Browsing Category

ଦେଶ ବିଦେଶ

କର୍ଣ୍ଣାଟକରେ ବିଜେପି ଓ ଜେଡିଏସ୍ କରିବେ ମେଣ୍ଟ ! ୟେଦିୟୁରପ୍ପା ଓ କୁମାରସ୍ୱାମୀଙ୍କ ବୟାନ ପରେ ତେଜିଲା ରାଜନୀତି

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଜନୈତିକ ଘଟଣା ପରେ ଏବେ କର୍ଣ୍ଣାଟକରେ ସେଭଳି ହେବାର ସମ୍ଭାବନା ଦେଖାଦେଇଛି । ରାଜ୍ୟର ବରିଷ୍ଠ ନେତାମାନଙ୍କର ପ୍ରତିକ୍ରିୟା ଏବେ ଏଭଳି ମାହୋଲକୁ ସରଗରମ କରିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦିୟୁରପ୍ପା ଓ…
Read More...

ଦକ୍ଷିଣ ଭାରତର ଗଙ୍ଗା ଭାବେ ପରିଚିତ ଏହି ନଦୀ । କୂଳରେ ରହିଛି ଶହ ଶହ ଧର୍ମପୀଠ । ଦେଶରେ ଥିବା ୭ଟି ପବିତ୍ର ନଦୀ…

କନକ ବ୍ୟୁରୋ : ଗଙ୍ଗା ନଦୀକୁ ପିବତ୍ର ବୋଲି ମାନାଯାଏ । ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଏହାର ଜଳ ବ୍ୟବହାର ହୋଇଥାଏ । ଗଙ୍ଗା ଜଳ ଛିଞ୍ଚିଲେ ମଧ୍ୟ ସ୍ଥାନ ପବିତ୍ର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗଙ୍ଗା ନଦୀକୁ ନେଇ ଅନେକ ରହସ୍ୟମାନ ରହିଥିବାବେଳେ ଏହାକୁ ପବିତ୍ର ବୋଲି ମାନାଯାଏ । ତେବେ…
Read More...

୨୦୨୪ ପୂର୍ବରୁ ବିଜେପିର ସଙ୍ଗଠନରେ ବଡ ପରିବର୍ତ୍ତନ । ୪ ରାଜ୍ୟରେ ବଦଳିଲେ ସଭାପତି । ଡି ପୁରନ୍ଦେଶ୍ୱରୀ ହେଲେ…

କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସଙ୍ଗଠନ ସଜାଡୁଛି ଭାରତୀୟ ଜନତା ପାର୍ଟି । ଏହିକ୍ରମରେ ଆଜି ଦଳ ୪ଟି ରାଜ୍ୟରେ ନିଜର ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ପଞ୍ଜାବ ସହିତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛି ।…
Read More...

ବୃକ୍ଷ ବନ୍ଧୁଙ୍କ କାହାଣୀ । ଗଛ ଲଗାଇବା ନିଶାରେ ବିକିଦେଲେ ସ୍ତ୍ରୀଙ୍କ ଗହଣା । ସେହି ଗଛ ଆଜି ବିଶ୍ୱରେ ଦେଇଛି…

କନକ ବ୍ୟୁରୋ : ବୃକ୍ଷର ଉପକାରିତା ତ ଆମେ ସମସ୍ତେ ଜାଣିଛେ । ତଥାପି ଆଜିକାଲି କେହି ଗଛର ଯତ୍ନ ନେଉନେ କିମ୍ବା ଗଛ ଲଗାଉନେ । ନିଜର ସ୍ୱାର୍ଥପାଇଁ ମଣିଷ ଜଙ୍ଗଲକୁ କାଟି ସଫା କରି ଦେଉଛି । ଆଉ ଯାହାର ପରିଣାମ ନିଜେ ଭୋଗୁଛି । କିନ୍ତୁ ଏପରିକି କିଛି ଲୋକ ଅଛନ୍ତି ଯେଉଁମାନେ ଗଛ ଲଗାଇବା ପାଇଁ…
Read More...

