Browsing Category

ସ୍ପେଶାଲ୍ ରିପୋର୍ଟ

ସ୍ୱାଧୀନ ଭାରତର ଇତିହାସ : ଆସନ୍ତୁ ପୁଣି ଥରେ ମନେପକାଇବା ବ୍ରିଟିଶ ବିରୋଧୀ ଆନ୍ଦୋଳନର ପ୍ରମୁଖ ଘଟଣାବଳୀ

ଭାରତର ସ୍ଵାଧୀନତା ଦିବସ ହେଉଛି ଭାରତର ଏକ ଜାତୀୟ ଦିବସ । ୧୯୪୭ ମସିହାରେ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ଵତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧିନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ…
Read More...

ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ବୀରତ୍ୱର କାହାଣୀ : ଯାହାଙ୍କ ନାଁ ଶୁଣିଲେ ଥରହର ହେଉଥିଲେ ଇଂରେଜ ।

ଇତିହାସ ପୃଷ୍ଠାରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ଥାନ ଦିଆଯାଇଛି । ସେଥି ମଧ୍ୟରୁ ଭଗତ ସିଂହ ହେଉଛନ୍ତି ଅନ୍ୟତମ । ଦେଶ ପାଇଁ ଅନେ ମହାନ କାମ କରି ଆଜି ବି ଲୋକଙ୍କ ମନରେ ଅମର ହୋଇ ରହିଛନ୍ତି । ଏହି କ୍ରାନ୍ତିକାରୀ ଯବାନଙ୍କ ବିଷୟରେ ଭାରତର ପ୍ରତିଟି ପିଢି ଅବଗତ ରହିଛନ୍ତି । ଯାହାଙ୍କ…
Read More...

ବେରୋଜଗାରୀଙ୍କ ପାଇଁ ଖୁସି ଖବର: ପତଂଜଳିରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୧୦ମ ପାସଙ୍କୁ ବି ମିଳିବ…

ପତଂଜଳୀରେ ଚାକିରୀ ପାଇଁ ଇଚ୍ଛୁକ କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ପତଂଜଳିରେ ନିôଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ବାବା ରାମଦେବଙ୍କ ପତଂଜଳୀ କଂପାନୀରେ ସେଲସମ୍ୟାନ ପୋଷ୍ଟ ପାଇଁ ୫୦୦୦୦ଟି ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏଥିପାଇଁ ୧୦ମ, ଦ୍ୱାଦଶ ,…
Read More...

ଲୁଚି ରହିଥିବା ବିରାଟ ନାଗ ସହ ଲଢ଼େଇ କଲା ବିଲେଇ : ଜୀବନ ଦେଲା ହେଲେ ନାଗକୁ ଘର ଭିତରକୁ ଯିବାକୁ ଦେଲାନି

କନକ ବ୍ୟୁରୋ : ନାଗ ସହ ବିଲେଇର ଲଢ଼େଇ । ଏଥିରେ ହାରି ଯାଇଛି ଛୁଆ ବିଲେଇ । ହାରିଛି ପଛେ ଘର ଭିତରକୁ ନାଗକୁ ପଶିବାକୁ ଦେଇନି ବିଲେଇ । ହେଲେ ବିରାଟ ନାଗ ସାପ ଚୋଟରେ ଛୁଆ ବିଲେଇର ଜୀବନ ଯାଇଛି । କଟକ ଜିଲ୍ଲା ବାଙ୍କୀ ଅଂଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବିଜୟ ନନ୍ଦଙ୍କ ଘରେ ଏକ ନାଗସାପ…
Read More...

ନାରଦ, କୃଷ୍ଣ ଭଳି ବେଶଭୂଷା ପିନ୍ଧିସାରିଥିବା ଟିଡିପି ସାଂସଦ ବନିଲେ ହିଟଲର୍, ମୋଦିଙ୍କୁ ଶାସନ ପଦ୍ଧତି ବୁଝାଇବା ପାଇଁ…

ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ନେତାଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି । ବିଚିତ୍ର ପ୍ରକାର ବେଶପୋଷାକରେ ନେତାମାନେ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଇ କିଛି ଦିନ ତଳେ ବିହାରର ଆରଜେଡି ନେତା ତେଜ୍ ପ୍ରତାପଙ୍କୁ ଧରି ନିଅନ୍ତୁ । ନିଜର ଭିନ୍ନ ରୂପକୁ ନେଇ ସେ ଖୁବ୍ ଚର୍ଚ୍ଚାରେ…
Read More...

