Browsing Category

ଖେଳ

ହରମନପ୍ରୀତଙ୍କୁ ଦଣ୍ଡିତ କରିପାରେ ଆଇସିସି, ଜାଣନ୍ତୁ କେତୋଟି ମ୍ୟାଚରୁ ହୋଇପାରନ୍ତି ବ୍ୟାନ୍?

କନକ ବ୍ୟୁରୋ : ଭାରତ-ବାଂଲାଦେଶ ମହିଳା ଟିମ ମଧ୍ୟରେ ହୋଇଥିବା ଦିନିକିଆ ସିରିଜକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ତୃତୀୟ ମ୍ୟାଚ୍ ଅମୀମାଂସିତ ରହିଲା । ଫଳରେ ସିରିଜଟି ଡ୍ର ରହିଥିଲା । କିନ୍ତୁ ତୃତୀୟ ଦିନିକିଆରେ ଅମ୍ପାୟାରଙ୍କ…
Read More...

ଟେଷ୍ଟ ମ୍ୟାଚରେ ଟି-୨୦ ପ୍ରଦର୍ଶନ ଦେଖାଇଲେ ଇଶାନ । ୱେଷ୍ଟଇଣ୍ଡିଜ ମାଟିରୁ ରିଷଭ ପନ୍ତଙ୍କୁ ଜଣାଇଲେ ଧନ୍ୟବାଦ,…

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଶେଷ ଦିନରେ ଭାରତକୁ ବିଜୟ ପାଇଁ ୮ଟି ୱିକେଟର ଆବଶ୍ୟକତା ଥିବା ବେଳେ ୱେଷ୍ଟଇଣ୍ଡିଜକୁ ୨୮୯ ରନର ଆବଶ୍ୟକତା ରହିଛି । ତେଣୁ ଫଳାଫଳ ଆସିବା ଏକପ୍ରକାର ନିଶ୍ଚିତ ରହିଛି । ତେବେ ଦ୍ୱିତୀୟ ପାଳିରେ ଭାରତର…
Read More...

କିଏ ହେବ ସିଏସକେର ଆଗାମୀ କ୍ୟାପଟେନ୍? ଅମ୍ବାତି ରାଇଡୁ କହିଲେ ଏହି ଖେଳାଳିର ନା । ଜାଣନ୍ତୁ, କିଏ ସେହି…

କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀଙ୍କୁ ଏବେ ୪୨ ବର୍ଷ, ହେଲେ ଏହାସତ୍ତ୍ୱେ ବି ଏବେ ସେ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି । ଗତଥର ଚେନ୍ନାଇ ସୁପର କିଙ୍ଗସକୁ ୫ମ ଥର ଟ୍ରଫି ଜିତାଇବା ପରେ, ଧୋନୀ ଆଇପିଏଲରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ…
Read More...

ଏସିଆନ୍ ଗେମ୍ସରୁ ବାଦ୍ ପଡିଲେ ଅଲମ୍ପିକ ରୌପ୍ୟପଦକ ବିଜେତା ରବି ଦହିୟା । ଟ୍ରାଏଲରେ ହରାଇଲେ ମହାରାଷ୍ଟ୍ର ଖେଳାଳି ଅତିଶ…

କନକ ବ୍ୟୁରୋ: ଆଗାମୀ ଏସିଆନ୍ ଗେମ୍ସରେ ଭାଗ ନେଇପାରିବେନି ଅଲମ୍ପିକ ରୌପ୍ୟ ପଦକ ବିଜେତା ରେସଲର ରବି ଦହିୟା । ରବିବାର ଇନ୍ଦିରା ଗାନ୍ଧୀ ଷ୍ଟାୟିୟମରେ ଆୟୋଜିତ ୫୭ କେଜି ବର୍ଗର ଟ୍ରାଏଲ୍ସରେ ରବି ଦହିୟା ପରାଜିତ ହେବା ସହିତ ଏସିଆନ୍ ଗେମ୍ସରୁ ବାଦ୍ ପଡିଛନ୍ତି । ମହାରାଷ୍ଟ୍ରର ଖେଳାଳି ଅତିଶ…
Read More...

ଭାରତକୁ ଚେକ୍ ଦେବାକୁ ସଂଘର୍ଷ କରୁଛି ଘରୋଇ ଦଳ ୱେଷ୍ଟଇଣ୍ଡିଜ : ତୃତୀୟ ଦିନ ଖେଳ ସୁଦ୍ଧା ୫ ୱିକେଟ ହରାଇ ୨୨୯ ରନ୍…

କନକ ବ୍ୟୁରୋ : ପୋର୍ଟ ଅଫ୍ ସ୍ପେନରେ ଚାଲିଛି ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ୱିକେଟ ହରାଇ ୨୨୯ ରନ୍ କରିଛି । ପ୍ରଥମ ଟେଷ୍ଟରେ ଘରୋଇ ଦଳ ହାରିବା ପରେ ଏବେ ଦ୍ୱିତୀୟ ଟେଷ୍ଟରେ ସମ୍ମାନ ରଖିବାକୁ ସଂଘର୍ଷ କରୁଛି । ବ୍ରାଥୱେଟଙ୍କ ଲଢୁଆ ବ୍ୟାଟିଂ…
Read More...

