କୁ କେତେ ମିଳେ ଦରମା? କେମିତି କରାଯାଏ ନେଟ୍ ବୋଲର୍ସଙ୍କ ଚୟନ?

କନକ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ଆଇପିଏଲ ୨୦୨୩ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ । ଆଇପିଏଲକୁ ନେଇ ସବୁ ଟିମ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହାସହ ନିଜ ହୋମ ଟାଉନରେ ଟ୍ରେନିଂ କ୍ୟାମ୍ପ ମଧ୍ୟ ଆରମ୍ଭ ହୋଇଗଲାଣି । ଖେଳାଳିମାନଙ୍କ…
Read More...

ଗୁଜରାଟ ପରେ ଏବେ ଆପ୍ ଫୋକସରେ କର୍ଣ୍ଣାଟକ, ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କଲେ କେଜ୍ରିୱାଲ

କନକ ବ୍ୟୁରୋ : ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏହି କ୍ରମରେ ମେ’୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ ଓ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତାରିଖ ଘୋଷଣା ସରିବା ପରେ ଦିଲ୍ଲୀ…
Read More...

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର । ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା ।

କନକ ବ୍ୟୁରୋ: ଚିତାବାଘ ଶାଶାର ମୃତ୍ୟୁ ପରେ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର। ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା। ଏନେଇ ପରିବେଶ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ…
Read More...

ରାହୁଲଙ୍କୁ ବୁଝାଇଲେ ପାୱାର । ସବରକର ବିରୋଧୀ ବୟାନ ନଦେବାକୁ ଦେଲେ ପରାମର୍ଶ ।

କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ ସବରକର ବିରୋଧୀ ବୟାନ ନଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ବୁଝାଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆଉ ପାୱାର ବୁଝାଇବା ପରେ ରାହୁଲ ଗାନ୍ଧୀଙ୍କ ଚେତା ପଶିଛି । ଆଗକୁ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିବା ସୂଚନା…
Read More...

ମେ ୧୦ରେ କର୍ଣ୍ଣାଟକ ନିର୍ବାଚନ : କେଉଁ ଦଳ ପାଖରେ କେତେ ଆସନ ଅଛି ?

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ମେ ୧୦ ତାରିଖରେ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ମେ ୧୩ ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ଆସନ୍ତା ଅପ୍ରେଲ ୧୩…
Read More...

ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ, ଜାଣନ୍ତୁ କିଏ କାହାସହ ମେଣ୍ଟ କରି ଲଢିବ ନିର୍ବାଚନ

କନକ ବ୍ୟୁରୋ : ଭାରତୀୟ ନିର୍ବାଚନ କମିଶନର ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଚଳିତ ଥର କର୍ଣ୍ଣାଟକ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ମେ’ମାସ ୧୦ ତାରିଖରେ ଭୋଟଗ୍ରହଣ ହେବ ଓ ୧୩ ତାରିଖରେ…
Read More...

ମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୍ । ମେ ୧୩ରେ ଆସିବ ରେଜଲ୍ଟ ।

କନକ ବ୍ୟୁରୋ: କନକ ବ୍ୟୁରୋ: ଆସନ୍ତା ମେ ମାସ ୧୦ ତାରିଖରେ ହେବ କର୍ଣ୍ଣାଟକ ବିଧାନସଭା ଭୋଟ୍ । ମେ ୧୩ ତାରିଖରେ ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । କର୍ଣ୍ଣାଟକର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।…
Read More...