Browsing Category

ଦେଶ ବିଦେଶ

ଏପ୍ରିଲ ୧ରୁ ୟୁପିଆଇ ପେମେଣ୍ଟ ହୋଇପାରେ ମହଙ୍ଗା । ୨ ହଜାରରୁ ଅଧିକ ପେମେଣ୍ଟରେ ଲାଗିବ ଅତିରିକ୍ତ ଚାର୍ଜ

କନକ ବ୍ୟୁରୋ: ଆପଣ ଯଦି ଅନଲାଇନରେ ଟଙ୍କା ଦେବାନେବା କରୁଛନ୍ତି । ଫୋନ୍ ପେ, ଗୁଗୁଲ ପେ ଆଉ ପେଟିଏମ୍ ଭଳି ଆପରେ ଟଙ୍କା ପଠାଉଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଆସନ୍ତା ଏପ୍ରିଲ ୧ ତାରିଖରୁ ମହଙ୍ଗା ହେବାକୁ ଯାଉଛି ୟୁପିଆଇ ପେମେଣ୍ଟ । ଏଣିକି ଆଉ ମାଗଣା ନୁହେଁ ବରଂ…
Read More...

ବଢ଼ୁଛି କରୋନା ସଂକ୍ରମଣ : ଦେଶରେ ୨ ହଜାର ଟପିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟା ଭିତରେ ୨ହଜାର ୧୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧ହଜାର ୨୨୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୯୦୩ରେ ପହଞ୍ଚିଛି । ସଂକ୍ରମଣ ବଢ଼ୁଥିବାରୁ ସତର୍କତା…
Read More...

ଆଜି ବାଜିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ । ଦିନ ସାଢେ ୧୧ଟାରେ ଘୋଷଣା ହେବ ତାରିଖ ।

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ । ଦିନ ସାଢେ ୧୧ଟାରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିସନ । ତେବେ ତାରିଖ ଘୋଷଣା କରିବା ପରେ ଆଜିଠୁ କର୍ଣ୍ଣାଟକରେ ନିର୍ବାଚନ ଆଚରଣବିଧି ଲାଗୁ ହେବ । କର୍ଣ୍ଣାଟକରେ…
Read More...

ଫିଲିପାଇନ୍ସରେ ପଞ୍ଜାବ ଜଳନ୍ଧର ଦମ୍ପତିଙ୍କୁ ଗୁଳି କରି ହତ୍ୟା। ସାମ୍ନାକୁ ଆସିଲା ଛାତିଥରା ସିସିଟିଭି ଫୁଟେଜ୍।

କନକ ବ୍ୟୁରୋ: ଫିଲିପାଇନ୍ସର ରାଜଧାନୀ ମାନିଲାରେ ଚାଞ୍ଚଲ୍ୟ ଖେଳାଇଛି ପଞ୍ଜାବୀ ଦମ୍ପତିଙ୍କୁ ହତ୍ୟା । ଦମ୍ପତିଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳି ମାରି ହତ୍ୟା କରିଛନ୍ତି । ବଡ଼ କଥା ହେଉଛି ହତ୍ୟାକାରୀ ଘରେ ପଶି ସୁଖବିନ୍ଦର ସିଂ ଓ ତାଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଗୁଳି କରିଛନ୍ତି । ମାର୍ଚ୍ଚ…
Read More...

ଆମ୍ ଆଦମୀ ପାର୍ଟିର ମୋଦୀ ବିରୋଧୀ ପୋଷ୍ଟର। ୧୧ ଭାଷାରେ ମୋଦୀ ହଟାଓ, ଦେଶ ବଞ୍ଚାଓର ପୋଷ୍ଟର ଜାରି କଲା ଆପ୍।

କନକ ବ୍ୟୁରୋ: ଆପ୍ ଓ ବିଜେପି ମଧ୍ୟରେ ଚାଲିଥିବା ପୋଷ୍ଟର ୱାର ଥମିବାର ନାଁ ନେଉନି । ଏହାରି ଭିତରେ ୧୧ଟି ଭାଷାରେ ମୋଦୀ ହଟାଓ, ଦେଶ ବଞ୍ଚାଓର ପୋଷ୍ଟର ଜାରି କରିଛି ଆପ୍ । ଏହି ପୋଷ୍ଟର ମାଧ୍ୟମରେ ପୁଣି ଥରେ ବିଜେପି ବିରୁଦ୍ଧରେ ଏକ ବଡଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି କେଜ୍ରିୱାଲ…
Read More...

ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲା। ମୁଖ୍ୟ ଅଭିଯୁକ୍ତ ଆତିକ୍ ଅହମ୍ମଦ ସମେତ ୩ ଅଭିଯୁକ୍ତଙ୍କୁ ଆଜୀବନ…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ଆସିଲା ରାୟ । ମାଫିଆ ଆତିକ୍ ଅହମ୍ମଦ ସମେତ ୩ ଅଭିଯୁକ୍ତ ହନିଫ ଓ ଦିନେଶ ପାସିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏଥିସହ କୋର୍ଟ ୩ ଜଣଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଁଏ ଜରିମାନା ଲଗାଇଛନ୍ତି ।…
Read More...

ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲା ଆମେରିକା। ଘର ଛାଡ଼ିଲେ କେଉଁଠି ରହିବେ ରାହୁଲ?

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ବିଦେଶୀ ମିଡିଆ ଓ ନେତାଙ୍କ ବୟାନ ଲଗାତର ସାମ୍ନାକୁ ଆସୁଛି । ଏହାରି ଭିତରେ ରାହୁଲଙ୍କ ଲୋକସଭା ସଦସ୍ୟତା ଯିବା ପରେ ପ୍ରଥମଥର ଆମେରିକା ପ୍ରତିକ୍ର୍ରିୟା ରଖିଛି । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଆଇନ୍…
Read More...

ସରକାରୀ ବାସଭବନ ଛାଡ଼ିବାକୁ ରାଜି ହେଲେ ରାହୁଲ ଗାନ୍ଧୀ: ଚିଠି ଲେଖି ଲୋକସଭା ସଚିବାଳୟର ଡେପୁଟି ସେକ୍ରେଟାରୀଙ୍କୁ କଲେ…

କନକ ବ୍ୟୁରୋ: ଯେଉଁ ତତ୍ପରତାରେ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା, ଯେଉଁ ଢଙ୍ଗରେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ହୋଇଥିଲା, ସେଇ ସମାନ ଢଙ୍ଗରେ ତତ୍ପରତା ଦେଖାଇ ସରକାରୀ ବଙ୍ଗଳା ଛାଡ଼ିବାକୁ ରାଜି ହୋଇଛନ୍ତି ରାହୁଲ ଗାନ୍ଧୀ । ଲୋକସଭା ସଚିବାଳୟର ଉପସଚିବଙ୍କୁ ଚିଠି କରି,…
Read More...

ଲୋକସଭା ବାଚସ୍ପତିଙ୍କ ନାମରେ ଭେଦଭାବ ଅଭିଯୋଗ, ବିରୋଧୀ ଆଣିପାରନ୍ତି ଅବିଶ୍ୱାସ ପ୍ରସ୍ତାବ

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀଦଳମାନେ ଅବିଶ୍ୱାସ ପ୍ରସ୍ତାବ ଆଣିପାରିନ୍ତି । କଂଗ୍ରେସ ସୂତ୍ର ସୂଚନା ମୁତାବକ ରାହୁଲ ଗାନ୍ଧୀଙ୍କ ସାଂସଦ ପଦରୁ ବହିସ୍କାର କରିବା ଓ ଭେଦଭାବ କରିବା ଅଭିଯୋଗରେ ସୋମବାର ବିରୋଧୀଦଳମାନେ ମିଳିତ ଭାବେ ଲୋକସଭା ବାଚସ୍ପତି ଓମ୍…
Read More...

ନକଲି ପିଏମଓ ଅଧିକାରୀ ସାଜିଥିବା କିରଣ ପଟେଲଙ୍କୁ ଝଟକା । ଏବେ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ କଲା ଗିରଫ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ନିର୍ଦ୍ଦେଶକ କହି ସୁବିଧା ସୁଯୋଗ ହାତେଇଥିବା ନକଲି ଆଇଏଏସ ଅଧିକାରୀ କିରଣ ପେଟଲଙ୍କୁ ପୋଲିସ ଗିରଫ କରିଥିଲା । ଚଳିତମାସ ୧୭ ତାରିଖରେ କିରଣଙ୍କୁ ଗିରଫ କରି ପୋଲିସ ଶ୍ରୀନଗର କୋର୍ଟରେ ହାଜର କରିଥିଲା । ଏହାପରେ କିରଣଙ୍କୁ କୋର୍ଟର ନିର୍ଦ୍ଦେଶ…
Read More...