Browsing Category

ଦେଶ ବିଦେଶ

ପନ୍ତ ନା କାର୍ତ୍ତିକ କିଏ ହେବେ ଆଉଟ? ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ୧୧

କନକ ବ୍ୟୁରୋ: ଆଜି ସୁପର ସଣ୍ଡେରେ ସୁପର ମ୍ୟାଚ ହେବାକୁ ଯାଉଛି । ୭ଟା ୩୦ରେ ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଆଉ ପାକିସ୍ତାନ । ତେବେ ଏହି ମ୍ୟାଚ ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ମୈଦାନକୁ ଓହ୍ଲାଇବ ସେହିପରି ପାକିସ୍ତାନ…
Read More...

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ତାରିଖ ସ୍ଥିର ! ଜାଣନ୍ତୁ କେବେ ହେବ ନିର୍ବାଚନ

କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ତାରିଖ ସ୍ଥିର କରିବାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସୂତ୍ର ସୂଚନା ମୁତାବକ ବୈଠକରେ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଅକ୍ଟୋବର ୧୯ ରେ ଭୋଟ ଗଣତି ହେବ ବୋଲି…
Read More...

ମାଟିରେ ମିଶିଲା ଟ୍ୱିନ୍ ଟାୱାର, ଜାଣନ୍ତୁ କେବେ ଘରକୁ ଫେରିବେ ଆଖପାଖ ଲୋକ

କନକ ବ୍ୟୁରୋ : ନୋଏଡା ସେକ୍ଟ ୯୩(ଏ)ରେ ଥିବା ବେଆଇନ ଟ୍ୱିନ୍ ଟାୱାରକୁ ଆଜି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଧ୍ୱଂସ କରିଦିଆଯାଇଛି । ହେଲେ ଟାୱାରକୁ ଧ୍ୱଂସ କରିବା ପୂର୍ବରୁ ଟ୍ୱାୱାର ନିକଟବର୍ତ୍ତୀ ଅଞ୍ଚରେ ଥିବା ଲୋକମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଦୂରେଇ ଦିଆଯାଇଥିଲା । ହେଲେ ଏବେ ନୋଏଡା କି…
Read More...

ଭାରତ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚରେ ‘କଳା ବ୍ୟାଚ୍’ ପିନ୍ଧି ଖେଳିବ ପାକିସ୍ତାନ । ଜାଣନ୍ତୁ, ଏହା ପଛର କାରଣ…

କନକ ବ୍ୟୁରୋ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ୨୦୨୨ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଏହି ମ୍ୟାଚରେ ମୁହାଁମୁହିଁ ହେବେ । ୟୁଏଇର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ରାତି ସାଢେ ୭ଟାରେ ଖେଳାଯିବ । ତେବେ ଭାରତ ବିପକ୍ଷ…
Read More...

ସଙ୍କଟ ଭିତରେ ଝାଡଖଣ୍ଡ ରାଜନୀତି । ବିଧାୟକଙ୍କ ସହ ନୌକାବିହାର କରୁଥିବା ନଜର ଆସିଲେ ହେମନ୍ତ ସୋରେନ୍ ।

କନକ ବ୍ୟୁରୋ: ସଙ୍କଟ ଭିତରେ ଝାଡ଼ଖଣ୍ଡ ରାଜନୀତି । ଏହା ଭିତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମେଣ୍ଟ ସରକାରର ବିଧାୟକଙ୍କୁ ନେଇ ଫୁରସତର ସମୟ କାଟୁଥିବା ଭିଡିଓ ଏବେ ବେଶ ଭାଇରାଲ ହେଉଛି । ଶନିବାର ବିଧାୟକଙ୍କୁ ନେଇ ତିନୋଟି ବସ ସହ ଖୁଣ୍ଟି ଜିଲ୍ଲାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ସୋରେନ ।…
Read More...

