Browsing Category

ସ୍ପେଶାଲ୍ ରିପୋର୍ଟ

ପାଞ୍ଚ ଜଣ ବନ୍ଧୁ ମିଶି ତିଆରି କଲେ ରୋଟି ବ୍ୟାଙ୍କ୍ ! ପ୍ରତିଦିନ ଭରୁଛନ୍ତି ଶହ ଶହ ଗରିବଙ୍କ ପେଟ

ଭାରତ ଏକ ବିକାଶଶୀଳ ଦେଶ । ଏବେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ୁଛି ବୋଲି ସରକାର କହୁଛନ୍ତି । ତଥାପି ଆଜିବି ଆମ ଦେଶରେ ଭୋକରେ ଲୋକଙ୍କ ମୃତ୍ୟୁ ହେଉଛି । ଦ୍ରାରିଦ୍ର୍ୟ ସୀମାରେଖା ତଳେ ଏବେ ବି ଅନେକ ଲୋକ । ତେବେ ଗରିବ ଓ ଦୁସ୍ଥ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଅନେକ ଯୋଜନା…
Read More...

ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ ! ଜାଣନ୍ତୁ ଉପସଭାପତି ନିର୍ବାଚନରେ ବିଜୟୀ…

ରାଜ୍ୟସଭା ଉପସଭାପତି ନିର୍ବାଚନରେ ହରିବଂଶ ସିଂଙ୍କ ବିଜୟ ହୋଇସାରିଛି । ଏନଡିଏ ପ୍ରାର୍ଥୀ ହରିବଂଶଙ୍କ ପକ୍ଷରେ ରାଜ୍ୟସଭାରେ ୧୨୫ ସଦସ୍ୟ ଭୋଟ୍ ଦେଇଥିଲେ । କିଛି ଲୋକ ଏ ପର୍ଯ୍ୟନ୍ତ ହରିବଂଶଙ୍କ ବିଷୟରେ ବିଶେଷ କିଛି ଜାଣିନାହାନ୍ତି । ତେବେ ଆସନ୍ତୁ ଆଜି ଜାଣିବା ହରିବଂଶ ସିଂଙ୍କ ବିଷୟରେ କିଛି…
Read More...

ଆଜି ପୁସ୍ତକ ପ୍ରେମୀ ଦିବସ ! ଇଣ୍ଟରନେଟ୍ ଦୁନିଆରେ ମଧ୍ୟ ଆଦର ହରାଇନାହିଁ ପୁସ୍ତକ, ବହିକୁ ନେଇ ଏବେବି ରହିଛି ଅନେକ…

ଆଜି ପୁସ୍ତକ ପ୍ରେମୀ ଦିବସ । ଏବର ଏହି ଇଣ୍ଟରନେଟ ଦୁନିଆରେ ମଧ୍ୟ ଆଦର ହରାଇନାହିଁ ପୁସ୍ତକ । ଏହାର ଲୋକପ୍ରିୟତା – ଗ୍ରହଣୀୟତା ଅତୁଟ ରହିଛି । ଲୋକମାନେ ଅନେକ ପ୍ରକାର ବହି ପଡିବାକୁ ଭଲ ପାଇଥାନ୍ତି । କାହାକୁ ଜୀବନୀ ଭଲ ଲାଗେ ତ ଆଉ କାହାକୁ ଉପନ୍ୟାସ । କିଏ କ୍ଷୁଦ୍ର ଗଳ୍ପ ପଢିବାକୁ ଭଲ ପାଏ…
Read More...

ମାତ୍ର ୫୦୦ ଟଙ୍କାରେ ପ୍ରଥମ ଚାକିରି କରିଥିଲେ ହରିବଂଶ ନାରାୟଣ ସିଂହ : ଜାଣନ୍ତୁ ରାଜ୍ୟସଭା ଉପାଧ୍ୟକ୍ଷ ପର୍ଯ୍ୟନ୍ତ…

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଶାସକ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ହୋଇଥିବା ଏହି ଶକ୍ତି ପରୀକ୍ଷାରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ, କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ୨୦ଟି ଭୋଟ୍ ବ୍ୟବଧାନରେ ପରାସ୍ତ କରି…
Read More...

ଆମାଜନ୍ ଫ୍ରିଡ଼ମ୍ ସେଲ୍ ଆରମ୍ଭ : ଅଧା ଦାମରେ ଉପଲବ୍ଧ ଟିଭି ଓ ମୋବାଇଲ

ଆମାଜନ ଆଜିଠାରୁ ଫ୍ରିଡ଼ମ୍ ସେଲର ଆରମ୍ଭ କରିଦେଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ସେଲରେ କିଛି ମୋବାଇଲ ଓ ଟିଭି ଅଧା ଦାମରେ ମଧ୍ୟ ବିକ୍ରି ହେଉଥିବା ସୂଚନା ମିଳିଛି । ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସେଲ୍ । ଇ-କମର୍ସ କମ୍ପାନି ଆମାଜନ୍ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ…
Read More...

