Browsing Category

ଦେଶ ବିଦେଶ

ପୋଲିସ ବିଭାଗର ଅଜବ ନିୟମ । ଏହି ମନ୍ଦିରରେ ପୂଜାରୀ ପୋଷାକରେ ନିୟୋଜିତ ହେବେ ପୋଲିସ

କନକ ବ୍ୟୁରୋ : ଦେଶ ସ୍ୱାଧୀନ ହେବା ପରଠାରୁ ଭାରତବର୍ଷରେ ଯାହା କିଛି ବଦଳୁ ବା ନବଦଳୁ କିନ୍ତୁ ସ୍ଥିର ରହିଛି ପୋଲିସ ପୋଷାକ । ସାରା ଭାରତ ବର୍ଷରେ ପାଖାପାଖି ପୋଲିସ ପୋଷାକ ଗୋଟିଏ ପ୍ରକାରର । କିଛି ରାଜ୍ୟରେ ଆରମ୍ଭରୁ ଏହାର ବ୍ୟତିକ୍ରମ ରହିଛି । ହେଲେ ଏବେ ଉତ୍ତର ପ୍ରଦେଶ ପୋଲିସ ପୋଲିସ…
Read More...

ଏବେ ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ମାରୁଛୁ । ଋଷିକେଶ ସମାବେଶରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଋଷିକେଶରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ଏବେ ମଜବୁତ ସରକାର ରହିଛି । ଯେଉଁଥିପାଇଁ ଭାରତ ଏବେ ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ନିପାତ କରୁଛି । କେବଳ ଏତିକି ନୁହେଁ ୭ ଦଶକ ଧରୀ ଜମ୍ମୂ-କାଶ୍ମୀରରେ ଲାଗିଥିବା…
Read More...

ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢିଲା କେ, କବିତାଙ୍କ ପାଇଁ ଅଡୁଆ । ଜେଲରେ ଜେରା ପରେ ଗିରଫ କଲା ସିବିଆଇ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ କେ.କବିତାଙ୍କ ପାଇଁ ପୁଣି ଅଡୁଆ ବଢିଛି । ସମାନ ମାମଲାରେ ସିବିଆଇ ତାଙ୍କୁ ପୁଣିଥରେ ଗିରଫ କରିଛି । ତିହାଡ ଜେଲରେ କେ. କବିତାଙ୍କୁ ଜେରା କରିବା ପରେ ଆଜି…
Read More...

ଦୁର୍ଘଟଣାରେ ଦୁଇ ଗୋଡ, ଗୋଟେ ହାତ ହରାଇବା ପରେ ବି ହାର ମାନିନଥିଲେ ସୁରଜ । ପ୍ରଥମ ଚେଷ୍ଟାରେ ୟୁପିଏସସି ପରୀକ୍ଷା…

କନକ ବ୍ୟୁରୋ : ୟୁପିଏସସି ଏକ କଠିନ ପରୀକ୍ଷା । ଅନେକ ଛାତ୍ରଛାତ୍ରୀ ଏହି ପରୀକ୍ଷରେ କୃତକାର୍ଯ୍ୟ ହେବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । ଭଲ କୋଚିଂ ମଧ୍ୟ ନେବାକୁ ପଡିଥାଏ । ତଥାବି ଏଥିରେ ସହଜରେ ସଫଳତା ହାସଲ କରିପାରନ୍ତି ନାହିଁ । ଆଉ ହାର ମାନିନିଅନ୍ତି । କାରଣ ଦିନରାତି ପାଠ…
Read More...

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ବରିଷ୍ଠ ନେତା ହାନିୟେଙ୍କ ୩ ପୁଅ ମୃତ୍ୟୁ ।

ଇସ୍ରାଏଲର ପ୍ରତିଶୋଧ ପରାୟଣ ଆକ୍ରମଣରେ ହମାସର ବରିଷ୍ଠ ନେତା ଇସମାଇଲ ହାନିୟେଙ୍କ ତିନି ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛି ପାଲେଷ୍ଟାଇନ । ବୁଧବାର ଦିନ ଏକ ସାକ୍ଷାତକାରରେ ହାନିୟେଙ୍କ ଏହି ମୃତ୍ୟୁକୁ ନିଶ୍ଚିତ କରି କହିଛନ୍ତି ଯେ ଜେରୁଯେଲମ ତଥା ଅଲ-ଆକସା ମସଜିଦ ମୁକ୍ତି ଆନ୍ଦୋଳନରେ…
Read More...

