Browsing Category

ଦେଶ ବିଦେଶ

ହରିଆଣା ନୁହ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବୟାନ । କହିଲେ ପ୍ରତିବ୍ୟକ୍ତିଙ୍କୁ ନା ପୋଲିସ ନା ସେନା କେହି ବି…

କନକ ବ୍ୟୁରୋ : ନୁହ ହିଂସା ଭିତରେ ପ୍ରତିକ୍ରିୟା ରଖିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସେ କହିଛନ୍ତି କି ପ୍ରତିବ୍ୟକ୍ତିଙ୍କୁ ସୁରକ୍ଷା ଦେବା ସମ୍ଭବ ନୁହେଁ । ଏଥିପାଇଁ ଆମକୁ ସ୍ଥିତି ବଦଳାଇବାକୁ ପଡିବ । ପ୍ରତିବ୍ୟକ୍ତିକୁ ନା ପୋଲିସ ନା ସେନା କେହି ବି ସୁରକ୍ଷା ଦେଇପାରିବେ…
Read More...

ସଂସଦରେ ଲିଖିତ ଜବାବ ରଖିଲେ ବିଭାଗୀୟ ମନ୍ତ୍ରୀ, ଗୃହମନ୍ତ୍ରଣାଳୟ ଅଧିନରେ ଆସୁଥିବା ବିଭାଗରେ ୧ଲକ୍ଷରୁ ଅଧିକ ପଦ ଖାଲି

କନକ ବ୍ୟୁରୋ : ଦେଶରେ ବଢୁଥିବା ବେରୋଜଗାରୀଙ୍କୁ ନେଇ ବିରୋଧୀଦଳମାନେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ପ୍ରତି ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକଦଳମାନେ ବେରୋଜଗାର ଓ ନିଯୁକ୍ତିକୁ ବଡ ପ୍ରସଙ୍ଗ କରିଥାନ୍ତି । ଏହି କ୍ରମରେ ସଂସଦର ମୌସୁମୀ ଅଧିବେଶନ ବେଳେ ଗୃହମନ୍ତ୍ରଣାଳୟ…
Read More...

ରାଜ୍ୟ ବଜେଟଠାରୁ ଅଧିକ ସମ୍ପତ୍ତି ୪୦୦୧ ବିଧାୟକଙ୍କ ପାଖରେ । ବିଜେପିଠାରୁ ବି ଧନୀ ଏହି ୨ ଦଳର ବିଧାୟକ

କନକ ବ୍ୟୁରୋ: ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ଓ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ବିଧାୟକମାନେ ଦାଖଲ କରିଥିବା ସତ୍ୟପାଠକୁ ଅଧ୍ୟୟନ କରିବା ପରେ ଚମକାଇଦେଲା ଭଳି ରିପୋର୍ଟ ଜାରି କରିଛି । ରିପୋର୍ଟ ମୁତାବକ, ଦେଶର ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବଜେଟଠାରୁ ବି ଅଧିକ । ଯଦି ଦଳ…
Read More...

ଥମୁନି ଚିତା ମୃତ୍ୟୁ ମାମଲା. କୁନୋ ନ୍ୟାସନାଲ ପାର୍କରୁ ଦୁଇଦିନ ଧରି ନିଖୋଜ ଥିବା ଚିତାର ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ନାମ୍ବିଆରୁ ଅଣାଯାଇଥିବା ଚିତା ତଲ୍ଲିଶୀର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ବିଦେଶରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୯ଟି ଚିତାର ମୃତ୍ୟୁ ହୋଇସାରିଲାଣି । କୁହାଯାଇଛି କି, ଦୁଇଦିନ ହେବ ଏହି ଚିତାଟିର…
Read More...

ଲୋକସଭା ଅଧ୍ୟକ୍ଷ ଆସନରେ ବସିବେ ନାହିଁ ବାଚସ୍ପତି ଓମ୍ ବିର୍ଲା । ଜାଣନ୍ତୁ କାହିଁକି କହିଲେ ଏଭଳି କଥା

କନକ ବ୍ୟୁରୋ : ଲୋକସଭାରେ ମଙ୍ଗଳବାର ଦିନ ଘଟିଥିବା ଘଟଣାକୁ ନେଇ ବାଚସ୍ପତି ଓମ୍ ବିର୍ଲା ଅସନ୍ତୋଷ ଜାହିର କହିଛନ୍ତି । ସେ କହିଛନ୍ତି କି ସଂସଦ ଭବନ ଭିତରେ ରହିଥିଲେ ବି ଅଧ୍ୟକ୍ଷ ଆସନରେ ବସିବେ ନାହିଁ । ଲୋକସଭା ଅଧ୍ୟକ୍ଷ ସରକାରୀ ଦଳର ସାଂସଦ ଓ ବିରୋଧୀ ସାଂସଦଙ୍କ ଉପରେ ନିଜର ଅସନ୍ତୋଷ…
Read More...

