Browsing Category

ଦେଶ ବିଦେଶ

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିୟା ସୁଲେ, ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ଦାବି

କନକ ବ୍ୟୁରୋ: ମଣିପୁର ମାମଲାରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଜାରିରହିଛି । ମଧ୍ୟାହ୍ନ ୧୨ଟାରୁ ଆଲୋଚନା ଆରମ୍ଭ ହୋଇଛି । ବିରୋଧୀ ମଣିପୁର ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ସଂସଦରେ ଦାବି କରିଥିଲେ । ଏହି ଦାବି ପୂରଣ ନହେବା ପରେ ବିରୋଧୀ ଦଳ ଅନାସ୍ଥା…
Read More...

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ରହିବ ନାହିଁ ସାଂସଦ କୋଟା

କନକ ବ୍ୟୁରୋ : ସାରା ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ଆଡମିଶନ ବେଳେ ସାଂସଦଙ୍କ ପାଇଁ କିଛି ସିଟ୍ ରିଜର୍ଭ ରହିଥାଏ । ଅର୍ଥାତ ଆଡମିଶନ ବେଳେ ସାଂସଦଙ୍କ ପାଇଁ କୋଟା ରହିଥାଏ । ହେଲେ ଏହି କୋଟାକୁ କିଛିବର୍ଷ ହେବ ସରକାର ବନ୍ଦ କରିଦେଇଛନ୍ତି । ପୁଣି ଏହି କୋଟା ପ୍ରଦାନ ପାଇଁ…
Read More...

ଭାରତ ପ୍ରସ୍ତୁତ କଫ ସିରପକୁ ନେଇ ଇରାକରେ ବିବାଦ, ଜାଣନ୍ତୁ କାହିଁକି ଏବ୍ଲୁଏଚଓ ଜାରି କଲା ସତର୍କ ସୂଚନା…

କନକ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ଆଉ ଗୋଟିଏ ଭାରତୀୟ କଫ୍ ସିରପକୁ ନେଇ ସତର୍କ କରିଛି । ସଂଗଠନ ପକ୍ଷରୁ ଇରାକରେ ସାମାନ୍ୟ ଥଣ୍ଡା, କାଶ ପାଇଁ ବ୍ୟବହାର ହେଉଥିବା ସିରପର ନମୂନା ଜୁଲାଇ ୧୦ ତାରିଖରେ ସଂଗ୍ରହ କରାଯାଇଥିଲା । ଏହାକୁ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଥିଲା ।…
Read More...

ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ । ହେଲେ ବିବାହ ପୂର୍ବରୁ ରଖିଛନ୍ତି ଏହି ସର୍ତ୍ତ

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଶର୍ଲିନ ଚୋପ୍ରା ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ପ୍ରତିଟି ପ୍ରସଙ୍ଗରେ ନିଜର ମତ ରଖିବାକୁ କେବେ ପଛକୁ ହଟନ୍ତି ନାହିଁ । ଏହାସହ ସେ ସର୍ବଦା ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ରହିଥାନ୍ତି । ଏବେ ଶର୍ଲିନ ଚୋପ୍ରା ସୋସିଆଲ ମିଡିଆରେ…
Read More...

ପୁଣି ଚମକିଲେ ଭାରତୀୟ ବଂଶୋଦ୍ଭବ, ଟେସଲାର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ପାଇଲେ ନିଯୁକ୍ତି

କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ବୈଭବ ତନେଜାଙ୍କୁ ଆମେରିକୀୟ ଇଲେକ୍ଟ୍ରିକ କାର କମ୍ପାନୀ ଟେସଲାର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି କମ୍ପାନୀର ମାଲିକ ଏଲନ୍ ମସ୍କ । ଟେସଲା କମ୍ପାନୀ ତରଫରୁ ସୋମବାର ଦିନ ଏନେଇ ଏକ ଏକ୍ସଚେଞ୍ଜ ଫାଇଲ ମାଧ୍ୟମରେ ସେୟାର ବଜାରକୁ ଏହି…
Read More...

