Browsing Category

ଦେଶ ବିଦେଶ

ଟିଏମସିରୁ ୫ ଥର ବିଧାୟକ ତ ମମତାଙ୍କ ଖୁବ୍ ନିକଟତର, ହେଲେ ଜାଣନ୍ତୁ କିଭଳି ଥିଲା ଶିକ୍ଷକ ଭର୍ତ୍ତି ଘୋଟାଲା

କନକ ବ୍ୟୁରୋ : ଆଜିର ସବୁଠାରୁ ଚର୍ଚ୍ଚିତ ଖବର ହେଉଛି ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀଥିବା ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ । ହେଲେ ପାର୍ଥ କାହିଁକି ଗିରଫ ହେଲେ ତାହାକୁ ନେଇ ଏବେ ବି ସସ୍ପେନ୍ସ ଲାଗି ରହିଛି । କୁହାଯାଉଛି କି ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ମାମଲାରେ ପାର୍ଥ…
Read More...

ଗିରଫ ହେଲେ ମମତାଙ୍କ ମନ୍ତ୍ରୀ । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନେଇ ଚାଲିଥିଲା ଛାନଭିିନ୍

କନକ ବ୍ୟୁରୋ : ଗିରଫ ହେଲେ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନେଇ ଚାଲିଥିଲା ଛାନଭିିନ୍ । ଇଡି ରେଡ୍ ବେଳେ ମିଳିଲା ନଗଦ ୨୦ କୋଟି ଟଙ୍କା । ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ…
Read More...

ଅସ୍ତ୍ର ଲାଇସେନ୍ସ ପାଇଁ ଆବେଦନ କଲେ ସଲମାନ । ହତ୍ୟା ଧମକ ମିଳିବା ପରେ ପୋଲିସ କମିଶନରଙ୍କୁ ଭେଟିଲେ ଭାଇଜାନ

କନକ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଜୀବନ ପ୍ରତି ରହିଛି କି ବିପଦ ? ବାରମ୍ବାର ହତ୍ୟା ଧମକ ମିଳିବା ପରେ, ନିଜ ସୁରକ୍ଷା ପାଇଁ ଏବେ ପାଖରେ ଅସ୍ତ୍ର ରଖିବାକୁ ଚାହୁଁଛନ୍ତି ସଲମାନ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅସ୍ତ୍ର ଲାଇସେନ୍ସ ପାଇଁ ସେ ମୁମ୍ବାଇ ପୁଲିସରେ ଆବେଦନ…
Read More...

ଦୂର ହେବ ଖାଦ୍ୟ ସଙ୍କଟ । ଖାଦ୍ୟଶସ୍ୟ ରପ୍ତାନୀ ପାଇଁ ଶେଷରେ ସହମତି ଦେଲେ ରୁଷ ଓ ୟୁକ୍ରେନ୍

କନକ ବ୍ୟୁରୋ: ଦୂର ହେବ ଖାଦ୍ୟ ସଙ୍କଟ । ଖାଦ୍ୟ ଶସ୍ୟ ରପ୍ତାନୀ ପାଇଁ ଶେଷରେ ସହମତି ଦେଲେ ରୁଷ ଓ ୟୁକ୍ରେନ୍ । ଗତ ଫେବ୍ରୁୟାର ୨୪ତାରିଖରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବା ଭିତରେ ଦୁଇ ଦେଶ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି । କୃଷ୍ଣସାଗର ପଥ ଦେଇ ଜାହାଜରେ…
Read More...

ଶିବସେନା କାହାର? ବହୁମତ ସାବ୍ୟସ୍ତ କରିବାକୁ ଏକନାଥ ଓ ଉଦ୍ଧବଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍ ।

କନକ ବ୍ୟୁରୋ: ଶିବସେନା କାହାର । ମହାରାଷ୍ଟ୍ରରେ ଉଦ୍ଦବ ସରକାର ଭାଙ୍ଗି ସିନ୍ଦେ ସରକାର ଗଠନ ହେବା ପରେ ଏବେ ଶିବସେନା କାହାର, ତାକୁ ନେଇ ଚାଲିଛି ଛକାପଂଝା । ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉଭୟଙ୍କ ଗୋଷ୍ଠି ଶିବସେନା ଓ ଏହାର ଦଳୀୟ ଚିହ୍ନକୁ ନିଜ କବଜାରେ…
Read More...