ବାରମ୍ବାର ସ୍ମାର୍ଟପୋନ୍ ହ୍ୟାଙ୍ଗ୍ ହେବାରେ ଚିନ୍ତିତ ଅଛନ୍ତି କି ? ଏହି ସମସ୍ୟାରୁ କିଭଳି ପାଇବେ ମୁକ୍ତି ଜାଣିବା ପାଇଁ…

ଏବେ ସ୍ମାର୍ଟଫୋନର ଯୁଗ । ଚାରିଆଡେ ସ୍ମାର୍ଟଫୋନର ମାନିଆ । ହେଲେ ଅସଲ କଥା ହେଲା ତାହା ଯେମିତିକା ବି ସ୍ମାର୍ଟଫୋନ ହୋଇଥାଉ , ସ୍ଲୋ ହେବା ବା ବାରମ୍ବାର ହ୍ୟାଙ୍ଗ ହେବାର ସମସ୍ୟା କିନ୍ତୁ ଲାଗିରହିଥାଏ । ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ । ୧ – ଇଣ୍ଟରନାଲ୍ ମେମୋରୀରୁ…
Read More...

ଗୁଜବ ଖବର ପ୍ରଚାରକୁ ବନ୍ଦ କରିବା ପାଇଁ ହ୍ୱାଟ୍ସଆପରେ ଲାଗିଲା ଅଙ୍କୁଶ : ଏଣିକି ଏକକାଳୀନ ୫ରୁ ଅଧିକ ଲୋକଙ୍କୁ ପଠାଇ…

ହ୍ୱାଟ୍ସଆପ ଜରିଆରେ ବିଭିନ୍ନ ଗୁଜବ ଖବର ପ୍ରଚାର ହେବା ପରେ କମ୍ପାନୀ ପକ୍ଷରୁ ଏ ନେଇ ଏକ ସମାଧାନ ବାଟ ବାହାର କରାଯାଇଛି। ଏହି ନୂଆ ପରିକଳ୍ପନା ଜରିଆରେ ହ୍ୱାଟ୍ସଆପ ଗ୍ରାହକମାନଙ୍କର ବିଶ୍ୱସନୀୟତାକୁ ବଜାୟ ରଖିବାର ପ୍ରୟାସ କରିଛି କମ୍ପାନୀ । ଏଣିକି ବ୍ୟବହାରକାରୀ ଏକକାଳୀନ ହ୍ୱାଟ୍ସଆପରେ ୫ରୁ…
Read More...

ଦିଲ୍ଲୀରେ ଖୋଲାହେବ ଓଡିଆ ଭାଷା ଏକାଡେମୀ ! ଓଡିଆ ଭାଷାର ପ୍ରଚାର ପ୍ରସାର ସହ କଳା ସଂସ୍କୃତିର ହେବ ବିକାଶ ।

ଖୁବଶୀଘ୍ର ରାଜଧାନୀ ଦିଲ୍ଲୀରେ ଖୋଲିବ ଓଡ଼ିଆ ଭାଷା ଏକାଡେମୀ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ସମେତ ମାଲାୟଲମ୍, ଗୁଜରାଟୀ, ବଂଗାଳୀ, କଶ୍ମିରୀ, ତେଲୁଗୁ, କନ୍ନଡ଼, ହରିୟାଣୀ, ଗଡ଼ୱାଲି,…
Read More...

ଯାହାକୁ ରଖିବେ ଅନନ୍ତ ! ଟଏଲେଟରୁ ବାହାରିଲା ନବଜାତ ଶିଶୁକନ୍ୟା,ପୋଲିସ୍ କଲା ଉଦ୍ଧାର ।

ଶିଶୁ ହେଉଛନ୍ତି ଭଗବାନଙ୍କ ପ୍ରତୀକ । କିନ୍ତୁ ସେହି ଶିଶୁ ଯେତେବେଳେ ଅଲୋଡା ହୋଇଯାଏ ତା’ଠାରୁ ଅଧିକ ଦୁଃଖଦ କଥା କିଛି ହୋଇନପାରେ । କିନ୍ତୁ କଥାରେ ଅଛି ‘ରଖେ ହରି ତ ମାରେ କିଏ’ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଚାଇନାର ବେଜିଂ ସହରରେ । ଏଠାରେ ଏକ ଟୟଲେଟ୍ ପାଇପରୁ ନବଜାତ ଶିଶୁକନ୍ୟାକୁ…
Read More...

ତିନି ବର୍ଷ ଛୁଆର କାନ୍ଦ ଶୁଣିଲାନି ବ୍ରିଟିସ ଏୟାରଲାଇନ୍ସ ! କାନ୍ଦ ବନ୍ଦ ନହେବାରୁ ଭାରତୀୟ ଦମ୍ପତ୍ତିଙ୍କୁ ବିମାନରୁ…

ତିନି ବର୍ଷର ଛୁଆ କାନ୍ଦିବାରୁ ଏକ ଅଗ୍ରଣୀ ଇଉରୋପୀୟ ଏୟାରଲାଇନ୍ ଗୋଟିଏ ଭାରତୀୟ ପରିବାରକୁ ବିମାନରୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି। ମାଆ ଛୁଆଟିକୁ କୋଳରେ ଧରି ତୁନ କରୁଥିବା ବେଳେ ବିମାନଟି ଉଡ଼ାଣ ନିମନ୍ତେ ଗଡ଼ିବା ଆରମ୍ଭ କରିଥିଲା। ସେତିକି ବେଳେ ଜଣେ କ୍ୟାବିନ୍ କ୍ରୁ ଜାଣିଶୁଣି…
Read More...