୪୨୯ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଠକେଇ ମାମଲାରେ ଫସିଲେ ଟିଏମସି ସାଂସଦ । ଜାଣନ୍ତୁ ପୂରା ମାମଲା

କନକ ବ୍ୟୁରୋ : ଦେଶରେ ରିଏଲ ଷ୍ଟେଟ ବ୍ୟବସାୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଜୀବନଯାକର ସଂଚୟ ଠୁଳ କରି ନିଜ ସ୍ୱପ୍ନର ଘର କିଣିବାକୁ ଯାଉଥିବା ଲୋକମାନଙ୍କ ସହିତ ଠକେଇ ମଧ୍ୟ ସେହି ପରିମାଣରେ ବୃଦ୍ଧିପାଇବାରେ ଲାଗିଛି । ଏବେ ଅଭିଯୋଗ ଆସିଛି କୋଲକତାରୁ । ଏଠାରେ ୭ ସେନସ…
Read More...

ଆପଣ ଖାଉଥିବା ମେଡିସିନ୍ ଅସଲି ନା ନକଲି? ଏବେ ମେଡିସିନ ଉପରେ ରହିବ କ୍ୟୁଆର କୋଡ୍ । ସ୍କାନ କରି ସମସ୍ତ ତଥ୍ୟ…

କନକ ବ୍ୟୁରୋ: ଆପଣ ଖାଉଥିବା ମେଡିସିନ୍ ଅସଲି ନା ନକଲି? ଏହା କେତେ ଭଲ ଆଉ କେତେ ଖରାପ? ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନି । କାହିଁକି ଗୋଟିଏ ଥରରେ ଆପଣ ଏ ସବୁକିଛି ତଥ୍ୟ ଜାଣିପାରିବେ । କେନ୍ଦ୍ର ସରକାର ମଙ୍ଗଳବାର ପାଖାପାଖି ୩୦୦ ପ୍ରକାର ମେଡିସିନ୍ ଉପରେ କ୍ୟୁଆର୍ କୋଡ୍…
Read More...

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବଦଳିବ ଆଉ ୫ଟି ମ୍ୟାଚର ତାରିଖ । ଜାଣନ୍ତୁ, କେଉଁ କେଉଁ ମ୍ୟାଚର ତାରିଖ ବଦଳିବ ?

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ ବଦଳିବା ସହିତ ଆଉ ୫ଟି ମ୍ୟାଚର ମଧ୍ୟ ବଦଳିବ ତାରିଖ । କେବଳ ଭାରତ-ପାକିସ୍ତାନ ନୁହେଁ, ବରଂ ବିଶ୍ୱକପ୍ ମ୍ୟାଚର ଆଉ କେତୋଟି ମ୍ୟାଚର ତାରିଖ ମଧ୍ୟ ବଦଳିବା ନେଇ ସୂଚନା ମିଳିଛି । ଏନେଇ ବିଧିବଦ୍ଧ ଘୋଷଣା ହେଇନଥିଲେ, ବି…
Read More...

ଜନ୍ମଦିନରେ ମୃତ୍ୟୁ ଉପହାର: ସ୍ୱାମୀଙ୍କ ସହ କ୍ରୁଜରେ ସେଲିବ୍ରେଟ୍ କରୁଥିବାବେଳେ ସମୁଦ୍ରରେ ଖସିପଡି ଗଲା ଜୀବନ,…

କନକ ବ୍ୟୁରୋ: ଜନ୍ମଦିନ ପାଳିବାକୁ ଯାଇ ମିଳିଲା ମୃତ୍ୟୁ । ଏଭି ଘଟଣା ଘଟିଛି ସମୁଦ୍ର ମଝିରେ । ଏକ ବଡ ହୋଟେଲ ମାଲିକଙ୍କ ସ୍ତ୍ରୀଙ୍କର ରହସ୍ୟଜନକ ଭାବେ ଜାହାଜରେ ମୃତୁୃ୍ୟ ହୋଇଛି । ମହିଳାଜଣକ ତାଙ୍କ ସ୍ୱାମୀଙ୍କ ସହ ଜନ୍ମଦିନ ପାଳିବାକୁ କ୍ରୁଜ୍ ଟ୍ରିିପରେ ଯାଇଥିଲେ । ହେଲେ ସେହିଦିନ ରାତିରେ…
Read More...

ଲୋକସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲ ଆଗତକୁ ନେଇ ଝଡ : ବିରୋଧୀ କହିଲେ ଲୋକତନ୍ତ୍ରକୁ ଦୁର୍ବଳ କରୁଛି କେନ୍ଦ୍ର

କନକ ବ୍ୟୁରୋ : ଅଧିକାରୀଙ୍କ ନିଯୁକ୍ତି ଓ ସ୍ଥାନାନ୍ତର ସହ ଜଡିତ ଦିଲ୍ଲୀ ସେବା ସଂଶୋଧନ ବିଲ ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଆଜି ଦିଲ୍ଲୀ ସେବା ନିଯୁକ୍ତି ବିଲ୍‌କୁ ସରକାର ଲୋକସଭାରେ ଆଗତ କରିଥିଲେ । ବିରୋଧୀ ସାଂସଦମାନେ ଉକ୍ତ…
Read More...