Browsing Category

ଦେଶ ବିଦେଶ

ଦିନିକିଆରେ ପାକିସ୍ତାନକୁ ପଛରେ ପକାଇଲା ଭାରତ : ଭାରତ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଲା; ଏପଟେ ବୁମରା ଏକ ନମ୍ବର…

କନକ ବ୍ୟୁରୋ : ଦିନିକିଆରେ ପାକିସ୍ତାନକୁ ପଛରେ ପକାଇଲା ଭାରତ । ଭାରତ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଯାଇଛି । ପାକିସ୍ତାନ ୧୦୬ ପଏଣ୍ଟ ସହ ୪ ର୍ଥ ସ୍ଥାନକୁ ଖସି ଯାଇଛି । ଭାରତ ମଙ୍ଗଳବାର ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଥିଲା । ଯଶପ୍ରୀତ ବୁମ୍ରାଙ୍କ ୬ ୱିକେଟ ସଫଳତା ଯୋଗୁ…
Read More...

ଘର ଭିତରେ ଛାତି ଉଚ୍ଚର ପାଣି । କେଉଁଠି ରାସ୍ତା ପାଲଟିଛି ନଦୀ ତ ପୁଣି କେଉଁଠି ଘରଦ୍ୱାର ସବୁ କିଛି ଭାସୁଛି ବନ୍ୟା…

କନକ ବ୍ୟୁରୋ : ଗୁଜରାଟରେ ବନ୍ୟା ବିଭୀଷିକା । ରାସ୍ତା ପାଲଟିଛି ନଦୀ, ଘର ଭିତରେ ଛାତି ଉଚ୍ଚର ପାଣି । ବନ୍ୟା ପାଣି ଘେର ଭିତରେ ଜୀବନ, ଜଳବନ୍ଦୀ ଶହ ଶହ ଲୋକ । ଭୋକ ଉପାସ ଅନ୍ଧାର ଭିତରେ ଘର ଭିତରେ ଫଶି ରହିଥିବା ଲୋକମାନେ ସାହାଯ୍ୟ ଅପେକ୍ଷାରେ ଦିନ ପରେ ଦିନ କାଟୁଛନ୍ତି । ଲଗାଣବର୍ଷାର୍…
Read More...

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅକ୍ତିଆରକୁ ନେଲେ ପ୍ରଦର୍ଶନକାରୀ। ସଂସଦ ଭବନକୁ ମଧ୍ୟ କଲେ କବଜା।

କନକ ବ୍ୟୁରୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ନଦେଇ ମାଳଦ୍ୱୀପ ଫେରାର ହୋଇଯିବା ଖବର କଲମ୍ବୋରେ ନିଆଁ ଲଗାଇ ଦେଇଛି । ରାଷ୍ଟ୍ରପତି ଗୋଟାବାୟାଙ୍କ ମାଳଦ୍ୱୀପ ଫେରାର ଖବର ପରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ସଂସଦ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବଜା…
Read More...

ଅଶୋକ ସ୍ତମ୍ଭକୁ ନେଇ ତେଜିଲା ନୂଆ ବିବାଦ, ସଫେଇ ଦେଲେ ନିର୍ମାଣକାରୀ

କନକ ବ୍ୟୁରୋ : ଅଶୋକ ସ୍ତମ୍ଭକୁ ନେଇ ଦେଶରେ ନୂଆ ବିବାଦ ମୁଣ୍ଡ ଟେକିଛି । ଯେବେଠୁ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନର ଛାତରେ ଅଶୋକ ସ୍ତମ୍ଭର ଉଦଘାଟନ କରିଛନ୍ତି, ସେଥିରେ ଥିବା ସିଂହ ପ୍ରତିମୂର୍ତିର ରୂପରେଖକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପୂର୍ବରୁ ଅଶୋକ ସ୍ତମ୍ଭରେ ଥିବା ସିଂହ…
Read More...

ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଫେରାର । ମାତିଲେ ପ୍ରଦର୍ଶନକାରୀ, ସବୁଠି ବିକ୍ଷୋଭ

କନକ ବ୍ୟୁରୋ : କେଉଁଠି ପୋଡ଼ାଜଳା ତ ପୁଣି କେଉଁଠି ବିକ୍ଷୋଭ, ପୁଲିସ ଓ ପ୍ରଦର୍ଶନକାରୀଙ୍କ ମୁହାଁମୁହିଁ ଭିତରେ ଥରି ଉଠିଲା ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ । ବୁଧବାର ସକାଳୁ ସକାଳୁ ରାଜଧାନୀରେ ହଲ୍ଲାବୋଲ କରିବା ସହ ସଂସଦ ଭବନ ଉପରେ କବଜା କରିଛନ୍ତି ହଜାର ସଂଖ୍ୟକ ବିକ୍ଷୋଭକାରୀ ଦେଶରେ…
Read More...