ଛାଡପତ୍ର ହୋଟେଲ : ଯେଉଁଠି ଦମ୍ପତି ପ୍ରବେଶ କରନ୍ତି ବିବାହିତ, କିନ୍ତୁ ପ୍ରସ୍ଥାନ କରିବା ବେଳକୁ ହୋଇଯାଏ ଛାଡପତ୍ର

ବିବାହ ପୂର୍ବରୁ ଦମ୍ପତି ହୋଟେଲକୁ ଯିବା କିଛି ଅସାମାନ୍ୟ ନୁହେଁ, କିନ୍ତୁ ସେମାନେ ଏବେ ଛାଡପତ୍ର ପାଇଁ ବି ହୋଟେଲକୁ ଯାଉଛନ୍ତି । ବିବାହ ପାଇଁ ସ୍ୱତନ୍ତ୍ର ହୋଟେଲ ଥିବା କଥା ଆପଣ ଶୁଣିଥିବେ । କିନ୍ତୁ ଆପଣ ଛାଡ଼ପତ୍ର ହୋଟେଲ ବିଷୟରେ ଆଗରୁ କେବେ ଶୁଣିଛନ୍ତି କି ? ଛାଡପତ୍ର ହୋଟେଲ ଏମିତି…
Read More...

ବିନା ପୋଲିସ ସହାୟତାରେ ଫୋନ ଚୋରକୁ ଖୋଜିଲେ ଯୁବତୀ ! ଚୋରି ହେବା ଜାଣି ଏଭଳି ଆରମ୍ଭ କରିଥିଲେ ତଦନ୍ତ ।

ଆଜିକାଲିର ପିଲାମାନେ ନିଜ ଫୋନ ସହ କେତେ ଜଡ଼ିତ ତାହା ଆପଣମାନେ ଜାଣିଥିବେ । ଏଭଳି ପରିସ୍ଥିତିରେ ଯଦି ଫୋନ ଚୋରି ହୋଇ ଯାଉଛି ତେବେ ତାହା ସେମାନଙ୍କ ପାଇଁ କୌଣସି ବଡ଼ ଦୁଃଖଠାରୁ କମ ନୁହେଁ । ତେବେ ଏଭଳି ପରିସ୍ଥିତିରେ ମୁମ୍ବାଇର ଜଣେ ଯୁବତୀ ନିଜର ହଜିଥିବା ଫୋନକୁ ନିଜେ ଖୋଜି ପାଇଛନ୍ତି । ଏହା…
Read More...

୧୫ ଅଗଷ୍ଟରେ ଟ୍ରାକ ଉପରେ ଦୌଡିବ ତ୍ରିରଙ୍ଗା ଟ୍ରେନ ! ଡିଜାଇନ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଲୋକମାନଙ୍କ ମନରେ ଜାଗି…

ଅଗଷ୍ଟ ୧୫ରେ ସାରା ଦେଶରେ ସ୍ୱାଧୀନତା ଦିବସକୁ ଧୁମ ଧାମରେ ପାଳନ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ରେଳବାଇ ମଧ୍ୟ ଏହି ଦିବସରେ ଏକ ମୂଖ୍ୟ ଭୁମିକା ଗ୍ରହଣ କରିବାକୁ ଯାଉଛି । ଭାରତୀୟ ରେଳବାଇ ସ୍ୱାଧୀନତା ଦିବସରେ ଏଭଳି ଏକ ଟ୍ରେନ ଟ୍ରାକ ଉପରକୁ ଆଣିବାକୁ ଯାଉଛି ଯହା…
Read More...

୫୦୦ ଟଙ୍କା ଦରମାରୁ ରାଜ୍ୟସଭା ଉପାଧ୍ୟକ୍ଷ । ହରିବଂଶଙ୍କ ବାବଦରେ ଏହି ରୋଚକ ତଥ୍ୟ ଆପଣଙ୍କୁ ବି କରିଦେବ ଆଶ୍ଚର୍ଯ୍ୟ

ହରିବଂଶ ନାରାୟଣ ସିଂହ । ନର୍ବନିର୍ବାଚିତ ରାଜ୍ୟସଭା ଉପାଧ୍ୟକ୍ଷ । ଏନଡିଏରୁ ପ୍ରାର୍ଥୀ ହୋଇଥିବା ହରିବଂଶ ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ପରାସ୍ତ କରି ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନକୁ ନେଇ ଦୀର୍ଘଦିନ ଧରି କଳ୍ପନା ଜଳ୍ପନା ଲାଗି…
Read More...

କେରଳରେ ଭୟଙ୍କର ବର୍ଷା ଏବଂ ବନ୍ୟା ! ବନ୍ଦ ହେଲା ବିମାନ ବନ୍ଦର, ଭାସିଗଲେ ୨୦ ଜଣ ।

କେରଳରେ ଭୁସ୍ଖଳନ, ବନ୍ୟା ଏବଂ ବର୍ଷା କାରଣରୁ ୨୦ ଜଣ ଲୋକଙ୍କ ପ୍ରାଣହାନି ହୋଇଛି । ଇଡ୍ଡୁକି, ମଲପୁରମ, କାନ୍ନୁର ବାୟନାଡ ଏବଂ କୋଝିକୋଡ ଭଳି ଅଞ୍ଚଳ ଗୁଡିକ ଏହି ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି । ଏହି ଭୁସ୍ଖଳନରେ ଇଡ୍ଡୁକିରେ ୧୦ ଜଣ ମଲପୁରମରେ ପାଞ୍ଚ ଜଣ କନ୍ନୁରରେ ଦୁଇ ଜଣ ଏବଂ ବାୟନାଡ…
Read More...