Browsing Category

ଖେଳ

ମେଜର ଲିଗ୍ କ୍ରିକେଟ୍ ଖେଳିବେନି ଅମ୍ବାତି ରାଇଡୁ । ଶେଷ ମୁହୂର୍ତ୍ତରେ ଫେରାଇନେଲେ ନାଁ । ଜାଣନ୍ତୁ, ଏହା ପଛର କାରଣ…

କନକ ବ୍ୟୁରୋ: ଆମେରିକାର ମେଜର ଲିଗ୍ କ୍ରିକେଟ୍ ଖେଳିବେନି ଭାରତୀୟ ଖେଳାଳି ଅମ୍ବାତି ରାଇଡୁ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବାସ୍ କିଛି ଦିନ ପୂର୍ବରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି । ତେବେ ଆସନ୍ତା ଜୁଲାଇ ୧୪ ତାରିଖରୁ ଆମେରିକାରେ ମେଜର୍ ଲିଗ୍ କ୍ରିକେଟ୍…
Read More...

ବିଶ୍ୱକପକୁ ନେଇ ପାକିସ୍ତାନ କ୍ୟାପଟେନ ବାବରଙ୍କ ବଡ ବୟାନ । କହିଲେ, କେବଳ ଭାରତ ନୁହେଁ ସମସ୍ତଙ୍କୁ ହରାଇବାକୁ ଚାହୁଁଛୁ…

କନକ ବ୍ୟୁରୋ : ସମୟ ପାଖେଇ ଆସୁଛି, ମନରେ ଉତ୍କଣ୍ଠା ବଢୁଛି । କ୍ରିକେଟର ମହାକୁମ୍ଭ ବିଶ୍ୱକପ ପାଇଁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଆସନ୍ତା ଅକ୍ଟୋବର ୫ ତାରିଖରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଖେଳାଯିବା କ୍ରିକେଟ ବିଶ୍ୱକପ । ୧୦ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ବିଶ୍ୱକପ ପାଇଁ…
Read More...

କେମିତି ବୁକିଂ କରିବେ ବିଶ୍ୱକପ ଟିକେଟ? ଏସବୁ ସାଇଟରେ ଉପଲବ୍ଧ ହେବ ଟିକେଟ । ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ପାଇଁ…

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ୨୦୨୩ ଭାରତରେ ଆୟୋଜିତ ହେଉଥିବାବେଳେ ଟିକେଟ ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି କ୍ରିକେଟ ପ୍ରେମୀ । ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୧୫ ତାରିଖରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଯେତେବେଳେ ବି ଭାରତ ପାକିସ୍ତାନ ବିପକ୍ଷରେ…
Read More...

ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ ଦଳରେ ସାମିଲ ହେଲେ ରହକିମ କର୍ଣ୍ଣୱାଲ । ବିଶ୍ୱର ସବୁଠୁ ଅଧିକ ଓଜନର…

କନକ ବ୍ୟୁରୋ : ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ନିଜର ଦଳ ଘୋଷଣା କରିଛି । ଏହି ଟିମରେ ଦୁଇ ଜଣ ନବାଗତଙ୍କୁ ସାମିଲ କରାଯାଇଥିବା ବେଳେ ଚର୍ଚ୍ଚିତ ଅଲରାଉଣ୍ଡର ରହକିମ କର୍ଣ୍ଣୱାଲଙ୍କୁ ମଧ୍ୟ ସ୍ଥାନ ମିଳିଛି । କ୍ରେଗ ବ୍ରେଥୱେଟ ଦଳର ମଙ୍ଗ ସମ୍ଭାଳିବେ । ଉଭୟ ଭାରତ ଓ…
Read More...