୬ଜଣ କାଉଡିଆଙ୍କ ଉପରେ ମାଡିଗଲା ଡମ୍ପର । ଘଟଣାସ୍ଥଳରେ ମୃତ୍ୟୁ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ମହାଦେବଙ୍କ ପାଖୁ ଜଳଭିଷେକ କରିବାକୁ ଯାଉଥିବା ୬ଜଣ କାଉଡିଆ ଭକ୍ତଙ୍କ ଉପରେ  ଡମ୍ପର ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ସେମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ଜନପଦ…
Read More...

ଡିଜିସିଏ ବୋର୍ଡର ନିୟମାବଳୀରେ ପରିବର୍ତନ: ଏଣିକି ଦିବ୍ୟାଙ୍ଗକୁ ବିମାନଯାତ୍ରା ପାଇଁ ବାରଣ କରି ପାରିବେନି ବିମାନ…

କନକ ବ୍ୟୁରୋ: ଏଣିକି ବିମାନଯାତ୍ରା ପାଇଁ ଆସିଲା ନୂଆ ନିୟମ । ଦିବ୍ୟାଙ୍ଗଙ୍କ ପାଇଁ ଡିଜିସିଏ ବୋର୍ଡ ନିୟମରେ ସୁଧାର ଅଣାଯାଇଛି । ଡିଜିସିଏ କହିଛି ଦିବ୍ୟାଙ୍ଗଙ୍କ ଅକ୍ଷମତା ଦର୍ଶାଇ କୌଣସି ବିମାନ କମ୍ପାନୀ ସେମାନଙ୍କୁ ଯାତ୍ରା କରିବାକୁ ବାରଣ କରିପାରିବେନି । ଯଦି ବିମାନ କମ୍ପାନୀ…
Read More...

ଦେଶରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି: ୫ରାଜ୍ୟରେ ବିଗୁଡୁଛି ସ୍ଥିତି, ସବୁଠୁ ଆଗରେ ପଶ୍ଚିମବଙ୍ଗ

କନକ ବ୍ୟୁରୋ: ଦେଶରେ ଉପରାମୁହାଁ କରୋନା ସଂକ୍ରମିତ । କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୨୧ ହଜାର ୮୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ, ୨୧ ହଜାର ୨୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ସହ…
Read More...

ସୀମାରେ ଚୀନ କରୁଛି ଦାଦାଗିରି: ଡୋକଲାମାରେ ଗାଁ, ଅକ୍ସାଇ ଚୀନ ନିକଟରେ ଚୀନ କରୁଛି ହାଇୱେ

କନକ ବ୍ୟୁରୋ: ବିସ୍ତାରବାଦୀ ନୀତିକୁ ନେଇ ପୁଣି ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛି ଚୀନ । ଡୋକଲାମ, ଲଦାଖ ନିକଟରେ ବେଧଡକ କରି ଚାଲିଛି ସଡକ, ପୋଲ, ମୋବାଇଲ ଟାୱାର ନିର୍ମାଣ କରୁଛି । ଏଥିସହ ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗିରହିଥିବା ବେଳେ ଚୀନ ଅକ୍ସାଇ ଚୀନରେ ଆଉ ଏକ ହାଇୱେ…
Read More...

ବିଦାୟ ନେଉଛନ୍ତି ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି: ବିଦାୟ ସମ୍ବର୍ଦ୍ଧନା ପାଇଁ ରାଷ୍ଟ୍ରପତି ଭବନରେ ପହଂଚିଲେ…

କନକ ବ୍ୟୁରୋ: ସରି ଆସୁଛି ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଏହାପୂର୍ବରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଦାୟୀ ସମ୍ବର୍ଦ୍ଧନା ଦେଉଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ।…
Read More...