Browsing Category

ଦେଶ ବିଦେଶ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପୁଣି ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ । ୫ ଦିନ ପୂର୍ବରୁ ହୋଇଥିଲା ଭୂକମ୍ପ

କନକ ବ୍ୟୁରୋ: ଆଜି ଭୋର୍‌ ୫.୪୦ରେ ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ନିକୋବର୍‌ ଦ୍ବୀପରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି। ଭୂଗର୍ଭର ୧୦ କି.ମି. ଅଭ୍ୟନ୍ତରେ ସୃଷ୍ଟ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ଥିଲା…
Read More...

ଦେଶର ବିଧାୟକଙ୍କ ପାଖରେ ରହିଛି କେତେ ସମ୍ପତ୍ତି ? ଏଡିଆର ରିପୋର୍ଟକୁ ନେଇ ଜୋରଦାର ଚର୍ଚ୍ଚା

କନକ ବ୍ୟୁରୋ : ଦେଶର ବିଧାୟକଙ୍କ ପାଖରେ କେତେ ସମ୍ପତ୍ତି ରହିଛି । ବର୍ତ୍ତମାନ ଦେଶର ବିଧାୟକଙ୍କ ସମ୍ପତ୍ତିକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର୍ ଏକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ, ମୋଟ ୪ହଜାର ୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪ହଜାର ୫୪୫ କୋଟି ଟଙ୍କା ।…
Read More...

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ‘ଇଣ୍ଡିଆ’ ମେଣ୍ଟର ୨୧ ସାଂସଦ : ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତାଙ୍କ ସମସ୍ୟା ନେଇ…

କନକ ବ୍ୟୁରୋ : ମଣିପୁର ହିଂସାକୁ ନେଇ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ଜଣ ସାଂସଦ । ଇଣ୍ଡିଆ ମେଣ୍ଟ ୨୧ ସାଂସଦ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରୁ ଫେରିବା ପରେ ସକାଳ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ବିରୋଧ…
Read More...

ଟେଷ୍ଟ ପରେ ଦିନିକିଆ ସିରିଜ୍ ବି ଜିତିଲା ଟିମ୍ ଇଣ୍ଡିଆ : ଶେଷ ମ୍ୟାଚରେ ୨୦୦ ରନ୍ ବଡ଼ ବ୍ୟବଧାନରେ ହାରିଲା…

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ଶେଷ ଦିନିକିଆରେ ଘରୋଇ ଦଳକୁ ୨୦୦ ରନର ବଡ଼ ବ୍ୟବଧାନରେ ହରାଇଛି ଭାରତ । ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ…
Read More...

ମନିି ଲଡ୍ରିଂ ମାମଲାରେ ନୂଆ ମୋଡ: ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ । କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୋରା…

ଅନ୍ୟତମ ଜଣାଶୁଣା ମଡ଼େଲ ତଥା ଡ୍ୟାନ୍ସର ନୋରା ଫତେହୀ ଏବେ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ କରିଛନ୍ତି । ୨୦୦ କୋଟି ମନିଲଡ୍ରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବେ ଜେଲରେ ରହିଛି । ଜେଲ ବାହାରେ ନୋରାଙ୍କ ନାଁରେ ଅଯଥାରେ ଟଣାଯାଉଥିବା ଅଭିଯୋଗ ଆଣି ଏବେ…
Read More...

ଉପରୁ ଖସିଲା ମୃତ୍ୟୁ: କ୍ରେନ ଛିଣ୍ଡିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଦେଶକୁ ଦୋହଲାଇ ଦେଲା ଥାନେ ଘଟଣା ।

କନକ ବ୍ୟୁରୋ: ପ୍ରତିଦିନ ପରି କାମ ଚାଲିଥିଲା । ପେଟ ପାଟଣା ପାଇଁ ଆସିଥିବା ଶ୍ରମିକ ହୁଏତ ଏକଥା ଜାଣିନଥିଲେ ଯେ କାମ କରୁ କରୁ ଜୀବନ ତାଙ୍କର ଅକାଳରେ ଚାଲିଯିବ । ମହାରାଷ୍ଟ୍ର ଥାଣେରେ ଘଟିଛି ବଡ ଧରଣର ଦୁର୍ଘଟଣା । ବ୍ରିଜ ନିର୍ମାଣ ସମୟରେ କ୍ରେନ ଓ ସ୍ଲାବ ଖସିବାରୁ ଦୁର୍ଘଟଣା ଘଟି…
Read More...