ବଢିଲା ରିୟା ଚକବର୍ତୀଙ୍କ ଅଡୁଆ । ସୁଶାନ୍ତଙ୍କ ପାଇଁ ରିୟା କିଣୁଥିଲେ ଡ୍ରଗସ୍

କନକ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତିଙ୍କ ପିଛା ଛାଡିବାର ନାଁ ଧରୁନାହିଁ ବିବାଦ । ଏବେ ମଧ୍ୟ ନାର୍କୋଟିକସ କଂଟ୍ରୋଲ୍ ବ୍ୟୁରୋର ରାଡାରରେ ଅଛନ୍ତି ରିଆ ଚକ୍ରବର୍ତି । ରିୟା ଓ ଅନ୍ୟ ୩୪ ଜଣ ଅଭିଯୁକ୍ତଙ୍କ ଉପରେ ଉଚ୍ଚ ବର୍ଗ ଓ ବଲିଉଡର ଲୋକଙ୍କୁ ଡ୍ରଗସ ସପ୍ଲାଇ କରୁଥିବାର ଚାର୍ଜ…
Read More...

ନୂଆ ସଂସଦ ଭବନର ଅଶୋକସ୍ତମ୍ଭକୁ ନେଇ ତେଜିଲା ବିବାଦ। ସ୍ଥପତି କହିଲେ, ବଦଳା ଯାଇନି ମୂଳ ଡିଜାଇନ।

କନକ ବ୍ୟୁରୋ: ବିବାଦର କେନ୍ଦ୍ରସ୍ଥଳରେ ଏହି ସିଂହମୂର୍ତ୍ତି । ଭାରତର ଜାତୀୟ ପ୍ରତୀକ ଅଶୋକସ୍ତମ୍ଭ । ତେବେ ଚିତ୍ରରେ ଆପଣ ଦେଖୁଥିବା ଦୁଇଟି ଫଟୋ ମଧ୍ୟରୁ ଗୋଟିଏ ସାରନାଥର ସିଂହ ମୂର୍ତ୍ତି ଓ ଅନ୍ୟଟି ହେଉଛି ନୂଆ ସଂସଦଭବନ ଉପରେ ସ୍ଥାପନ କରାଯାଇଥିବା ଅଶୋକ ସ୍ତମ୍ଭ । ଦୁଇଟି ଯାକ ଫଟୋରେ…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ, ହେଲେ ଜାଣନ୍ତୁ କଣ ରହିଛି ପ୍ରତିବନ୍ଧକ

କନକ ବ୍ୟୁରୋ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଇସ୍ତଫା ପରେ ଏବେ ବ୍ରିଟେନର କିଏ ହେବ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବୋରିସଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ଋଷି ସୁନକ ।…
Read More...

ଇଣ୍ଡିଗୋ ପରେ ସାମୂହିକ ଛୁଟିରେ ଗଲେ ଆଉ ଏକ ବିମାନ କମ୍ପାନୀ କର୍ମଚାରୀ। ପଢନ୍ତୁ …

କନକ ବ୍ୟୁରୋ: ବିମାନ କମ୍ପାନୀର ଆୟ କମିବା କାରଣରୁ ଗତ ୨ ବର୍ଷ ତଳେ କର୍ମଚାରୀଙ୍କ ଦରମା ହ୍ରାସ କରାଯାଇଥିଲା । ଆଉ ବର୍ତ୍ତମାନ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଅନେକ କର୍ମଚାରୀ ସେମାନଙ୍କ ଦରମାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଦରମା ବଢାଇବା ପାଇଁ ଦାବି କରୁଛନ୍ତି । ସେମାନେ…
Read More...

ପ୍ରଧାନମନ୍ତ୍ରୀଙ୍କ ଆବାସ ଦଖଲ ପରେ କଠୋର ହେଲେ ନୂଆ ରାଷ୍ଟ୍ରପତି । କହିଲେ ଦେଶର ସୁରକ୍ଷା ପାଇଁ ସେନା ଓ ପୋଲିସ…

କନକ ବ୍ୟୁରୋ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଫେରାର ହୋଇଯିବା ପରେ ଏବେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଚୟନ କରାଯାଇଛି   । ହେଲେ ପ୍ରଦର୍ଶନକାରୀମାନେ ଯେଭଳି ଭାବେ ଗୋଟିଏ ପରେ ଗୋଟିଏ ସରକାରୀ ସଂସ୍ଥାକୁ ଦଖଲ କରିବାରେ…
Read More...