Browsing Category

ଦେଶ ବିଦେଶ

ଇଡି ଗିରଫ କରିବା ପରେ ବଢିଲା ମନ୍ତ୍ରୀଙ୍କ ବ୍ଳଡପ୍ରେସର୍ । କୋର୍ଟରେ ଚେତାଶୂନ୍ୟ ହୋଇ ପଡିଗଲେ ।

କନକ ବ୍ୟୁରୋ: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ରିମାଣ୍ଡ ଶୁଣାଣି ସମୟରେ ବାଙ୍କଶାଲ କୋର୍ଟରେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି…
Read More...

ଗାଜାପଟ୍ଟି ଗ୍ରାଉଣ୍ଡ ଅପରେସନ୍: ହାମାସ ଆତଙ୍କବାଦୀଙ୍କୁ ଟନେଲରୁ ଟାଣି ବାହାରକରି ହତ୍ୟା କରାଯାଉଛି । ଇସମାଇଲ ହାନିୟେର…

ଇସ୍ରାଏଲ୍ ଆର୍ମି (ଆଇଡିଏଫ୍) ହମାସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଶିକାର କରୁଛି ।  ଆତଙ୍କବାଦୀଙ୍କ ପାଇଁ ଟନେଲ ଦେଇ ଖସିଯିବା ମଧ୍ୟ କଷ୍ଟକର ହୋଇପଡିଛି । ହମାସ ମୁଖ୍ୟ ଇସମାଇଲ ହାନିୟେର ଗର୍ବ ଭାଙ୍ଗି ଯାଇଛି । ଗାଜା ଟନେଲ ଅପରେସନ : ଇସ୍ରାଏଲର ଗାଜା ଉପରେ ଭୟଙ୍କର ବୋମା ବିସ୍ଫୋରଣ ଜାରି…
Read More...

୯୦ ଟଙ୍କାରେ ବିକ୍ରି ହେଲା ପିଆଜ, ବ୍ୟବସାୟୀ କହିଲେ ୧୦୦ ଟପିପାରେ ଦର ।

କନକ ବ୍ୟୁରୋ: ନବରାତ୍ରୀ ପରେ ପରେ ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢିଚାଲିଛି । ଶୁକ୍ରବାର ଦିଲ୍ଲୀ ବଜାରରେ ପିଆଜ କିଲୋ ୯୦ ଟଙ୍କା ଛୁଇଁଛି । ଏବଂ ଖୁବ୍ ଶୀଘ୍ର ଏହା ୧୦୦ ଟପିବ ବୋଲି ବ୍ୟବସାୟ କହିଛନ୍ତି । ଦିଲ୍ଲୀର ଆରକେ ପୁରମ୍ ଅଞ୍ଚଳରେ ପିଆଜ ଦର ୯୦ରେ ପହଞ୍ଚିବା ପରେ ଲୋକେ ଅତିଷ୍ଠ…
Read More...

କେରଳ ରାଲିରେ ହମାସ୍ ନେତା ଖାଲିଦଙ୍କ ନାରା । କହିଲେ ‘ବୁଲଡୋଜର ହିନ୍ଦୁତ୍ୱକୁ ଉପାଡି ପିଙ୍ଗିଦିଅ’ ।

କନକ ବ୍ୟୁରୋ: କେରଳ ମଲ୍ଲପୁରମ୍ ଠାରେ ପାଲେଷ୍ଟାଇନ ସମର୍ଥନରେ ବାହାରିଥିବା ରାଲିରେ ହମାସ୍ ନେତା ଖାଲିଦ୍ ମଶେଲଙ୍କ ଭର୍ଚୁଆଲ ନାରାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଶୁକ୍ରବାର ମଲ୍ଲପୁରମରେ ସଲିଡାରିଟି ଯୁବା ଆନ୍ଦୋଳନ ଦ୍ୱାରା ଆୟୋଜିତ…
Read More...

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ, ୨୦ କୋଟି ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଚେତାବନୀ

କନକ ବ୍ୟୁରୋ: ଦେଶର ବଡ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବାକୁ ଧମକ । ଇମେଲରେ ଧମକ ଦେଇଥିବା ଅଜ୍ଞାତ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ୨୦ କୋଟି ଟଙ୍କା ମାଗିଛି ଏବଂ ନଦେଲେ ଜୀବନ ହରାଇବାକୁ ପଡିବ ବୋଲି ଧମକ ଦେଇଛି । ପୁଲିସଠାରୁ ମିଳିଥିବା ତଥ୍ୟ ମୁତାବକ, ଅକ୍ଟୋବର ୨୭…
Read More...