ଚାରିଆଡେ ଘନ ଅନ୍ଧକାର । ଆମେରିକା ହଠାତ ବନ୍ଦ କଲା ହଜାରେରୁ ଅଧିକ ବିମାନ ଉଡାଣ, ସ୍କୁଲ ବି ବନ୍ଦ

କନକ ବ୍ୟୁରୋ : ଆମେରିକାକୁ ଏବେ ଏକ ଭୟଙ୍କର ବାତ୍ୟା ମାଡିଆସୁଛି । ଏହି କାରଣରୁ ପ୍ରଶାସନ ତରଫରୁ ପାଖାପାଖି ସମସ୍ତ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି । ସାରା ଦେଶରେ ଏକ ପ୍ରକାର ବିଜୁଳି ଯୋଗାଣ ବନ୍ଦ କରାଯାଇଛି । ସେପଟେ ଆମେରିକାର ରାଜଧାନୀ ୱାସିଂଟନରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ…
Read More...

ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପୂର୍ବରୁ ଗୃହରେ ହଙ୍ଗାମା : କାର୍ଯ୍ୟସୂଚୀ ଅନୁସାରେ ରାହୁଲ ଗାନ୍ଧୀ କାହିଁକି ପ୍ରଥମେ ମତ…

କନକ ବ୍ୟୁରୋ : ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ପୂର୍ବରୁ ଗୃହରେ ହଙ୍ଗାମା । କାର୍ଯ୍ୟସୂଚୀ ଅନୁସାରେ ରାହୁଲ ଗାନ୍ଧୀ କାହିଁକି ପ୍ରଥମେ ମତ ରଖିଲେନି ବୋଲି ପ୍ରଶ୍ନ କଲା ବିଜେପି । ଗୃହରେ ଅମିତ ଶାହା ଓ ପ୍ରହଲ୍ଲାଦ ଜୋଷୀ ପ୍ରତିବାଦ ଜଣାଇଛନ୍ତି । ତେବେ ପୂର୍ବରୁ ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ…
Read More...

ପ୍ରଧାନମନ୍ତ୍ରୀ କାହିଁକି ଯାଇନାହାନ୍ତି ମଣିପୁର ? ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ପ୍ରଶ୍ନ କଲେ ଗୌରବ ଗୋଗୋଇ

କନକ ବ୍ୟୁରୋ : ଅନାସ୍ଥା ପ୍ରସ୍ତାବ ନେଇ ଗୌରବ ଗୋଗୋଇଙ୍କ ବିବୃତି । ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ଯାଇନାହାନ୍ତି ବୋଲି ପ୍ରଶ୍ନ କଲେ । ମଣିପୁର ପ୍ରସଙ୍ଗରେ କହିବାକୁ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ୮୦ ଦିନ ଲାଗିଗଲା । ୮୦ଦିନ ପରେ ମାତ୍ର ୩୦ସେକେଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ।  ଆଜି…
Read More...

‘ଅନାସ୍ଥା ପ୍ରସ୍ତାବ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ’ ମୋଦୀ ସରକାର ବିରୋଧରେ…

କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପିତ କଲେ କଂଗ୍ରେସ ସାଂସଦ ଗୌରବ ଗୋଗେଇ । ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ଲୋକସଭାରେ ହଙ୍ଗାମା । ରାହୁଲଙ୍କ ପୂର୍ବରୁ ଗୋଗେଇଙ୍କ ବିବୃତ୍ତିକୁ ନେଇ ପ୍ରଶ୍ନ କଲା ଶାସକ ଦଳ । ଅନାସ୍ଥା ପ୍ରସ୍ତାବ…
Read More...

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ । ମନ୍ତ୍ରାଳୟ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ୍, ଜଣେ ସନ୍ଦିଗ୍ଧ ଗିରଫ

କନକ ବ୍ୟୁରୋ: ମୁମ୍ବାଇକୁ ପୁଣିଥରେ ବିସ୍ଫୋରଣରେ ଦୋହଲାଇଦେବାକୁ ଧମକ । ମହାରାଷ୍ଟ୍ର ମନ୍ତ୍ରଳୟ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ କଲ ଆସିବା ପରେ ମୁମ୍ବାଇ ପୁଲିସରେ ହଇଚଇ ସୃଷ୍ଟି ହୋଇଛି । ପୁଲିସ ତନାଘନା ଯାଞ୍ଚ ଆରମ୍ଭ କରିଥିବାବେଳେ ଜଣେ ସନ୍ଦିଗ୍ଧକୁ ଗିରଫ କରି ଜେରା କରୁଥିବା ସୂଚନା…
Read More...