ହରିଆଣା ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ଓଲଟିପଡିବାରୁ ୬ ଛୋଟ ପିଲାଙ୍କ ମୃତ୍ୟୁ

କନକ ବ୍ୟୁରୋ: ସକାଳେ ସ୍କୁଲ ବସ୍ ଓଲଟିବାରୁ ବଡ ଦୁର୍ଘଟଣା । ୬ ଛୋଟ ପିଲାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦ରୁ ଅଧିକ ଆହତ ହୋଇଛନ୍ତି । ହରିଆଣାର ନରନୌଲ ନିକଟସ୍ଥ ଉନହନି ଗାଁରେ ଏହି ଦୁର୍ଘଟଣା ଘଟିଛି । ବସ ଚାଳକ ଜଣଙ୍କ ମଦ ପିଇଥିବା ଜଣାପଡିଛି । ଭାରସାମ୍ୟ ହରାଇବାରୁ ଏଭଳି ଏକ…
Read More...

ଆମ ସରକାର ଆସିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ବିଜେପି ନେତା ଜେଲରେ ଭର୍ତ୍ତି ହେବେ। ଜାଣନ୍ତୁ କିଏ କହିଲେ ଏମିତି…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଆରଜେଡି ନେତ୍ରୀ ତଥା ଲାଲୁଙ୍କ ଝିଅ ମିସା ଭାରତୀ । ମିସା କହିଛନ୍ତି, ଯଦି ଚଳିତ ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଜନତା କ୍ଷମତାକୁ ଆଣନ୍ତି ତେବେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ବିଜେପି…
Read More...

କେହି ଦଙ୍ଗା କରିବାକୁ ଆସିଲେ ଚୁପ୍ ରୁହନ୍ତୁ, ମୁଣ୍ଡକୁ ଥଣ୍ଡା ରଖନ୍ତୁ । ଇଦ୍ ପାଳନ ବେଳେ କାହିଁକି ଏମିତି କହିଲେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗରେ ହେଉଥିବା ଇଡି, ଏନଆଇଏ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ମୋଦୀ ସରକାର ଉପରେ ବର୍ଷିଛନ୍ତି ମମତା । ଇଦ୍-ଉଲ-ଫିତର ଅବସରରେ…
Read More...

ହରିୟାଣାରେ ଓଲଟିଲା ସ୍କୁଲ ବସ୍ । ୬ ଜଣ ଛାତ୍ରଛାତ୍ରୀଙ୍କର ଚାଲିଗଲା ଜୀବନ, ନିଶାଶକ୍ତ ଅବସ୍ଥାରେ ଥିଲେ ଡ୍ରାଇଭର ।

କନକ ବ୍ୟୁରୋ : ହରିୟାଣାର ମହେନ୍ଦ୍ରଗଡରେ ଭୟଙ୍କର ସଡକ ଦୁର୍ଘଟଣା । ଗୁରୁବାର ଏକ ଘରୋଇ ସ୍କୁଲ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୬ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । କନିନା-ଦାଦରି ରାସ୍ତାରେ ଏହି ଦୁର୍ଘଟଣା…
Read More...

ଚର୍ଚ୍ଚାରେ ସମାଜବାଦୀ ପାର୍ଟିର ଇସ୍ତାହାର । କ୍ଷମତାକୁ ଆସିଲେ ଦଳ ଦେବ ମାଗଣା ଅଟା ସହ ୫ଶହ ଟଙ୍କାର ମୋବାଇଲ ଡାଟା ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । ଦଳ ଘୋଷଣାପତ୍ରର ନାଁ ଦେଇଛି ଭିଜନ ଡକ୍ୟୁମେଣ୍ଟ । ଦଳ ଶାସନ କ୍ଷମତାକୁ ଆସିଲେ ମାଗଣା ଗହମ ବଦଳରେ ଏଣିକି ଅଟା ଦେବ ଦଳ । ଏଥିସହ ରାସନକାର୍ଡଧାରୀଙ୍କୁ ମାସକୁ ୫ଶହ ଟଙ୍କା ମାଗଣା ମୋବାଇଲ ଡାଟା ମିଳିବ…
Read More...