Browsing Category

ଦେଶ ବିଦେଶ

ମାଟିରେ ମିଶିବ ୩୨ ମହଲା ଓ ୨୯ ମହଲା କୋଠା । ଧୂଳିସାତ ହେବ ନଏଡାର ଟ୍ୱିନ୍ ଟାୱାର । ଆପଣ ଜାଣିଛନ୍ତି କି, ଟ୍ୱିନ୍…

କନକ ବ୍ୟୁରୋ: ମାଟିରେ ମିଶିବ ଟ୍ୱିନ୍ ଟାୱାର । ଆଜି ଦ୍ୱିପହର ଠିକ୍ ୨ଟା ୩୦ ମିନିଟରେ ଏହି ବିଶାଳ କୋଠାରେ ଭୂଇଁରେ ଧୂଳିସାତ ହେବ । ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ମାତ୍ର ୯ରୁ ୧୨ ସେକେଣ୍ଡ ଭିତରେ ବିସ୍ପୋରକ ଲଗେଇ ଟ୍ୱିନ୍ ଟାୱାରକୁ ଧ୍ୱଂସ କରାଯିବ । ତେବେ ଆପଣ…
Read More...

ଟ୍ୱିନ ଟାୱାର ଧ୍ୱଂସ ପରେ ହୋଇପାରେ ଭୀଷଣ ବାୟୁ ପ୍ରଦୂଷଣ । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ।

କନକ ବ୍ୟୁରୋ: ନୋଏଡାର ସେକ୍ଟର ୯୩ଏରେ ସୁପରଟେକ୍ ଟ୍ୱିନ୍ ଟାୱାର ଭାଙ୍ଗିବା ପରେ, ବାୟୁ ପ୍ରଦୂଷଣ ଏବଂ ଅନ୍ୟାନ୍ୟ ସମସ୍ୟାର ଆଶଙ୍କା ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଛି ବୋଲି ବିଶେଷଜ୍ଞମାନେ କହିବା ପରେ ପ୍ରଶାସନ ସଜାଗ ହୋଇଛି । ଏଥିପାଇଁ ଜାରି ହୋଇଛି ହେଲ୍ପଲାଇନ୍ ନମ୍ବର । ବାୟୂ ପ୍ରଦୂଷଣ…
Read More...

ଟିମ୍ ଇଣ୍ଡିଆ ଆଗରେ, ପାକିସ୍ତାନ ପଛରେ । ଏସିଆ କପ୍ ରେକର୍ଡ ବୁକରେ ସବୁବେଳେ ପାକିସ୍ତାନଠୁ ଆଗରେ ଭାରତ । ପଢନ୍ତୁ, କଣ…

କନକ ବ୍ୟୁରୋ: ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକ୍ । ସନ୍ଧ୍ୟା ସାଢେ ୭ଟାରେ ଦୁଇ ଦଳ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ । ତେବେ ଏସିଆ କପ୍ ଇତିହାସ ଓଲଟେଇ ଦେଖିଲେ ଜଣାପଡିବ ଯେ, ପାକିସ୍ତାନ ଟିମଠାରୁ ସବୁଥିରେ ଆଗରେ ରହିଛି ଟିମ୍ ଇଣ୍ଡିଆ ।…
Read More...

ଟ୍ୱିନ୍ ଟାୱାର ଭାଙ୍ଗିବା ପରେ ଅଳିଆ ହଟାଇବାକୁ ଲାଗିବ ୩ ମାସ । ଜାଣନ୍ତୁ ବିସ୍ଫୋରଣ ପରେ କଣ ରହିଛି ପ୍ରଶାସନ ପାଇଁ…

କନକ ବ୍ୟୁରୋ : ନୋଏଡା ସେକ୍ଟର ୯୩(ଏ) ରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଟ୍ୱିନ୍ ଟାୱାର ଆଜି ଅପରାହ୍ନରେ ମାଟିରେ ମିଶିବ । ଏହି ଟାୱାରକୁ ଧ୍ୱଂସ କରିବାକୁ ଟାୱାର ମଧ୍ୟରେ ୯,୬୪୦ ଟି କଣା କରାଯାଇଥିବା ବେଳେ ସେହି କଣା ବା ଗାତ ମଧ୍ୟରେ ୩୭୦୦ କିଲୋଗ୍ରାମ ବାରୁଦ ଭରା ଯାଇଛି । ଦେଶରେ…
Read More...

ଦୁର୍ନୀତି ପାଇଁ ଭଙ୍ଗା ଯାଉଛି କି ଏହି ଟ୍ୱିନ୍ ଟାୱାର ? ଜାଣନ୍ତୁ ବେଆଇନ ନିର୍ମାଣ ପାଇଁ କିଏ ଦୋଷୀ

କନକ ବ୍ୟୁରୋ : ଆଜି ଅପରାହ୍ନରେ ନୋଇଡା ସେକ୍ଟର-୯୩(ଏ)ରେ ଥିବା  ଟ୍ୱିନ୍ ଟାୱାରକୁ ଧ୍ୱଂସ କରାଯିବ । ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଉଚ୍ଚା ଟାୱାରକୁ ମାଟିରେ ମିଶାଇ ଦିଆଯିବ । ସେପଟେ ସରକାରୀ ନିୟମକୁ ଅଣଦେଖା କରି ଏହି ଟାୱାର ନିର୍ମାଣ କରାଯାଇଥିବା କଥା କୁହାଯାଇଛି । ସେପଟେ ଏହି…
Read More...

