Browsing Category

ଦେଶ ବିଦେଶ

ମୃତ ବ୍ୟକ୍ତିଙ୍କ ନାମରେ ଲାଇସେନ୍ସ ଆଣି ମଦ ଦୋକାନ ଚଳାଉଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ, ଗୋଆ ଅବକାରୀ…

କନକ ବ୍ୟୁରୋ : ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି ଆଜି ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଂଚ ପାଇଁ ଦାବି କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଜୋଇଶାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଜୋଇଶାଙ୍କର…
Read More...

ଏହି ରାଜ୍ୟ ସରକାରଙ୍କ ବଡ ଘୋଷଣା । ଏବେ ଏହି ରାଜ୍ୟର ବିଧାୟକମାନେ ମାସକୁ ପାଇବେ ୧ ଲକ୍ଷ ୬୦ ହଜାର ଟଙ୍କା ଦରମା

କନକ ବ୍ୟୁରୋ : ଛତିଶଗଡ ବିଧାନସଭାରେ ଚାଲିଥିବା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅନୁପୂରକ ବଜେଟ ଉପରେ ତର୍କ ଚାଲିଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେଙ୍କ ଘୋଷଣା ମୁତାବକ ଏବେ ରାଜ୍ୟର…
Read More...

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଅଜୟ ଦେବଗନ, ସାଉଥ ଷ୍ଟାର ସୁରିୟା ଶ୍ରେଷ୍ଠ ଅଭିନେତା

କନକ ବ୍ୟୁରୋ: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ବିଭିନ୍ନ ଅଭିନେତା ଓ ଫିଲ୍ମ ମେକରମାନଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ତାନାଜୀ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ ।…
Read More...

ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ନଦେବାକୁ ମମତାଙ୍କ ଘୋଷଣା । ପ୍ରାର୍ଥୀ ଆଲ୍ୱା ମାର୍ଗାରେଟ କହିଲେ ଏଭଳି କଥା

କନକ ବ୍ୟୁରୋ : ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନାହିଁ ମମତା ବାନାର୍ଜୀଙ୍କ ଟିଏମସି ପାର୍ଟି । ମମତା ବାନାର୍ଜୀଙ୍କ ଏଭଳି ଘୋଷଣା ପରେ ଏହାକୁ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଆଲ୍ୱା ମାର୍ଗାରେଟ । ସେ କହିଛନ୍ତି କି ଦେଶ ଯେଭଳି ସ୍ଥିତି ଦେଇ ଗତି କରୁଛି ଏହି…
Read More...

ଚିନ୍ତା ବଢାଉଛି ମଙ୍କିଫକ୍ସ, କେରଳରୁ ତୃତୀୟ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : କେରଳରୁ ତୃତୀୟ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଗର୍ଗ ସୂଚନା ଦେଇଛନ୍ତି । ଜୁଲାଇ ମାସରେ ୟୁଏଇରୁ ଫେରିଥିବା ଜଣେ ୩୫ ବର୍ଷିୟ ଯୁବକଙ୍କ ଠାରେ ମଙ୍କିଫକ୍ସ ଭୂତାଣୁ ଚିହ୍ନଟ ହୋଇଥିବା ବିଣା ଗର୍ଗ କହିଛନ୍ତି । ବିଣାଙ୍କ କହିବା…
Read More...

ଇତିହାସ ରଚିଲେ ବୁଲନ୍ଦସହର ଝିଅ । ସିବିଏସଇ ଦ୍ୱାଦଶରେ ପରଫେକ୍ଟ ୫୦୦ ଆଣି କଲେ ରେକର୍ଡ

କନକ ବ୍ୟୁରୋ: ଆଜି ପ୍ରକାଶ ପାଇଛି ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ ସର୍ବ ଭାରତୀୟ ସ୍ତରରେ ପାସ ହାର ୯୨.୭୧ ପ୍ରତିଶତ ଥିବାବେଳେ ଝିଅମାନେ ବାଜି ମାରିଛନ୍ତି । ତେବେ ଉତ୍ତରପ୍ରଦେଶ ବୁଲନ୍ଦସହର ବାସିନ୍ଦା ତାନ୍ୟା ସିଂହ ଏହି ପରୀକ୍ଷାରେ ଫୁଲମାର୍କ ଆଣି ରାଜ୍ୟ ସହ ସାରା ଦେଶରେ…
Read More...

ଚାଇନାରେ ଆର୍ଥିକ ସଙ୍କଟ : ବ୍ୟାଙ୍କ ଆଗରେ ଟ୍ୟାଙ୍କ ମୁତୟନ; ଗ୍ରାହକଙ୍କ ଆକାଉଣ୍ଟ ଅଚଳ, ଟଙ୍କା ଉଠାଇବାକୁ ମନା

କନକ ବ୍ୟୁରୋ : ଚାଇନାରେ ବ୍ୟାଙ୍କ ଗୁଡ଼ିକରେ ଆର୍ଥିକ ସଙ୍କଟ ଦେଖାଇଛି । ଆଉ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି । ବ୍ୟାଙ୍କଜନିତ ସଙ୍କଟ ଦେଇ ଗତି କରୁଥିବା ଚାଇନାରେ ଗ୍ରାହକଙ୍କ ଆକାଉଣ୍ଟ ସିଜ୍ କରିଦିଆଯାଇଛି । ଯାହା ପରେ ଲୋକେ ରାସ୍ତାରେ ପ୍ରତିବାଦ କରୁଥିବା ଦେଖିବାକୁ…
Read More...

ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ପୁଣି ରାଜନୀତି ସରଗରମ, ସିବିଆଇ ଯାଂଚ ପାଇଁ ସୁପାରିଶ କଲେ ଉପ ରାଜ୍ୟପାଳ

କନକ ବ୍ୟୁରୋ : ଦିଲ୍ଲୀ ଉପ ରାଜ୍ୟପାଳ ବି.କେ ସକସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅବକାରୀ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ୨୦୨୧-୨୨ ନିୟମର ଉଲଙ୍ଘନ ତଥା ପ୍ରକ୍ରିୟାଗତ ତୃଟି ବାବଦରେ ସିବିଆଇ ଯାଂଚ ପାଇଁ ସୁପାରିଶ କରିଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ । ଅଧିକାରୀଙ୍କ କହିବା…
Read More...

ଭାରତର ସ୍ୱତନ୍ତ୍ରତା ଆନ୍ଦୋଳନରେ ବାପା ନେଇଥିଲେ ଭାଗ, ଏବେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେଲେ ପୁଅ

କନକ ବ୍ୟୁରୋ : ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ପରେ ଏବେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ୭୨ ବର୍ଷିୟ ଦିନେଶ ଗୁଣବର୍ଦ୍ଦନଙ୍କ ନାମ ଘୋଷଣା କରାଯାଇଛି । ଏହାସହ ସଂସଦରେ ଗୁଣବର୍ଦ୍ଦନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗୁଣବର୍ଦ୍ଦନ…
Read More...

ପୁଣି ଲକ୍ଷ୍ୟ ଭେଦ କଲା ନୀରଜ ଚୋପ୍ରାଙ୍କ ଭାଲା । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲରେ ଗୋଲ୍ଡେନ୍ ବୟ

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଖ୍ୟାତି ଆଣିଥିବା ନୀରଜ ଚୋପ୍ରା ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଫାଇନାଲରେ ପ୍ରବେଶ କରିଛନ୍ତି । ଆମେରିକାର ୟୁଜିନରେ ଚାଲିଥିବା ପ୍ରତିଯୋଗିତାରେ ନୀରଜ ତାଙ୍କର ପ୍ରଥମ…
Read More...