ମାଟିରେ ମିଶିଲା ବିରାଟକାୟ ଅଟ୍ଟାଳିକା ଟ୍ୱିନ୍ ଟାୱାର, ଭୟାନକ ଶବ୍ଦ ସହ ଧୂଆଁମୟ ଆକାଶ

କନକ ବ୍ୟୁରୋ : ନୋଏଡା ସେକ୍ଟର ୯୩(ଏ)ରେ ଥିବା ବିଶାଳକାୟ ଟ୍ୱିନ୍ ଟାୱାରଙ୍କୁ ଧ୍ୱଂସ କରିଦିଆଯାଇଛି । ୩୭୦୦ କିଲୋଗ୍ରାମ ବିସ୍ଫୋଟକ ବ୍ୟବହାର କରି ଏହି ଟାୱାରକୁ ଧ୍ୱଂସ କରିଛି ନୋଏଡା ପ୍ରଶାସନ । କୁହାଯାଉଛି କି ଏହି ଟାୱାରକୁ ଧ୍ୱଂସ କରିବାକୁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି…
Read More...

ସୋନାଲି ଫୋଗଟ ହତ୍ୟା ମାମଲାରେ ଯାଂଚ କରିବ କି ସିବିଆଇ ?  ୩ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ହେପାଜତକୁ ନେଲା ପୋଲିସ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟ ହତ୍ୟା ମାମଲାେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟରେ ହାଜର କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି କର୍ଲି କ୍ଲବର…
Read More...

ମାଟିରେ ମିଶିବ ୩୨ ମହଲା ଓ ୨୯ ମହଲା କୋଠା । ଧୂଳିସାତ ହେବ ନଏଡାର ଟ୍ୱିନ୍ ଟାୱାର । ଆପଣ ଜାଣିଛନ୍ତି କି, ଟ୍ୱିନ୍…

କନକ ବ୍ୟୁରୋ: ମାଟିରେ ମିଶିବ ଟ୍ୱିନ୍ ଟାୱାର । ଆଜି ଦ୍ୱିପହର ଠିକ୍ ୨ଟା ୩୦ ମିନିଟରେ ଏହି ବିଶାଳ କୋଠାରେ ଭୂଇଁରେ ଧୂଳିସାତ ହେବ । ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ମାତ୍ର ୯ରୁ ୧୨ ସେକେଣ୍ଡ ଭିତରେ ବିସ୍ପୋରକ ଲଗେଇ ଟ୍ୱିନ୍ ଟାୱାରକୁ ଧ୍ୱଂସ କରାଯିବ । ତେବେ ଆପଣ…
Read More...

ଟ୍ୱିନ ଟାୱାର ଧ୍ୱଂସ ପରେ ହୋଇପାରେ ଭୀଷଣ ବାୟୁ ପ୍ରଦୂଷଣ । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ।

କନକ ବ୍ୟୁରୋ: ନୋଏଡାର ସେକ୍ଟର ୯୩ଏରେ ସୁପରଟେକ୍ ଟ୍ୱିନ୍ ଟାୱାର ଭାଙ୍ଗିବା ପରେ, ବାୟୁ ପ୍ରଦୂଷଣ ଏବଂ ଅନ୍ୟାନ୍ୟ ସମସ୍ୟାର ଆଶଙ୍କା ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଛି ବୋଲି ବିଶେଷଜ୍ଞମାନେ କହିବା ପରେ ପ୍ରଶାସନ ସଜାଗ ହୋଇଛି । ଏଥିପାଇଁ ଜାରି ହୋଇଛି ହେଲ୍ପଲାଇନ୍ ନମ୍ବର । ବାୟୂ ପ୍ରଦୂଷଣ…
Read More...

ଟିମ୍ ଇଣ୍ଡିଆ ଆଗରେ, ପାକିସ୍ତାନ ପଛରେ । ଏସିଆ କପ୍ ରେକର୍ଡ ବୁକରେ ସବୁବେଳେ ପାକିସ୍ତାନଠୁ ଆଗରେ ଭାରତ । ପଢନ୍ତୁ, କଣ…

କନକ ବ୍ୟୁରୋ: ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକ୍ । ସନ୍ଧ୍ୟା ସାଢେ ୭ଟାରେ ଦୁଇ ଦଳ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ । ତେବେ ଏସିଆ କପ୍ ଇତିହାସ ଓଲଟେଇ ଦେଖିଲେ ଜଣାପଡିବ ଯେ, ପାକିସ୍ତାନ ଟିମଠାରୁ ସବୁଥିରେ ଆଗରେ ରହିଛି ଟିମ୍ ଇଣ୍ଡିଆ ।…
Read More...