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ । ଜାଣନ୍ତୁ ଅଧିନାୟକ ଭାବେ କାହାକୁ ମିଳିଲା ଦାୟିତ୍ୱ?

କନକ ବ୍ୟୁରୋ : ବିଶ୍ୱକପ ପରେ ଭାରତ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଅଷ୍ଟ୍ରେଲିଆ । ଏଥିପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ୧୯ ନଭେମ୍ବରରେ ବିଶ୍ୱକପର ଫାଇନାଲ ମୁକାବିଲା ଖେଳାଯିବା ପରେ ୨୩ ନଭେମ୍ବରରେ ଟି-୨୦ ସିରିଜ ଆରମ୍ଭ ହେବ । ଭାରତ ବିପକ୍ଷ ଟି-୨୦…
Read More...

ହମାସକୁ ଆତଙ୍କବାଦୀ କହିଲେ, ପାଲେଷ୍ଟାଇନବସୀଙ୍କୁ ସମର୍ଥନ କରି ରାଲି କଲେ ଶଶି ଥରୁର ।

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ସାଂସଦ ଶଶି ଥରୁର ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତି। ପାଲେଷ୍ଟିନୀୟଙ୍କୁ ସମର୍ଥନ କରି ଗୁରୁବାର ଆଇୟୁଏମଏଲ (ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍‌) ଦ୍ୱାରା ହୋଇଥିବା ଏକ ରାଲିରେ ଭାଷଣ ଦେବା ସମୟରେ ଥରୁର ହମାସକୁ ଆତଙ୍କବାଦୀ ସଂଗଠନ ଏବଂ…
Read More...

ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ ।

କନକ ବ୍ୟୁରୋ: ଚେକୋସ୍ଲୋଭାକିଆର ଟିଭି କଳାକାର କାମିଲ ବାର୍ତୋସେକ ଏଭଳି କାମ କରିଛନ୍ତି ଯାହା ସାରା ବିଶତବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଆକାଶ ମାର୍ଗରୁ ହେଲିକପ୍ଟରରୁ ବର୍ଷା କରିଛିନ୍ତି ଲକ୍ଷ ଲକ୍ଷ ଟଙ୍କା । ଆକାଶମାର୍ଗରେ ଥାଇ ଏକ ହେଲିକପ୍ଟରରୁ ତଳେ ଅପେକ୍ଷାରତ ସମର୍ଥକମାନଙ୍କ ଉପରକୁ ୧୦…
Read More...

ଗାଜାରେ ପୁଣି ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୧୦୦ରୁ ଅଧିକ ମୃତ ।

କନକ ବ୍ୟୁରୋ: ଦିନକୁ ଦିନ ଭୟାବହ ହେଉଛି ଇସ୍ରାଏଲ ଓ ହମାସ୍ ଯୁଦ୍ଧ । ପାଖାପାଖି ୨ ସପ୍ତାହ ଧରି ଯୁଦ୍ଧ ଚାଲିଥିବାବେଳେ ଆଜି ପୁଣିଥରେ ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଗାଜାରେ ମୋବାଇଲ ସେବା ଠପ୍ ହୋଇଯାଇଥିବା ଜଣାପଡିଛି…
Read More...

ବଡ଼ ପରଦାକୁ ଆସିବ ସୀମା-ସଚିନଙ୍କ ପ୍ରେମକାହାଣୀ । ସିନେମା ‘କରାଚିଠୁ ନୋଏଡ଼ା’ର ପ୍ରଥମ ଟ୍ରେଲର ଜାରି

କନକ ବ୍ୟୁରୋ : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ କାହାଣୀକୁ ନେଇ ପ୍ରସ୍ତୁତ ସିନେମା ‘କରାଚି ଟୁ ନୋଏଡା’ର ଟ୍ରେଲର ରିଲିଜ ହୋଇଛି । ନୋଏଡାରେ ରହୁଥିବା ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପଡି ନିଜ ୪ ଛୁଆଙ୍କୁ ଧରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ତିଆରି…
Read More...