Browsing Category

ଦେଶ ବିଦେଶ

ଭାରତ-ଚୀନ ସୀମା ବିବାଦ: ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ। ଇଞ୍ଚେ ଜମି ଛାଡିବୁନି: ଗୃହ ଓ ପ୍ରତିିରକ୍ଷା ମନ୍ତ୍ରୀ

କନକ ବ୍ୟୁରୋ: ୨୦୨୦ ମସିହାରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଏହାପରେ ଡିସେମ୍ବର ୯ ତାରିଖରେ ଦୁଇ ଦେଶର ସେନା ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳରେ ଭାରତର…
Read More...

ଚୀନ୍ ସୀମାରେ ଭାରତୀୟ ବାୟୁସେନାର ପଇଁତରା। ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ।

କନକ ବ୍ୟୁରୋ: ଡିସେମ୍ବର ୯. ଅରୁଣାଚଳପ୍ରଦେଶର ତୱାଙ୍ଗ । ଏଲଏସିରେ ୩ଶହ ଡ୍ରାଗ ସୈନିକଙ୍କ ଅନୁପ୍ରବେଶ ପାଇଁ ଜୋର ଉଦ୍ୟମ । ତେବେ ସେମାନଙ୍କୁ ଅଟକାଇଲେ ଭାରତୀୟ ଯବାନ । ଚାଇନାର ଉଦ୍ୟମ ପଣ୍ଡ ହୋଇଛି । ଗୋଟେ ପଟେ ଶାନ୍ତିରେ କଥା କହି ଅନ୍ୟପଟେ ସୀମାରେ ଅଶାନ୍ତି ସୃଷ୍ଟି କରୁଛି ଚୀନ ।…
Read More...

ଚୀନ ସେନା ସୀମା ଟପିବା ପରେ ସଜାଗ ହେଲା ଭାରତୀୟ ସେନା। ସୀମାରେ ମୁତୟନ ହେଲା ଲଢ଼ୁଆ ବିମାନ। 

କନକ ବ୍ୟୁରୋ:  ଏଲଏସିରେ ଚୀନ ସେନାର ଉତ୍ପାତ ପରେ ଭାରତୀୟ ସେନା ସଜାଗ ହୋଇଛି । ସୀମାରେ ମୁତୟନ କରିଛି ଲଢ଼ୁଆ ବିମାନ । ଡ୍ରାଗନ ସେନାର ଗତିବିଧି ଉପରେ ନଜର ରଖିବା ସହ ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲ ପାଇଁ ଆକାଶରେ ପଇଁତରା ମାରୁଛି । ପ୍ରକୃତ ନିୟନ୍ତ୍ରଣ ରେଖାର ନିକଟରେ ରହି ଚକର…
Read More...

ମହିଳାଙ୍କ ଘରୁ ଉଦ୍ଧାର ହେଲା ୭ କୋଟିର ୭ ମୂର୍ତ୍ତି। ୧୦ ବର୍ଷ ପୂର୍ବେ ବିଭିନ୍ନ ମନ୍ଦିରରୁ ହୋଇଥିଲା ଚୋରୀ।

କନକ ବ୍ୟୁରୋ: ତାମିଲନାଡୁ ପୋଲିସର ଏକ ଟିମ ପ୍ରାଚୀନ ମୂର୍ତ୍ତି ସଂଗ୍ରହକର୍ତ୍ତାଙ୍କ ଘରୁ କୋଟି କୋଟି ଟଙ୍କାର ଚୋରୀ ହୋଇଥିବା ମୂର୍ତ୍ତି ଜବତ କରିଛି । ପାଖାପାଖି ୭ଟି ମୂର୍ତ୍ତି ଜବତ କରଯାଇଛି । ଅନ୍ତର୍ଜାତୀୟ ବଜାରରେ ଏହି ଏହି ମୂର୍ତ୍ତିର ଦାମ ସାତ କୋଟିରୁ ଅଧିକ ହେବ । ଶୋଭା ଦୁରୋରାଜନ…
Read More...

ଟିମ୍ ଇଣ୍ଡିଆରେ ନିୟମିତ ସୁଯୋଗ ମିଳୁନଥିବା ବେଳେ ବିସ୍ଫୋରକ ଇନିଂସ ଖେଳିଲେ ସଞ୍ଜୁ ସାମସନ । ୭ ଛକା ସହ ହାସଲ କଲେ…

କନକ ବ୍ୟୁରୋ : ସଞ୍ଜୁ ସାମସନଙ୍କୁ ଟିମ ଇଣ୍ଡିଆରେ ସୁଯୋଗ ଦେବାକୁ ଦାବି କରି ଆସୁଛନ୍ତି କ୍ରିକେଟପ୍ରେମୀ । ଦଳରେ ସାମିଲ ହେଉଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସଞ୍ଜୁଙ୍କୁ ସୁଯୋଗ ମିଳୁନାହିଁ । ବାଂଲାଦେଶ ବିପକ୍ଷ ସିରିଜରେ ସଞ୍ଜୁଙ୍କୁ ଟିମରେ ଚୟନ କରାଯାଇନଥିଲା । କିନ୍ତୁ ଏହା ଭିତରେ ସଞ୍ଜୁ…
Read More...