ନର୍ମଦା ନଦୀର ଜଳ ପ୍ରବାହ ରହସ୍ୟ । ବିପରୀତ ଦିଗରେ ପ୍ରବାହିତ ହୋଇଥାଏ ଜଳସ୍ରୋତ । ବିଜ୍ଞାନ ଖୋଜୁଛି ରହସ୍ୟ

କନକ ବ୍ୟୁରୋ : ଯଦି ଆପଣ ନଦୀର ସ୍ରୋତରେ ବୁଡିବାକୁ କିମ୍ବା ନଦୀର ସ୍ରୋତ ସହ ଆଗକୁ ଯିବାକୁ ଚାହୁଁଛନ୍ତି ତେବେ , କୁହାଯାଏ କି ନଦୀର ସ୍ରୋତ ବିରୁଦ୍ଧରେ ପହଁରନ୍ତୁ ନାହିଁ । ସ୍ରୋତ ସହ ଆଗକୁ ଚାଲିଲେ ଆପଣଙ୍କୁ ପାଣିରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ । କିନ୍ତୁ ଯଦି ଏକ ନଦୀ…
Read More...

ମହାୟୁତି ବନାମ ମହାବିକାଶ ଅଘାଡି ମେଣ୍ଟ । ବଦଳୁଛି ମହାରାଷ୍ଟ୍ର ରାଜନୀତିର ଗଣିତ । ଜାଣନ୍ତୁ, କେଉଁ ମେଣ୍ଟ ପାଖରେ କେତେ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ‘ମହାୟୁତି’ ସରକାର ଶାସନ କରୁଛି । ଯେଉଁଥିରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ, ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ଏହି ମହାୟୁତି ସରକାରରେ ବିଜେପି ସବୁଠୁ…
Read More...

ତିନୋଟି ଗାଡିକୁ ଧକ୍କା ଦେଲା ଟ୍ରକ୍ । ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଲେ ୧୦ ଲୋକ ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ୩ଟି ଗାଡିକୁ ଗୋଟିଏ ଟ୍ରକ୍ ଧକ୍କା ଦେବା ପରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଉ ୧୦ ଜଣ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ମହାରାଷ୍ଟ୍ରର ଧୁଲେରେ ମଙ୍ଗଳବାର ଏହି ଦୁର୍ଘଟଣା…
Read More...

ମହାରାଷ୍ଟ୍ର ମହାଡ୍ରାମା: ପ୍ରଫୁଲ୍ଲ ପଟେଲଙ୍କ ଦାବି ଆମ ପାଖରେ ରହିଛି ୪୦ ବିଧାୟକଙ୍କ ସମର୍ଥନ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ମଧ୍ୟ ରାଜନୈତିକ ଡ୍ରାମା ଜାରି । ସାଂସଦ ପ୍ରଫୁଲ୍ଲ ପଟେଲ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ସହ ୪୦ ବିଧାୟକ ରହିଛନ୍ତି । ବହୁମତ ଆମ ସହ ଏବେ ବି ରହିଛି । ଗତ ରବିବାର ଅଜିତ ପାୱାର ୮ ବିଧାୟକଙ୍କ ସହ ସିନ୍ଦେ ସରକାରରେ ସାମିଲ ହୋଇଥିଲେ । ଏକ ଘଣ୍ଟା…
Read More...

ହଙ୍ଗାମା ମଧ୍ୟରେ ଏନସିପିର ନୂଆ କାର୍ଯ୍ୟାଳୟର ଉଦଘାଟନ କଲେ ଅଜିତ ପାୱାର । 

କନକ ବ୍ୟୁରୋ: ଏନସିପି ନେତା ଅଜିତ ପାୱାର ଦକ୍ଷିଣ ମୁମ୍ବାଇରେ ନୂଆ ଦଳୀୟ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଏହା ମନ୍ତ୍ରାଳୟର ଠିକ୍ ସାମନାରେ ରହିଛି । ସେପଟେ ଏନସିପି କାର୍ଯ୍ୟାଳୟରେ ହଙ୍ଗାମା ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ମହାରାଷ୍ଟ୍ରର କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । ଅଜିତ…
Read More...

ଦୁର୍ଘଟଣାର ଶିକାର ହେଲେ କିଙ୍ଗ ଖାନ୍ : ରକ୍ତ ବାହାରିବାରୁ ହସ୍ପିଟାଲରେ ଭର୍ତ୍ତି; ମେଡିକାଲ ଟିମ୍ କରୁଛି ଚିକିତ୍ସା

କନକ ବ୍ୟୁରୋ : ଦୁର୍ଘଟଣାର ଶିକାର ହୋଇଛନ୍ତି କିଙ୍ଗ ଖାନ୍ । ଆମେରିକାର ଲସ ଆଞ୍ଜେଲିସରେ ଶାହରୁଖ ଖାନ୍ ନିଜର ଆଗାମୀ ଫିଲ୍ମର ଶୁଟିଂ ବେଳେ ନାକରେ ଆଘାତ ଲାଗିଛି । ଯେଉଁ କାରଣରୁ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି । ଆହତ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରୁ ପ୍ରବଳ…
Read More...