୪୨ ବର୍ଷରେ ମହେନ୍ଦ୍ର ସିଂ ଧୋନି : ଜନ୍ମଦିନ ପାଇଁ ଫ୍ୟାନ୍ ଜଣାଇଲେ ଶୁଭେଚ୍ଛା

କନକ ବ୍ୟୁରୋ : ଗତ ଦୁଇ- ତିନି ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ଏପ୍ରିଲ ୨୪ ତାରିଖକୁ ସବୁଠାରୁ ସ୍ମରଣୀୟ ତାରିଖ କୁହାଯାଏ । ଏହି ଦିନ କ୍ରିକେଟ୍ ଭଗବାନ ନାମରେ ପରିଚିତ ମହାନ୍ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ପାଳନ କରାଯାଇଥାଏ । କିନ୍ତୁ ଆଜି ତାରିଖ ମଧ୍ୟ ଭାରତୀୟ କ୍ରିକେଟ୍ ପାଇଁ…
Read More...

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଆହତ ହେଲେ ଏହି ଷ୍ଟାର ବୋଲର…

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଗତକାଲି ବିସିସିଆଇ ସିଲେକ୍ସନ କମିଟି ଏହି ସିରିଜ୍ ପାଇଁ ଟି-୨୦ ଦଳ ମଧ୍ୟ ଘୋଷଣା କରିସାରିଛି । ଯେଉଁଥିରେ ଏକାଧିକ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିଥିବାବେଳେ, ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ…
Read More...

ବିଶ୍ୱକପ୍ ପୂର୍ବରୁ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା, ଅବସର ଘୋଷଣା କଲେ କ୍ୟାପଟେନ ତାମିମ୍ ଇକବାଲ

କନକ ବ୍ୟୁରୋ : ୨୦୨୩ ଏକଦିବସୀୟ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଅକ୍ଟୋବର -ନଭେମ୍ବର ମାସରେ ଭାରତରେ ଖେଳାଯିବ । ହେଲେ ବିଶ୍ୱକପର ୩ମାସ ପୂର୍ବରୁ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା ଲାଗିଛି । ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ତାମିମ୍ ଇକବାଲ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା…
Read More...

ବିସିସିଆଇ ବଢ଼ାଇଲା ମୁଖ୍ୟ ଚୟନକର୍ତ୍ତାଙ୍କ ଦରମା । ଜାଣନ୍ତୁ ବାର୍ଷିକ କେତେ ଟଙ୍କା ପାଇବେ ଅଜିତ ଅଗରକର ?

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର ଅଜିତ ଅଗରକର ଏବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତାଭାବେ ନିଯୁକ୍ତ ହୋଇଛନ୍ତି । ଏହି ପଦବୀରେ ଅଗରକର ରହିବା ପରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଚୟନ କରିଛନ୍ତି । ଚୟନ କମିଟିରେ ରହିଥିବା ବାକି ସଦସ୍ୟ ତୁଳନାରେ…
Read More...

ଟି-୨୦ ସିରିଜରେ ରିଙ୍କୁଙ୍କୁ ମିଳିଲାନି ସ୍ଥାନ । ସୋସିଆଲ ମିଡ଼ିଆରେ ବିସିସିଆଇ ଉପରେ ବର୍ଷିଲେ କ୍ରିକେଟପ୍ରେମୀ ।

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ, ରୋହିତ, ସାମିଙ୍କ ଭଳି ବରିଷ୍ଠ ଖେଳାଳୀଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି । ତେବେ ଏହି ଟିମରେ ରିଙ୍କୁ ସିଂଙ୍କୁ ସ୍ଥାନ ମିଳିନାହିଁ । ଯାହାକୁ ନେଇ କ୍ରିକେଟ ପ୍ରଂଶସକ ନିରାଶ ହୋଇଛନ୍ତି…
Read More...

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା : ରୋହିତ, ବିରାଟଙ୍କୁ ବିଶ୍ରାମ; ପାଣ୍ଡ୍ୟା କ୍ୟାପଟେନ୍

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିରୋଧରେ ୫ ଟିକିଆ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଉପ-ଅଧିନାୟକ ଭାବେ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର…
Read More...