ସୀମାରେ କିଏ ଦେଇଥିଲା ଆକ୍ରମଣ ପାଇଁ ନିର୍ଦ୍ଦେଶ? ଜାଣନ୍ତୁ ତୱାଙ୍ଗରେ କାହା ଇସାରାରେ ପିଏଲଏ ରଚିଥିଲା ଷଡଯନ୍ତ୍ର।

କନକ ବ୍ୟୁରୋ: ଡୋକଲାମ, ଗଲୱାନ ପରେ ବର୍ତ୍ତମାନ ତୱାଙ୍ଗରେ ଚୀନର ଧୃଷ୍ଟତା । ଅରୁଣାଚଳପ୍ରଦେଶର ଏହି ସେକ୍ଟରରେ ଭାରତୀୟ ଯବାନ ଚୀନର ଯବାନଙ୍କର ଦୃଢତାର ସହ ମୁକାବିଲା କରିଥିଲେ । ଲଦ୍ଦାଖର ଗଲୱାନ ଘାଟି ପରେ ଦୁଇ ସେନା ମଧ୍ୟରେ ଏହା ପ୍ରଥମ ମୁକାବିଲା । ତେବେ ପ୍ରଶ୍ନ ଉଠୁଛି କାହିଁକି ସୃଷ୍ଟି…
Read More...

ନମ୍ବର ୧ ଧନୀରୁ ହଟିଲେ ଏଲନ୍ ମସ୍କ । ଫ୍ରାନ୍ସର ବ୍ୟବସାୟୀ ହେଲେ ବିଶ୍ୱର ସବୁୁଠୁ ଧନୀ ବ୍ୟକ୍ତି ।

କନକ ବ୍ୟୁରୋ: ବିଶ୍ୱର୍ ଟପ୍-୧୦ ଧନୀ ତାଲିକାରେ ଦେଖିବାକୁ ମିଳିଛି ବଡ ଧରଣର ଅଦଳବଦଳ । ଦୀର୍ଘ ଦିନ ଧରି ବିଶ୍ୱର ଧନୀ ତାଲିକାରେ ଏକ ନମ୍ବର ଥିବା ଏଲନ୍ ମସ୍କ, ଏବେ ଆଉ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇ ନାହାଁନ୍ତି । ଫ୍ରାନ୍ସର ଜଣେ ବ୍ୟବସାୟୀ ବର୍ନାଲ୍ଡ ଅର୍ଣ୍ଣୋଲ୍ଟ, ତାଙ୍କୁ ଟପି ଏବେ…
Read More...

ନୀତିଶ କୁମାରଙ୍କ ବଡ ଘୋଷଣା, ୨୦୨୫ ବିଧାନସଭା ନିର୍ବାଚନରେ ନେତୃତ୍ୱ ନେବେ ତେଜସ୍ୱୀ।

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ଘୋଷଣା କରିଛନ୍ତି । ନୀତିଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ୨୦୨୫ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ପଦ ଦୌଡରେ ସେ ନାହାନ୍ତି । ନୀତିଶଙ୍କ…
Read More...

ଚୀନ୍ ସୀମା ନିକଟରେ ଭାରତୀୟ ବାୟୁସେନାର ପଇଁତରା । ପାଟ୍ରୋଲିଂ ଜରିଆରେ ଡ୍ରାଗନ ସେନା ଉପରେ ନଜର ରଖିଛି ଭାରତ ।

କନକ ବ୍ୟୁରୋ : ଚୀନ୍ ସୀମା ନିକଟରେ ଭାରତୀୟ ବାୟୁସେନାର ପଇଁତରା । ଚୀନ୍ ସେନା ସୀମା ଉଲଂଘନ କରିବା ପରେ ସଜାଗ ହୋଇଛି ଭାରତୀୟ ସେନା । ଏବେ ପାଟ୍ରୋଲିଂ ଜରିଆରେ ଡ୍ରାଗନ ସେନାର ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଛି ବାୟୁସେନା । ଅରୁଣାଚଳ ପ୍ରଦେଶ ସୀମାନ୍ତ ପ୍ରକୃତ ନିୟନ୍ତ୍ରଣ ରେଖାରେ…
Read More...

ଲାଞ୍ଚ ନେଉଥିଲେ ପୋଲିସ ବାବୁ, ଭିଜିଲାନ୍ସ ଟିମକୁ  ଦେଖି ଗିଳିଦେଲେ ୪୦୦୦ ଟଙ୍କା

କନକ ବ୍ୟୁରୋ:  ଲାଞ୍ଚ ନେଉଥିଲେ ସବଇନ୍ସପେକ୍ଟର । ମାଡି ମସିଲା ଭିଜିଲାନ୍ସ ଟିମ୍  । ବିକଳରେ ୪୦୦୦ ଟଙ୍କା ଗିଳିଦେଲେ ପୋଲିସ ବାବୁ । ହେଲେ ଛାଡିଲେନି ଭିଜିଲାନ୍ସ ଅଧିକାରୀ । ପୋଲିସ ବାବୁଙ୍କ ପାଟିରେ ହାତ ପୁରାଇ ଟଙ୍କା କାଢିବାକୁ ଚେଷ୍ଟା କଲାବେଳେ ଉଭୟ ଧରାପରା ହେଲେ । ଏଭଳି ଏକ ଦୃଶ୍ୟ…
Read More...