Browsing Category

ନ୍ୟୁଜ୍

ଜଜଙ୍କ ଜାଲି ଦସ୍ତଖତ ପଡିଲା ମହଙ୍ଗା । ଗିରଫ ହେଲେ ସମ୍ପୃକ୍ତ ଏଏସଆଇ

କନକ ବ୍ୟୁରୋ: ଏଏସଆଇଙ୍କୁ ମହଙ୍ଗା ପଡିଲା ଜଜଙ୍କ ଜାଲି ଦସ୍ତଖତ । ଜଜଙ୍କ ଜାଲି ଦସ୍ତଖତ କରି ଆସାମୀକୁ ବେଲ୍ ଦେବା ଘଟଣାରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ଏଏସଆଇ । ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ ଜଣେ ଏଏସଆଇ ଜଜଙ୍କର ଜାଲି ଦସ୍ତଖତ କରି ବାବୁଲି ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଜାମିନ…
Read More...

ଉତ୍ତରାଖଣ୍ଡର କୃତ୍ରିମ ହ୍ରଦ ପାଖରେ ପହଞ୍ଚିଲା ଆଇଟିବିପି ଓ ଡିଆରଡିଓ ଟିମ୍ । ସ୍ଥିତିର ସମୀକ୍ଷା ପାଇଁ ରହିବ ୫ ଜଣିଆ…

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲୀରେ ହିମସ୍ଖଳନ ପରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରୈନି ଗାଁ ନିକଟରେ ସୃଷ୍ଟି ହୋଇଥିବା ହ୍ରଦକୁ ନେଇ ଚିନ୍ତା ବଢିବାରେ ଲାଗିଥିବା ବେଳେ ଆଇଟିବିପି ଓ ଡିଆରଡିଓର ଟିମ ହ୍ରଦ ନିକଟରେ ପହଂଚିଛନ୍ତି । ଚମୋଲି ଠାରୁ ଉପରେ ଥିବା ମୁରେଣ୍ଡା ଠାରେ ଏହି…
Read More...

ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଶବନମଙ୍କ ପାଇଁ କ୍ଷମା ଆବେଦନ କଲେ ପୁଅ । ରାଷ୍ଟ୍ରପତିଙ୍କୁ ଆବେଦନ କରି ଦୋଷ…

କନକ ବ୍ୟୁରୋ: ୨୦୦୮ ମସିହାର ଉତରପ୍ରଦେଶର ବହୁଚର୍ଚ୍ଚିତ ବାମନଖେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ଶବନମଙ୍କୁ ହେବ ଫାଶୀ । ଯେକୌଣସି ମୁହୁର୍ତରେ ତାଙ୍କ ଡେଥ ୱାରେଂଟ ବାହାରିପାରେ । ଏପରି ସମୟରେ ଶବନମଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ୧୨ବର୍ଷୀୟ ପୁଅ । ଫାଶୀ ଆଶଙ୍କା ଭିତରେ…
Read More...

ସତ ମାନିଲା ସଇତାନ୍ ଚୀନ । ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତ୍ତର ସମ୍ମାନ ପରେ ପଦାକୁ ଆସିଲା ସତ ।

କନକ ବ୍ୟୁରୋ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଚୀନ୍ ବିବାଦର ସମାଧାନର ବାଟ ଫିଟିଛି । ଉଭୟ ଦେଶର ବୁଝାମଣା ପରେ ଏବେ ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ସେନା ପ୍ରତ୍ୟାହାର ଶେଷ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଜାନୁଆରୀ ୧୪ରେ ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ଉଭୟ…
Read More...