ପାଠ ପଢିଛନ୍ତି ଏମଏ, ବିକୁଛନ୍ତି ଗରମା ଗରମ ଚା’ । ୧୨ ବର୍ଷ ହେଲା ଚା’ ବିକି ପରିବାର ପୋଷୁଛନ୍ତି ଅଞ୍ଜନା । ପଢନ୍ତୁ,…

କନକ ବ୍ୟୁରୋ: ଶିକ୍ଷାଗତ ଯୋଗ୍ୟତା ଏମଏ ପାସ୍, ବିକୁଛନ୍ତି ଗରମା ଗରମ ଚା’ । ଗତ କିଛି ଦିନ ହେଲା ଏହି ଏମଏ ପାସ୍ ଚା’ ବିକାଳୀଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ସୋସିଆଲ୍ ମିଡିଆରେ ତାଙ୍କର କିଛି ଫଟୋ ବି ଭାଇରାଲ ହେବାରେ ଲାଗିଛି । ତେବେ ଏମଏ ପାସ୍ କରିଥିବା ଏହି ଚା’ ବିକାଳୀ ଝିଅର…
Read More...

ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସରେ ଦେଶର ସାମୁହିକ ଶକ୍ତିର ଦର୍ଶନ ହେଲା । ‘ମନ୍ କି ବାତ୍’ରେ ସ୍ୱାଧୀନତା ଦିବସର…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦୀ କହିଛନ୍ତି ଯେ, ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ବିଶେଷ ଅବସରରେ ଆମେ ସମସ୍ତେ ଦେଶର ସାମୁହିକ ଶକ୍ତି ଦେଖିବାକୁ ପାଇଲେ । ଏତେ ବଡ…
Read More...

‘ହାରିଗଲେ କାହାରି ଅନ୍ତ ହୁଏ ନାହିଁ, କାମ କରିବା ଛାଡିଦେଲେ ବ୍ୟକ୍ତିର ପରାଜୟ ହୁଏ’: ଏପରି କାହିଁକି କହିଲେ ଗଡକରୀ?

କନକ ବ୍ୟୁରୋ: ‘ହାରିଗଲେ କାହାରି ଅନ୍ତ ହୁଏ ନାହିଁ । ବରଂ କାମ କରିବା ଛାଡିଦେଲେ ବ୍ୟକ୍ତିର ପରାଜୟ ହୋଇଥାଏ । ଯଦି କାହାର ହାତ ଧରିଛ ତେବେ କେବେ ବି ତା’ର ହାତ ଛାଡନାହିଁ । ସମ୍ପଦ ହେଉ ବା ବିପଦ ସୁବଥିରେ ତା’ ସହ ଛିଡା ହେବାକୁ ଚେଷ୍ଟା କର’ । ଶନିବାର ନାଗପୁରରେ ଆୟୋଜିତ ଏକ ଜନସଭାରେ…
Read More...

ବିରାଟଙ୍କ ପ୍ରତ୍ୟାବର୍ତ୍ତନ । ବିଶ୍ୱକପ୍ ପରାଜୟର ପ୍ରତିଶୋଧ… ଆଜି ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଜାଣନ୍ତୁ,…

କନକ ବ୍ୟୁରୋ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଦୁଇ ଦଳ ସାମ୍ନାସାମ୍ନି ହେବେ । ତେବେ ଏହି ବ୍ଲକବ୍ଲଷ୍ଟର ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ଭିତରେ ବି ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଛି । ଗୋଟିଏ…
Read More...

ବଡ଼ ବିସ୍ଫୋରଣ ପୂର୍ବରୁ ବଡ଼ ପ୍ରସ୍ତୁତି । ୨ ଅଟ୍ଟାଳିକା ଚାରିପାଖ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପ୍ରଶାସନ,…

କନକ ବ୍ୟୁରୋ : ବଡ଼ ବିସ୍ଫୋରଣ ପୂର୍ବରୁ ବଡ଼ ପ୍ରସ୍ତୁତି କରାଯାଇଛି । ଦୁଇଟି ଯାକ ଅଟ୍ଟାଳିକା ଚାରିପଟେ ୧୦୦ ମିଟରକୁ ନିଷିଦ୍ଧାଂଚଳ କରାଯାଇଛି । ଏହି ଅଂଚଳରେ କେବଳ ୬ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦିଆଯିବ । ବ୍ଲିଙ୍କ ମ୍ୟାନ୍ ଓ ତାଙ୍କ କମ୍ପାନୀର ଦୁଇ ଜଣ ବିଶେଷଜ୍ଞ, ଏଡିଫାଇସ୍…
Read More...