୯ ରନରେ ଗଲା ୪ଟି ୱିକେଟ୍ । ଭାରତ ହାତରୁ ବିଜୟ ଛଡେଇ ନେଲା ବାଂଲାଦେଶ ଦଳ । ୧-୧ରେ ବରାବର ରହିଲା ଭାରତ-ବାଂଲାଦେଶ…

କନକ ବ୍ୟୁରୋ: ଡ୍ର’ରେ ଶେଷ ହେଲା ଭାରତ-ବାଂଲାଦେଶ ତୃତୀୟ ଦିନିକିଆ । ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ମାତ୍ର ୧ ରନ୍ ପାଇଁ ବିଜୟରୁ ବଞ୍ଚିତ ହେଇଛି । ଏଥିସହିତ ଆଇସିସି ମହିଳା ଚାମ୍ପିୟନସିପରେ ଚାଲିଥିବା ଏହି ସିରିଜ୍ ୧-୧ ସ୍ଥିତିରେ ଶେଷ ହୋଇଛି । ଶନିବାର ବାଂଲାଦେଶ ମହିଳା ଟିମ୍…
Read More...

ବିରାଟଙ୍କ ପ୍ରେମରେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ମାଆ । ମ୍ୟାଚ୍ ଶେଷ ହେବା ପରେ ଭେଟି କଥା ହେଲେ କୋହଲି । ଦେଖନ୍ତୁ, ଏହି…

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟ୍ ବିରାଟ କୋହଲିଙ୍କର କ୍ରେଜ୍ ତ ଆପଣ ନିଶ୍ଚୟ ଜାଣିଥିବେ । ସାରା ବିଶ୍ୱରେ ତାଙ୍କର କୋଟି କୋଟି ଫ୍ୟାନ୍ସ ଥିବାବେଳେ, ସମସ୍ତେ କୋହଲିଙ୍କର ଗୋଟିଏ ଝଲକ ପାଇବା ପାଇଁ ପାଗଳ ହେଇଥାନ୍ତି । ହେଲେ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ ବେଳେ ଏମିତି…
Read More...

ବିରାଟ କୋହଲିଙ୍କ ବଡ଼ ରେକର୍ଡ : ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଛୁଇଁଲେ ଏହି ମାଇଲଖୁଣ୍ଟ

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଆଉଏକ ମାଇଲଖୁଣ୍ଟ । ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ମାରି କୋହଲି ନିଜ ନାଁରେ କରିଛନ୍ତି ବଡ଼ ରେକର୍ଡ । ଦୁନିଆର ପ୍ରଥମ ବ୍ୟାଟର ଭାବେ ସେ ଏହି ରେକର୍ଡ କରିଛନ୍ତି । ପୋର୍ଟ ଅଫ୍ ସ୍ପେନରେ ଚାଲିଥିବା ୱେଷ୍ଟଇଣ୍ଡିଜ୍…
Read More...

ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୪ୱିକେଟ ହରାଇ ୨୮୮ ରନ୍ ସଂଗ୍ରହ କରିଛି । ୫ଶହ…

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନ ସୁଦ୍ଧା ଭାରତ ୨୮୮ ରନ୍ କରି ୪ଟି ୱିକେଟ ହରାଇଛି । ପ୍ରଥମ ଟେଷ୍ଟ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ୍ ଓପନିଂ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ…
Read More...

ଜଶସ୍ୱୀ ଜୟସ୍ୱାଲଙ୍କ ପାଖରେ ରହିଛି କେତେ ଟଙ୍କା? ଆଇପିଏଲରୁ ବାର୍ଷିକ କେତେ କରନ୍ତି ରୋଜଗାର? ୪ ବର୍ଷରେ କିଣିଲେ…

କନକ ବ୍ୟୁରୋ : ଟିମ ଇଣ୍ଡିଆର ଯୁବ ଓପନର ବ୍ୟାଟ୍ସମ୍ୟାନ ଜଶସ୍ୱୀ ଜୟସ୍ୱାଲ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିବା ଜୟସ୍ୱାଲ ଶତକ ମାରି ଚର୍ଚ୍ଚାରେ ରହିଛନ୍ତି । ଆଇପିଏଲରେ ଧମାକାଦାର ବ୍ୟାଟିଂ କରି କ୍ରିକେଟପ୍ରେମୀଙ୍କ ମନ ଜିଣିଥିବା ଜୟସ୍ୱାଲ ଆନ୍ତର୍ଜାତୀୟ କ୍ରିକେଟରେ…
Read More...