ଘରେ କଳାକନା ବୁଲାଇଲା ଚାକରାଣୀ । ସୁନା ଗହଣା ଲୁଟି ଚଢୁଥିଲା କାର୍ । ଅଭିଯୋଗ ପରେ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ଘରେ ଚାକରାଣୀ ବୁଲାଇଲା କଳାକନା । ଘରେ ମାଲିକାଣି ନଥିବା ସମୟରେ ସୁନା ଗହଣା ଲୁଟି ଫେରାର ହୋଇଗଲା ଚାକରାଣୀ । କାହାଣୀ କେବଳ ଏତିକିରେ ଅଟକି ନଥିଲା । ଚୋରି କରିଥିବା ସୁନାକୁ ବ୍ୟାଙ୍କରେ ବନ୍ଧକ ରଖି ଥିଲା ଚାକରାଣୀ । ଚୋରି ସୁନାକୁ ବନ୍ଧକ ରଖିବା ପରେ ଯେଉଁ ଟଙ୍କା ଆଣିଥିଲା…
Read More...

ଧାନ କିଣାରେ ଅନିୟମିତତା ଅଭିଯୋଗ: ପ୍ୟାକ୍ସର କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ ।

କନକ ବ୍ୟୁରୋ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ପଲେଇ ପ୍ୟାକ୍ସର ସେଲସ୍‌ମ୍ୟାନ୍‌ ତଥା କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ । ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନସ୍ଥ ପଲେଇ ପ୍ରାଥମିକ କୃଷି…
Read More...

ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧ । ଏଥରର ବିଷୟବସ୍ତୁ ‘ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ’ ।

କନକ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବ କୃଷି ଓଡିଶା-୨୦୨୧ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହି କାର୍ଯ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ହେବ । ଏହାକୁ ନେଇ ଆଜି କୃଷି ଭବନରେ ଏକ ପ୍ରସ୍ତୁତି…
Read More...

ପରୀ ହତ୍ୟାକାରୀର ଭିଡିଓକୁ ନେଇ ଘନେଇଲା ବିଜେପି-ବିଜେଡି କଳି । ଲେଖାଶ୍ରୀଙ୍କ ଅଭିଯୋଗ, ଅପରାଧୀଙ୍କୁ ଖସାଇ ଦେବା ପାଇଁ…

କନକ ବ୍ୟୁରୋ: ପରୀ ଅଭିଯୁକ୍ତର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ନଜର ଏବେ କୋର୍ଟଙ୍କ ଉପରେ । କାରଣ କୋର୍ଟ ଏହି ପ୍ରମାଣକୁ ଗ୍ରହଣ କରିବେ କି ନାହିଁ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ସେପଟେ ଭିଡିଓକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଆଉ ବିଜେଡି । ମାମଲାରେ ଏସଆଇଟି ଉପରକୁ…
Read More...

କଟକ ଡାକ୍ତରଙ୍କ ବ୍ୟାଙ୍କ୍ ଖାତାରୁ ୭୭ ଲକ୍ଷ ଗାଏବ୍ ହେବା ଘଟଣା । ଲୁଟ୍ ପଛରେ ଜମତରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ ।

କନକ ବ୍ୟୁରୋ: କଟକର ଡାକ୍ତର ସନାତନ ମହାନ୍ତିଙ୍କ ବ୍ୟାଙ୍କ ଆକାଉଂଟରୁ ୭୭ ଲକ୍ଷ ଟଙ୍କା ଲୁଟ କିପରି ହେଲା ସେନେଇ କ୍ରାଇମବ୍ରାଂଚ ତନାଘନା କରୁଥିବା ବେଳେ ଲୁଟ ପଛରେ ଝାଡଖଣ୍ଡ ଜମତରା ସାଇବର ଅପରାଧୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ଡାକ୍ତରଙ୍କ ୬ଟି ଫିକ୍ସଡ ଡିପୋଜିଟକୁ ଭାଙ୍ଗି…
Read More...

ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଲା ସ୍ୱାସ୍ଥ୍ୟ ବିଭାଗ । ବଜାର ଓ…

କନକ ବ୍ୟୁରୋ: ଓଡିଶାରେ କଡାକଡି ହେବ କୋଭିଡ୍ ନିୟମ । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି…
Read More...