ହିଂସା ବଳୟରେ ହରିୟାଣା: ସାମ୍ପ୍ରଦାୟିକ ହିଂସା ନେଉଛି ମୁଣ୍ଡ, ଗଲାଣି ୭ ଜଣଙ୍କ ଜୀବନ । ଜଳିପୋଡି ଯାଇଛି ଶହଶହ…

କନକ ବ୍ୟୁରୋ: ସୋମବାର ହିଂସାରେ ଜଳିଛି ହରିୟାଣା । ଦୁଇ ଗୋଷ୍ଠୀଙ୍କ ସଂଘର୍ଷରେ ଥରି ଉଠିଛି ପୂରା ରାଜ୍ୟ । ହିଂସା ପ୍ରଭାବିତ ରାଜ୍ୟରେ କେଉଁଠି ଦୋକାନ ପୋଡି ଜଳି ପାଉଁଶ ହୋଇଛି ତ ପୁଣି କେଉଁଠି ଯାନବାହନ ନିଅାଁ ଲଗାଇଛନ୍ତି ଉପଦ୍ରବକାରୀ । କେବଳ ରାସ୍ତାରେ ଛିଡା ହୋଇଥିବା ଯାନବାହନ ନୁହେଁ…
Read More...

ଷ୍ଟୋକ୍ସ ଏବେ ମେସେଜ କଲେ ଡିଲିଟ୍ କରିଦେବି, ଆସେସ ସରୁ ସରୁ ଟେଷ୍ଟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡର ଏହି ଷ୍ଟାର…

କନକ ବ୍ୟୁରୋ : ଜବରଦସ୍ତ ବିଜୟ ସହ ଆସେସ ସିରିଜକୁ ବରାବର କରିଛି ଇଂଲଣ୍ଡ । ପ୍ରଥମ ୨ଟି ମ୍ୟାଚରେ ଅଷ୍ଟ୍ରେଲିଆ ବାଜି ମାରିଥିବା ବେଳେ ଶେଷ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ବିଜୟ ସହ ଚଳିତ ଆସେସ ସିରିଜକୁ ବରାବର କରିଛି ଇଂଲଣ୍ଡ ଟିମ୍ । ଶେଷ ମ୍ୟାଚରେ ବିଜୟ ପଛରେ ଷ୍ଟୁଆର୍ଟ ବ୍ରଡ ଓ ମୋଇନ…
Read More...

ଲୋକସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍: ସମର୍ଥନ କରିବ ବିଜେଡି

କନକ ବ୍ୟୁରୋ: ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ଦିଲ୍ଲୀ ସେବା ବିଲକୁ କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହରେ ଏହି ବିଲ୍ ଆଗତ କରିଥିଲେ । ବିଲ୍ ଆଗତ ହେବା ମାତ୍ରେ ଗୃହରେ…
Read More...

ଦିନକ ପାଇଁ ଜିଲ୍ଲା କମିଶନର ହେଲେ ୧୦ମ ଶ୍ରେଣୀ ଛାତ୍ର: କହିଲେ ଏଭଳି କଥା…

କନକ ବ୍ୟୁରୋ: ଚା’ ବଗିଚାରୁ ପ୍ରଶାସନିକ ଅଧିକାରୀଙ୍କ ସିଟ୍ । ଆସାମ ଶିବସାଗର ଜିଲ୍ଲାର ଜିଲ୍ଲା ଆୟୁକ୍ତ ହେଲେ ୧୦ମ ଶ୍ରେଣୀ ଛାତ୍ର । ଦିନକ ପାଇଁ ଡିଷ୍ଟ୍ରିକ୍ଟ କମିଶନର ଗାଦିରେ ବସିଲେ ୧୦ମ ଶ୍ରେଣୀ ଛାତ୍ର ଭାଗ୍ୟଦୀପ ରାଜଗଡ । ଜିଲ୍ଲା ବିକାଶ ସମିତିର ସ୍ୱତନ୍ତ୍ର ବୈଠକରେ ଭାଗ ନେଇ ଭାଗ୍ୟଦୀପ…
Read More...